logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଳମଛୁଇଁ ଶିଶୁମନ୍ଦିରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳନ ତାଳଚେର(ତା-୧ ୨/୦୧/୨୦୨୬)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଆଚାର୍ଯ୍ୟ ଅନୀଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ପ୍ରଧ୍ୟାପିକା ଡ.କଳ୍ପନା ବୋଇତି, ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧକ୍ଷ ପଂଟାନନ ବେହେରା, ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ମଳୟ ଦାସ ପ୍ରମୁଖ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ଵ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଅତିଥମାନେ ନିଜ ଅଭିଭାଷଣରେ ଦେଶ ପ୍ରଗତିରେ ଯୁବ ପିଢୀ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ସେମାନେ ସ୍ଵାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ତାହାସହିତ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସ୍ଵଦେଶୀ ସଂକଳ୍ପ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ବେହେରା, ଚତୁର୍ଭୂଜ ସାହୁ, ଟୁନିତା ସାହୁ, ଅଭୟ ସାହୁ, ଭଗବତୀ ମହାପାତ୍ର, କମଳ ଲୋଚନ ପ୍ରଧାନ, ସୁକନ୍ୟା ମାଝୀ, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର,ଛାତ୍ରୀ, ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।

2 hrs ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
2 hrs ago
a171f224-12a9-435e-b5f1-5e6f5cd74aa5

କଳମଛୁଇଁ ଶିଶୁମନ୍ଦିରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳନ ତାଳଚେର(ତା-୧ ୨/୦୧/୨୦୨୬)- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଆଚାର୍ଯ୍ୟ ଅନୀଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ପ୍ରଧ୍ୟାପିକା ଡ.କଳ୍ପନା ବୋଇତି, ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧକ୍ଷ ପଂଟାନନ ବେହେରା, ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ମଳୟ ଦାସ ପ୍ରମୁଖ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ଵ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଅତିଥମାନେ ନିଜ ଅଭିଭାଷଣରେ

9a645957-7f72-47f0-9da2-e309291967b2

ଦେଶ ପ୍ରଗତିରେ ଯୁବ ପିଢୀ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ସେମାନେ ସ୍ଵାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ତାହାସହିତ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସ୍ଵଦେଶୀ ସଂକଳ୍ପ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ବେହେରା, ଚତୁର୍ଭୂଜ ସାହୁ, ଟୁନିତା ସାହୁ, ଅଭୟ ସାହୁ, ଭଗବତୀ ମହାପାତ୍ର, କମଳ ଲୋଚନ ପ୍ରଧାନ, ସୁକନ୍ୟା ମାଝୀ, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର,ଛାତ୍ରୀ, ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।

More news from Anugul and nearby areas
  • ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    1
    ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    3 hrs ago
  • ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    1
    ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    user_Gobinda
    Gobinda
    Actor Anugul, Odisha•
    11 hrs ago
  • ବୁଳବୁଦାବନଵିହାରିଳାକିଜେ
    1
    ବୁଳବୁଦାବନଵିହାରିଳାକିଜେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
  • ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    1
    ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    4 hrs ago
  • help
    1
    help
    user_Subash Padhan
    Subash Padhan
    କଙ୍କଡ଼ାହାଡ଼, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • Post by Tapasdas 6372788705
    1
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    1 hr ago
  • ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    1
    ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    2 hrs ago
  • ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା
    1
    ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.