logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Mayurbhanjରେ ଖଇରି ଭାଣ୍ଡାନ ବ୍ୟାରାଜ୍ ପ୍ରକଳ୍ପର କାମ ପରିଦର୍ଶନ କଲେ ଜିଲ୍ଲାପାଳ l Mayurbhanj ଜିଲ୍ଲାପାଳ ଖଇରି ଭାଣ୍ଡାନ ବ୍ୟାରାଜ୍ ପ୍ରକଳ୍ପର ଚାଲୁଥିବା କାମକୁ ଏସ୍‌ପି ଏବଂ ସମ୍ପର୍କିତ ଅଧିକାରୀମାନଙ୍କ ସହିତ ସ୍ଥଳ ପରିଦର୍ଶନ କରିଥିଲେ। ପ୍ରକଳ୍ପର ଅଗ୍ରଗତି, କାମର ଗୁଣମାନ ନିରୀକ୍ଷଣ କରିବା ସହ ସମୟମଧ୍ୟରେ କାମ ସମ୍ପୂର୍ଣ୍ଣ କରି ସାଧାରଣ ଲୋକଙ୍କ ଉପକାର ପାଇଁ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

11 hrs ago
user_Mayurbhanj Live
Mayurbhanj Live
Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
11 hrs ago

Mayurbhanjରେ ଖଇରି ଭାଣ୍ଡାନ ବ୍ୟାରାଜ୍ ପ୍ରକଳ୍ପର କାମ ପରିଦର୍ଶନ କଲେ ଜିଲ୍ଲାପାଳ l Mayurbhanj ଜିଲ୍ଲାପାଳ ଖଇରି ଭାଣ୍ଡାନ ବ୍ୟାରାଜ୍ ପ୍ରକଳ୍ପର ଚାଲୁଥିବା କାମକୁ ଏସ୍‌ପି ଏବଂ ସମ୍ପର୍କିତ ଅଧିକାରୀମାନଙ୍କ ସହିତ ସ୍ଥଳ ପରିଦର୍ଶନ କରିଥିଲେ। ପ୍ରକଳ୍ପର ଅଗ୍ରଗତି, କାମର ଗୁଣମାନ ନିରୀକ୍ଷଣ କରିବା ସହ ସମୟମଧ୍ୟରେ କାମ ସମ୍ପୂର୍ଣ୍ଣ କରି ସାଧାରଣ ଲୋକଙ୍କ ଉପକାର ପାଇଁ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

More news from ଓଡ଼ିଶା and nearby areas
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    28 min ago
  • ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି
    1
    ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update
Date - 15.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by Rajib Behera
    3
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    1 hr ago
  • ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha
    1
    ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ  ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। 
#mahimatv # Basta #balasore #odisha
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    5 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଂଚାୟତ ବାସୁଦେବପୁର ଗ୍ରାମର ପୂର୍ବତନ ମୁଖିଆ, ଲୋକମାନଙ୍କର ସୁଖ ଦୁଃଖର ସାଥୀ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଜୟ ବିଶ୍ୱାଳଙ୍କ ସ୍ମୃତିରେ ତାଙ୍କର ପାଞ୍ଚ ଜଣ ସୁଯୋଗ୍ୟ ସନ୍ତାନଙ୍କ ପ୍ରଚେଷ୍ଟା ତଥା ବାସୁଦେବପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଓ ମାର୍ଗଦର୍ଶନ ରେ 'ବିଜୟ ବିଶ୍ୱାଳ ସ୍ମୃତି ପରିଷଦ'ଗଠନ ହୋଇଅଛି। ଗଠିତ କମିଟିରେ ଆବାହକ ଭାବରେ ତାଙ୍କର ବଡ ପୁଅ ରାଜକିଶୋର ବିଶ୍ୱାଳ, ସଭାପତି ଭାବରେ ଦେଉଳା ପଂଚାୟତ ସରପଞ୍ଚ ସରୋଜ କୁମାର ପିଳା, ସାଧାରଣ ସମ୍ପାଦକ ଭାବରେ ଯୁବ ସମାଜସେବୀ ଗୋପାଳ କୃଷ୍ଣ ବିଶ୍ୱାଳ,ଉପ ସଭାପତି ଭାବରେ ଶ୍ରୀକାନ୍ତ ନାଥ,ସହ ସମ୍ପାଦକ ଭାବରେ ବସନ୍ତ ବାରିକ ଓ କୋଷାଧ୍ୟକ୍ଷ ଭାବରେ ମନ୍ମଥ କୁମାର ନାୟକ ସ୍ଥାନ ପାଇଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ବିଶ୍ୱାଳଙ୍କ ସାନ ଭାଇ ମନ୍ମଥ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ଓ ହରେକୃଷ୍ଣ ବିଶ୍ୱାଳ ଥିବା ବେଳେ ପରାମର୍ଶଦାତା କମିଟିରେ ଆଇନଜୀବୀ ଅର୍ଦ୍ଧେନ୍ଦୁ କୁମାର ବାରିକ, ଆଦର୍ଶ ଶିକ୍ଷକ ବଂଶୀଧର ଜେନା ଓ ପ୍ରଦୀପ କୁମାର ଦାସ ରହିଛନ୍ତି। ସେହିପରି ସ୍ଥାୟୀ ସଦସ୍ୟ ଭାବରେ ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗନ୍ନାଥ ଦାସ,ବାଇଧର ରାଉତ, ମଧୁସୂଦନ ମହାନ୍ତି,ବ୍ରଜ କିଶୋର ବିଶ୍ୱାଳ,ରାଇ କିଶୋର ବିଶ୍ୱାଳ, ଦୁର୍ଗା ଶଙ୍କର ବିଶ୍ୱାଳ ଓ ପରମେଶ୍ୱର ବିଶ୍ୱାଳ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ସମାଜରେ ବିଭିନ୍ନ ଅବହେଳିତ, ନିଷ୍ପେସିତ,ରୁଗୁଣ, ଶାରୀରିକ ଅକ୍ଷମ ତଥା ସମାଜର ଉନ୍ନତି ଓ ପ୍ରଗତି ପାଇଁ ଏ ସ୍ମୃତି କମିଟି ସମର୍ପିତ ବୋଲି କମିଟିର କର୍ମକର୍ତ୍ତା ମାନେ ଦୃଢ଼ତାର ସହ ମତବ୍ୟକ୍ତ କରିଛନ୍ତି।
    1
    ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଂଚାୟତ ବାସୁଦେବପୁର ଗ୍ରାମର ପୂର୍ବତନ ମୁଖିଆ, ଲୋକମାନଙ୍କର ସୁଖ ଦୁଃଖର ସାଥୀ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଜୟ ବିଶ୍ୱାଳଙ୍କ ସ୍ମୃତିରେ ତାଙ୍କର ପାଞ୍ଚ ଜଣ ସୁଯୋଗ୍ୟ ସନ୍ତାନଙ୍କ ପ୍ରଚେଷ୍ଟା ତଥା ବାସୁଦେବପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଓ ମାର୍ଗଦର୍ଶନ ରେ 'ବିଜୟ ବିଶ୍ୱାଳ ସ୍ମୃତି ପରିଷଦ'ଗଠନ ହୋଇଅଛି। ଗଠିତ କମିଟିରେ ଆବାହକ ଭାବରେ ତାଙ୍କର ବଡ ପୁଅ ରାଜକିଶୋର ବିଶ୍ୱାଳ, ସଭାପତି ଭାବରେ ଦେଉଳା ପଂଚାୟତ ସରପଞ୍ଚ ସରୋଜ କୁମାର ପିଳା, ସାଧାରଣ ସମ୍ପାଦକ ଭାବରେ ଯୁବ ସମାଜସେବୀ ଗୋପାଳ କୃଷ୍ଣ ବିଶ୍ୱାଳ,ଉପ ସଭାପତି ଭାବରେ ଶ୍ରୀକାନ୍ତ ନାଥ,ସହ ସମ୍ପାଦକ ଭାବରେ ବସନ୍ତ ବାରିକ ଓ କୋଷାଧ୍ୟକ୍ଷ ଭାବରେ ମନ୍ମଥ କୁମାର ନାୟକ ସ୍ଥାନ ପାଇଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ବିଶ୍ୱାଳଙ୍କ ସାନ ଭାଇ ମନ୍ମଥ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ଓ ହରେକୃଷ୍ଣ ବିଶ୍ୱାଳ ଥିବା ବେଳେ ପରାମର୍ଶଦାତା କମିଟିରେ ଆଇନଜୀବୀ ଅର୍ଦ୍ଧେନ୍ଦୁ କୁମାର ବାରିକ, ଆଦର୍ଶ ଶିକ୍ଷକ ବଂଶୀଧର ଜେନା ଓ ପ୍ରଦୀପ କୁମାର ଦାସ ରହିଛନ୍ତି। ସେହିପରି ସ୍ଥାୟୀ ସଦସ୍ୟ ଭାବରେ ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗନ୍ନାଥ ଦାସ,ବାଇଧର ରାଉତ, ମଧୁସୂଦନ ମହାନ୍ତି,ବ୍ରଜ କିଶୋର ବିଶ୍ୱାଳ,ରାଇ କିଶୋର ବିଶ୍ୱାଳ, ଦୁର୍ଗା ଶଙ୍କର ବିଶ୍ୱାଳ ଓ ପରମେଶ୍ୱର ବିଶ୍ୱାଳ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ସମାଜରେ ବିଭିନ୍ନ ଅବହେଳିତ, ନିଷ୍ପେସିତ,ରୁଗୁଣ, ଶାରୀରିକ ଅକ୍ଷମ ତଥା ସମାଜର ଉନ୍ନତି ଓ ପ୍ରଗତି ପାଇଁ ଏ ସ୍ମୃତି କମିଟି ସମର୍ପିତ ବୋଲି କମିଟିର କର୍ମକର୍ତ୍ତା ମାନେ ଦୃଢ଼ତାର ସହ ମତବ୍ୟକ୍ତ କରିଛନ୍ତି।
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    21 hrs ago
  • ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    1
    ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.