logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଇକ୍ ଦୁର୍ଘଟଣା ଘଟି ରାସ୍ତାରେ ଅଚେତ୍ ଅବସ୍ଥାରେ ଯୁବକ । ଘୁ ଉଦୟଗିରି ସିକାନାଣ୍ଡା ନିକଟରେ ଭାରସାମ୍ୟ ହାରେଇ ଦୁର୍ଘଟଣା ଶିକାର ହୋଇଛନ୍ତି ଯୁବକ ।

13 hrs ago
user_Samanta Sekhar Nayak
Samanta Sekhar Nayak
ସାମ୍ବାଦିକ G.Udayagiri, Kandhamal•
13 hrs ago

ବାଇକ୍ ଦୁର୍ଘଟଣା ଘଟି ରାସ୍ତାରେ ଅଚେତ୍ ଅବସ୍ଥାରେ ଯୁବକ । ଘୁ ଉଦୟଗିରି ସିକାନାଣ୍ଡା ନିକଟରେ ଭାରସାମ୍ୟ ହାରେଇ ଦୁର୍ଘଟଣା ଶିକାର ହୋଇଛନ୍ତି ଯୁବକ ।

More news from Kandhamal and nearby areas
  • ଘୁ ଉଦୟଗିରି ସିକାନାଣ୍ଡା ନିକଟରେ ଭାରସାମ୍ୟ ହାରେଇ ଦୁର୍ଘଟଣା ଶିକାର ହୋଇଛନ୍ତି ଯୁବକ ।
    1
    ଘୁ ଉଦୟଗିରି ସିକାନାଣ୍ଡା ନିକଟରେ  ଭାରସାମ୍ୟ ହାରେଇ ଦୁର୍ଘଟଣା ଶିକାର ହୋଇଛନ୍ତି ଯୁବକ ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    13 hrs ago
  • ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ #Odisha #Alcohol #Company #open #boudh #viralMGM #MGMcompany
    1
    ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ 
#Odisha 
#Alcohol 
#Company 
#open 
#boudh 
#viralMGM
#MGMcompany
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ 
କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ 
କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ପୀତବାସ ପଣ୍ଡା ଙ୍କ ହତ୍ୟା କେସ ରେ ଅଦାଲତ ରେ ପହଞ୍ଚିଲେ ମଦନ ଦଳାଇ। ଦେହ ଅସୁସ୍ଥ ଥିବା ଯୋଗୁଁ ଷ୍ଟ୍ରେଚର ସାହାଯ୍ୟ ରେ ପହଞ୍ଚି ଥିଲେ ଏବଂ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା,
    1
    ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ପୀତବାସ ପଣ୍ଡା ଙ୍କ ହତ୍ୟା କେସ ରେ ଅଦାଲତ ରେ ପହଞ୍ଚିଲେ ମଦନ ଦଳାଇ।
ଦେହ ଅସୁସ୍ଥ ଥିବା ଯୋଗୁଁ ଷ୍ଟ୍ରେଚର ସାହାଯ୍ୟ ରେ ପହଞ୍ଚି ଥିଲେ ଏବଂ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା,
    user_User9947
    User9947
    Social worker Asika, Ganjam•
    8 hrs ago
  • ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ପଞ୍ଚୁପାଣ୍ଡବ ପୀଠର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହାର ଉନ୍ନତିକରଣ କେବଳ ଫଳକ ମଧ୍ୟରେ ସୀମିତ ରହିଛି। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପୀଠଟି ଆଜି ସମ୍ପୂର୍ଣ୍ଣ ଅବହେଳିତ। ସୂଚନା ଅନୁସାରେ, ୨୦୦୯ ମସିହାରୁ ଏହି ପୀଠର ବିକାଶ ପାଇଁ ଯୋଜନା ହୋଇଥିଲା। ପୂର୍ବତନ ବିଧାୟକ ଡଃ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ବି ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ସ୍ୱଚ୍ଛତା ଅଭାବରୁ ଚାରିଆଡ଼େ ଅଳିଆ ଆବର୍ଜନା ଭରି ରହିଛି। ପୂର୍ବ ସରକାର ସମୟରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ କାହିଁକି ଆଗକୁ ବଢ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଞ୍ଚୁପାଣ୍ଡବ ପୀଠର ଏହି ଦୂରାବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସତେ ଯେମିତି ଠାକୁର ଏବେ ଅବହେଳାର ଚକ୍ରବ୍ୟୁହରେ ଫସି ରହିଛନ୍ତି। ଏହି ପବିତ୍ର ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି। #LocalNews #Nayagarh #TouristPlace
    1
    ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ପଞ୍ଚୁପାଣ୍ଡବ ପୀଠର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହାର ଉନ୍ନତିକରଣ କେବଳ ଫଳକ ମଧ୍ୟରେ ସୀମିତ ରହିଛି। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପୀଠଟି ଆଜି ସମ୍ପୂର୍ଣ୍ଣ ଅବହେଳିତ।
ସୂଚନା ଅନୁସାରେ, ୨୦୦୯ ମସିହାରୁ ଏହି ପୀଠର ବିକାଶ ପାଇଁ ଯୋଜନା ହୋଇଥିଲା। ପୂର୍ବତନ ବିଧାୟକ ଡଃ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ବି ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ସ୍ୱଚ୍ଛତା ଅଭାବରୁ ଚାରିଆଡ଼େ ଅଳିଆ ଆବର୍ଜନା ଭରି ରହିଛି।
ପୂର୍ବ ସରକାର ସମୟରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ କାହିଁକି ଆଗକୁ ବଢ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଞ୍ଚୁପାଣ୍ଡବ ପୀଠର ଏହି ଦୂରାବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସତେ ଯେମିତି ଠାକୁର ଏବେ ଅବହେଳାର ଚକ୍ରବ୍ୟୁହରେ ଫସି ରହିଛନ୍ତି। ଏହି ପବିତ୍ର ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି। #LocalNews #Nayagarh #TouristPlace
    user_NKNEWS ODISHA
    NKNEWS ODISHA
    Local News Reporter ନୂଆଗାଁ, ନୟାଗଡ଼, ଓଡ଼ିଶା•
    11 hrs ago
  • asika college square sexy
    1
    asika college square  sexy
    user_Asika college
    Asika college
    ଆସିକା, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ତାଲାରିମାହା ପଞ୍ଚାୟତ ଅଧିନ ଜବେଡି ନିକଟ ଶଙ୍ଖ ସାହି ବୁଲାଣିରେ ମଙ୍ଗଳବାର ଏକ କାର ଓ ବୁଲେଟ ମୋଟର ସାଇକେଲ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ଜଣେ ବୁଲେଟ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
    1
    ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ତାଲାରିମାହା ପଞ୍ଚାୟତ ଅଧିନ ଜବେଡି ନିକଟ ଶଙ୍ଖ ସାହି ବୁଲାଣିରେ ମଙ୍ଗଳବାର ଏକ କାର ଓ ବୁଲେଟ ମୋଟର ସାଇକେଲ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ଜଣେ ବୁଲେଟ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.