Shuru
Apke Nagar Ki App…
ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ଉପର ମୁହାଁ ପାରଦ କଳବଳ କରୁଛି ଖରା
Rajes Argus news
ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ଉପର ମୁହାଁ ପାରଦ କଳବଳ କରୁଛି ଖରା
More news from ଓଡ଼ିଶା and nearby areas
- Post by Rajes Argus news1
- ପାନୀୟ ଜଳ ଯୋଗାଣ ଦାବି କରି ଦୀର୍ଘ ସମୟ ଧରି ରାଜରାସ୍ତା ଅବରୋଧ, ଜାନ,ବାହାନ ଚଳା ଚଳ ଠପ୍ । ବଲାଙ୍ଗୀର/ଟିଟିଲାଗଡ, *ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଜଗୁଆ ଗ୍ରାମ ପଞ୍ଚାୟତବାସୀ ପାନୀୟ ଜଳ ଯୋଗାଣ ଦାବି କରି ଟିଟିଲାଗଡ ରୁ ସିନ୍ଧେକେଲା ମୁଖ୍ୟ ସଡ଼କ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପଞ୍ଚାୟତବାସି ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଦୀର୍ଘ ବର୍ଷ ଧରି ଭୋଗି ଆସୁଥିବା ବେଳେ ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ସମସ୍ୟା ର ସମାଧାନ ହୋଇ ପାରୁନି । ଏବେ ଗ୍ରୀଷ୍ମ ଋତୁ ରେ ସମସ୍ୟା ଦୁର୍ବିସହ ହୋଇ ପଡ଼ିଛି । ୪୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ବେଳେ ଜଳ ଯୋଗାଣ ଯାହା କି ଲୋକ ଙ୍କ ମୌଳିକ ଅଧିକାର ସେଥିରୁ ବଞ୍ଚିତ ରଖା ଯାଇଛି । ଉତ୍କଟ ଖରା ରେ ଗରା,ବାଲ୍ଟି ନେଇ ସହ,ସହ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଜାନ, ବାହାନ ଚଳା, ଚଳ ସମ୍ପୂର୍ଣ ଠପ୍ ହୋଇଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଯଥାଶୀଘ୍ର ସମସ୍ୟା ର ସମାଧାନ କରିବେ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ପୁର୍ବରୁ ଏଭଳି ଅନେକ ପ୍ରତିଶ୍ରୁତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ,ଏଣୁ ଏଥର ତିବ୍ର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।4
- Post by SONEPUR NEWS1
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୧/୦୪/୨୦୨୬ ମଙ୍ଗଲଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ2
- ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ1
- Post by Rajes Argus news1