logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ରେ ୬ଜଣ ଗୋ ମାଫିଆ ଗିରଫ। ଦେଢ଼ କିଲୋ ସୁନା,୪ କିଲୋ ରୁପା ସହ ଲକ୍ଷାଧିକ ଟଙ୍କା ଜବତ କଲା ଭଦ୍ରକ ପୋଲିସ।

19 hrs ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
19 hrs ago

ଭଦ୍ରକ ରେ ୬ଜଣ ଗୋ ମାଫିଆ ଗିରଫ। ଦେଢ଼ କିଲୋ ସୁନା,୪ କିଲୋ ରୁପା ସହ ଲକ୍ଷାଧିକ ଟଙ୍କା ଜବତ କଲା ଭଦ୍ରକ ପୋଲିସ।

More news from ଓଡ଼ିଶା and nearby areas
  • ଆଉ ନିସ୍ତାର ନାହିଁ ପୋଲିସ ନଜରରେ ଗୋ ମାଫିଆ।
    1
    ଆଉ ନିସ୍ତାର ନାହିଁ ପୋଲିସ ନଜରରେ ଗୋ ମାଫିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ
    1
    ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଜଳେଶ୍ବର ରେ ଉଚ୍ଛେଦ ହେଲା ଅଖି ଦେଖାଣିଆ ବେଆଇନ ଇଟା ଭାଟି ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଇଟା ଭାଟି ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଆଇନ ଇଟା ଭାଟିଗୁଡ଼ିକୁ ବନ୍ଦ କରାଯାଇଛି। ଏହି ଅଭିଯାନରେ ବହୁ ପରିମାଣର ବେଆଇନ ଭାଟି ଭାଙ୍ଗି ଦିଆଯାଇଛି।
    1
    ଜଳେଶ୍ବର ରେ ଉଚ୍ଛେଦ ହେଲା ଅଖି ଦେଖାଣିଆ ବେଆଇନ ଇଟା ଭାଟି ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଇଟା ଭାଟି ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଆଇନ ଇଟା ଭାଟିଗୁଡ଼ିକୁ ବନ୍ଦ କରାଯାଇଛି। ଏହି ଅଭିଯାନରେ ବହୁ ପରିମାଣର ବେଆଇନ ଭାଟି ଭାଙ୍ଗି ଦିଆଯାଇଛି।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Local News Reporter ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    1 hr ago
  • ସିମୁଳିଆ ବ୍ଲକ ମାର୍କୋଣା ଠାରେ NH-16 ଓଭରବ୍ରିଜ୍ ନିର୍ମାଣ ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ସାଂସଦ ଶ୍ରୀ ସେଠି ଓ ବିଧାୟକ ଶ୍ରୀ ପଣ୍ଡାଙ୍କୁ ଜାତୀୟ ରାଜପଥ ମଇତାପୁର ଠାରୁ ବିରାଟ ବାଇକ ରାଲିରେ ଆସି ମାର୍କୋଣା ବଜାର ପରିକ୍ରମା କରିବା ପରେ ଏହି ଓଭରବ୍ରିଜ୍ ର ଶିଳାନ୍ୟାସ କରାଯାଇଥିଲା l ଏହି ଅବସରରେ ବିଡ଼ିଓ ସୁନିଲ କୁମାର ଟୁଡୁ,ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା, ଯୂବନେତା ନୀଳମାଧବ ପଣ୍ଡା,ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ବ୍ଲକ ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର,ମାର୍କୋଣା ମଣ୍ଡଳ ସଭାପତି ଅଭିନାଶ ବେହେରା,ଜାମୁଝାଡ଼ି ମଣ୍ଡଳ ସଭାପତି ସୁଶାନ୍ତ କୁମାର ନାୟକ,ବାଲିଖଣ୍ଡ ମଣ୍ଡଳ ସଭାପତି ରଘୁନନ୍ଦନ ମିଶ୍ର,ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି,ଓ ବରିଷ୍ଠ ନେତା ରାଧାରମଣ ପଟ୍ଟନାୟକ,ଆତ୍ମାର ସଭାପତି ରମାକାନ୍ତ ପରିହାରୀ ପ୍ରମୁଖ ଉପସ୍ଥିତ ଥିଲେ l ସିମୁଳିଆ ଓ ଖଇରାରୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ l ସିମୁଳିଆ ବିଧାୟକ ଶ୍ରୀ ପଣ୍ଡା ବାଲେଶ୍ଵର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
    1
    ସିମୁଳିଆ ବ୍ଲକ ମାର୍କୋଣା ଠାରେ NH-16 ଓଭରବ୍ରିଜ୍ ନିର୍ମାଣ ଅବସରରେ  ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ  ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା  ଯୋଗଦେଇ ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ସାଂସଦ ଶ୍ରୀ ସେଠି ଓ ବିଧାୟକ ଶ୍ରୀ ପଣ୍ଡାଙ୍କୁ ଜାତୀୟ ରାଜପଥ ମଇତାପୁର ଠାରୁ ବିରାଟ ବାଇକ ରାଲିରେ ଆସି ମାର୍କୋଣା ବଜାର ପରିକ୍ରମା କରିବା ପରେ  ଏହି ଓଭରବ୍ରିଜ୍ ର ଶିଳାନ୍ୟାସ କରାଯାଇଥିଲା l ଏହି ଅବସରରେ ବିଡ଼ିଓ ସୁନିଲ କୁମାର ଟୁଡୁ,ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା, ଯୂବନେତା ନୀଳମାଧବ ପଣ୍ଡା,ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ବ୍ଲକ ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର,ମାର୍କୋଣା ମଣ୍ଡଳ ସଭାପତି ଅଭିନାଶ ବେହେରା,ଜାମୁଝାଡ଼ି ମଣ୍ଡଳ ସଭାପତି ସୁଶାନ୍ତ କୁମାର ନାୟକ,ବାଲିଖଣ୍ଡ ମଣ୍ଡଳ ସଭାପତି ରଘୁନନ୍ଦନ ମିଶ୍ର,ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି,ଓ ବରିଷ୍ଠ ନେତା ରାଧାରମଣ ପଟ୍ଟନାୟକ,ଆତ୍ମାର ସଭାପତି ରମାକାନ୍ତ ପରିହାରୀ ପ୍ରମୁଖ ଉପସ୍ଥିତ ଥିଲେ l ସିମୁଳିଆ ଓ ଖଇରାରୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ l
ସିମୁଳିଆ ବିଧାୟକ ଶ୍ରୀ ପଣ୍ଡା ବାଲେଶ୍ଵର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    9 hrs ago
  • ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।" ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?" ​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?" ​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    1
    ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।"
ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?"
​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?"
​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 05.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur 
Date - 05.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    23 hrs ago
  • ଭଦ୍ରକ ରେ ୬ଜଣ ଗୋ ମାଫିଆ ଗିରଫ। ଦେଢ଼ କିଲୋ ସୁନା,୪ କିଲୋ ରୁପା ସହ ଲକ୍ଷାଧିକ ଟଙ୍କା ଜବତ କଲା ଭଦ୍ରକ ପୋଲିସ।
    1
    ଭଦ୍ରକ ରେ ୬ଜଣ ଗୋ ମାଫିଆ ଗିରଫ। ଦେଢ଼ କିଲୋ ସୁନା,୪ କିଲୋ ରୁପା ସହ ଲକ୍ଷାଧିକ ଟଙ୍କା ଜବତ କଲା ଭଦ୍ରକ ପୋଲିସ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.