Shuru
Apke Nagar Ki App…
ବ୍ରେକିଂ ନ୍ୟୁଜ୍ 📢 UPI ପେମେଣ୍ଟକୁ ନେଇ ନୂଆ ନିୟମ ଚର୍ଚ୍ଚାରେ ଅକ୍ଟୋବର 15, 2026ରୁ ନୂଆ ନିୟମ ଲାଗୁ ହେବ ବୋଲି ଦାବି 🔴 ଦୋକାନୀଙ୍କୁ UPI ପେମେଣ୍ଟ (P2M) ଉପରେ ଚାର୍ଜ ସମ୍ପର୍କିତ ଦାବି ଭାଇରାଲ୍। 🟢 ବ୍ୟକ୍ତିରୁ ବ୍ୟକ୍ତି UPI (P2P) ପେମେଣ୍ଟ ନେଇ ମଧ୍ୟ ଚର୍ଚ୍ଚା। ⚠️ ପୋଷ୍ଟରରେ ଥିବା ₹2,000ରୁ ଅଧିକ ପେମେଣ୍ଟରେ 0.4% ଚାର୍ଜ ଓ ₹5,000ରେ ₹20 ଚାର୍ଜ ଦାବିକୁ ଅଧିକୃତ ଘୋଷଣା ସହ ନିଶ୍ଚିତ କରିବା ଦରକାର। ସୂଚନା: ଏହି ଖବରକୁ ଅଧିକୃତ NPCI/ବ୍ୟାଙ୍କ ଘୋଷଣା ଯାଞ୍ଚ କରି ପରେ
Chandan Malik
ବ୍ରେକିଂ ନ୍ୟୁଜ୍ 📢 UPI ପେମେଣ୍ଟକୁ ନେଇ ନୂଆ ନିୟମ ଚର୍ଚ୍ଚାରେ ଅକ୍ଟୋବର 15, 2026ରୁ ନୂଆ ନିୟମ ଲାଗୁ ହେବ ବୋଲି ଦାବି 🔴 ଦୋକାନୀଙ୍କୁ UPI ପେମେଣ୍ଟ (P2M) ଉପରେ ଚାର୍ଜ ସମ୍ପର୍କିତ ଦାବି ଭାଇରାଲ୍। 🟢 ବ୍ୟକ୍ତିରୁ ବ୍ୟକ୍ତି UPI (P2P) ପେମେଣ୍ଟ ନେଇ ମଧ୍ୟ ଚର୍ଚ୍ଚା। ⚠️ ପୋଷ୍ଟରରେ ଥିବା ₹2,000ରୁ ଅଧିକ ପେମେଣ୍ଟରେ 0.4% ଚାର୍ଜ ଓ ₹5,000ରେ ₹20 ଚାର୍ଜ ଦାବିକୁ ଅଧିକୃତ ଘୋଷଣା ସହ ନିଶ୍ଚିତ କରିବା ଦରକାର। ସୂଚନା: ଏହି ଖବରକୁ ଅଧିକୃତ NPCI/ବ୍ୟାଙ୍କ ଘୋଷଣା ଯାଞ୍ଚ କରି ପରେ
More news from ଓଡ଼ିଶା and nearby areas
- ଦିଲ୍ଲୀ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ.........................1
- ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର1
- ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l1
- *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*1
- ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha1
- #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |1