ଏମିତି ବି ଆସିପାରେ ମୃତ୍ୟୁ !ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ ଏମାନେ ,ହେଲେ ବିଧିର ବିଧାନ ଥିଲା ଓଲଟା। କେତେ ହସ ଖୁସି ରେ ଯାଇଥିଲେ ଆଉ ଫେରୁଥିଲେ ଏମାନେ।ବାସ ଘରରୁ କିଛି ବାଟ ରେ ଜଗି ରହିଥିଲା କାଳ ଯମ।କେହି କିଛି ବୁଝିବା ଆଗରୁ ସମସ୍ତଙ୍କ ଆଖି ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା।ଗତକାଲି ରାତିରେ ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗ୍ରାମରୁ କେଉଁଝର କୁ ୭ରୁ ଉର୍ଦ୍ଧ୍ବ ବରଯାତ୍ରୀ ନେଇ ଯାଇଥିଲା ଏକ ବୋଲେରୋ ଗାଡି।ଆଜି ସକାଳ ସମୟରେ ମୃତ୍ୟୁ ର ଯନ୍ତା କୁହା ଯାଉଥିବା ଚଣ୍ଡିଖୋଲ ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥ ରେ ବରଯାତ୍ରୀ ବୋଲେରୋ ଟି ଏକ ଟ୍ରକ ସହ ମୁଁହାମୁହିଁ ଧକା ହୋଇଥିଲା।ଗାଡିରେ ଥିବା ୫ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଏକ ଶିଶୁଟି।ଆଉ କେତେ ଜୀବନ ଗଲେ ସରକାର ଙ୍କ ନିଦ ଭାଙ୍ଗିବ ଆଉ ଚେତା ଫେରିବ ? ଏମିତି ବି ଆସିପାରେ ମୃତ୍ୟୁ !ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ ଏମାନେ ,ହେଲେ ବିଧିର ବିଧାନ ଥିଲା ଓଲଟା। କେତେ ହସ ଖୁସି ରେ ଯାଇଥିଲେ ଆଉ ଫେରୁଥିଲେ ଏମାନେ।ବାସ ଘରରୁ କିଛି ବାଟ ରେ ଜଗି ରହିଥିଲା କାଳ ଯମ।କେହି କିଛି ବୁଝିବା ଆଗରୁ ସମସ୍ତଙ୍କ ଆଖି ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା।ଗତକାଲି ରାତିରେ ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗ୍ରାମରୁ କେଉଁଝର କୁ ୭ରୁ ଉର୍ଦ୍ଧ୍ବ ବରଯାତ୍ରୀ ନେଇ ଯାଇଥିଲା ଏକ ବୋଲେରୋ ଗାଡି।ଆଜି ସକାଳ ସମୟରେ ମୃତ୍ୟୁ ର ଯନ୍ତା କୁହା ଯାଉଥିବା ଚଣ୍ଡିଖୋଲ ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥ ରେ ବରଯାତ୍ରୀ ବୋଲେରୋ ଟି ଏକ ଟ୍ରକ ସହ ମୁଁହାମୁହିଁ ଧକା ହୋଇଥିଲା।ଗାଡିରେ ଥିବା ୫ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଏକ ଶିଶୁଟି।ଆଉ କେତେ ଜୀବନ ଗଲେ ସରକାର ଙ୍କ ନିଦ ଭାଙ୍ଗିବ ଆଉ ଚେତା ଫେରିବ ?

- *ବୀରମହାରାଜପୁର ରଥପୁର ଛକ ରେ ଲାଇଟ୍ ଖୁଣ୍ଟ କାମରେ ବଡ଼ ଅନିୟମିତତା, ବିନା ଛଡ଼ ରେ କରାଯାଇଥିଲା ଖୁଣ୍ଟ କମ ଲାଇଟ ଲଗେଇଲା ବେଳେଟଳି ପଡିଲା ଖୁଣ୍ଟ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- 💋💋💋💋💋💋💋💋💋💋1
- 🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹୧୧-୫-୨୦୨୬((ସୋମବାର))🌹* 🪷🪷🪷🪷🪷🪷🪷🪷🪷🪷 *ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।* 🪷🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)* *ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।* *ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।* 🪷🪷🪷🪷🪷🪷🪷🪷🪷🪷 *ଯୋଗିନୀ ପୂର୍ବେ । ଦିବା ଘ୩।୩୮ ଗତେ ଉତ୍ତରେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୬ ।୫୨ ଗତେ ଘ୮।୨୬ ମଧ୍ୟେ କାଳବେଳା ଘ୩।୨ ଗତେ ଘ୪।୩୭ ମଧ୍ୟେ ବାରବେଳା। ରାତ୍ରି ଘ୧୦। ୨୮ ଗତେ ଘ୧୧।୫୩ ମଧ୍ୟେ* *କାଳରାତ୍ରି । ମୃତେ ରାତ୍ରି ଘ୨।୧୯ ଗତେ ପାଦଦୋଷ ।ଫଳଂ ଗୋତ୍ରନାଶ, ତିଳକାଞ୍ଚନା ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଉ) ଦିବା ଘ୩।୩୮ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ । ଶରଣଂ ।* 🪷🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୪୧ଗତେ ଘ୧୦।୫ ମଧେ୬ ଘ୧୨।୨୯ ଗତେ ଘ୨।୫ ମଧ୍ୟେ ଘ୨।୫୩ ଗତେ ଘ୪।୨୯ ମଧ୍ୟେ ରାତ୍ରି ଘ୬।୫୯ ମଧ୍ୟେ ଘ୯।୨୩ ଗତେ ଘ୧୧।୪୭ ମଧ୍ୟେ ଘ୨।୧୧ ଗତେ ଘ୩।୪୭ ମଧ୍ୟେ । (ମାହେନ୍ଦ୍ର)-ନାସ୍ତି ।* 🪷🪷🪷🪷🪷🪷🪷🪷🪷🪷 *🌹 ସଂଗ୍ରାହକ ବିନୋଦ କୁମାର ପାଣ୍ଡେ 🌹* *ମେଷ:ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।* *ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।* *ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।* *କର୍କଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।* *ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।* *କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।* *ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।* *ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।* *ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।* *ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।* *କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।* *ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।1
- ମୁରିବାହାଲ ବ୍ଳକ ଡ଼ଙ୍ଗରପଡା ପଂଚାୟତ ବସୁନ୍ଧରା ପାଣି ପାଇ ଫଟିଛି ଅବିଜୋକ1
- ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।1
- muribhal bolak dangarpada g p Pani paib phatijae basundhar paib Dangarpada gp Pani shamsiya paib pahati jaihese basundhara pani1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1