logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାନ ଦୋକାନରେ ମାଡ଼ି ପଶିଲା କାର, ଅଳ୍ପକେ ବଞ୍ଚିଲେ ପାନ ଦୋକାନୀ ଓ ଗ୍ରାହକ। ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି କାର ଚାଳକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛୁ। ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବି କରିଛନ୍ତି।

11 hrs ago
user_Sk Ajaruddin
Sk Ajaruddin
Local News Reporter Basta, Baleshwar•
11 hrs ago
c2ac7a31-fbe6-4a27-9fb6-1e2bb3145a7a
e74d8ef1-4b0a-40d7-8941-45d52db6b88b
ca292ada-61cb-4952-8521-c68a9ac197e9
9354515b-7e2a-4db7-a51f-ba6d3cff7cd7

ପାନ ଦୋକାନରେ ମାଡ଼ି ପଶିଲା କାର, ଅଳ୍ପକେ ବଞ୍ଚିଲେ ପାନ ଦୋକାନୀ ଓ ଗ୍ରାହକ। ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି କାର ଚାଳକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛୁ। ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବି କରିଛନ୍ତି।

More news from ଓଡ଼ିଶା and nearby areas
  • ବସୁଦେବପୁର ମ୍ୟୁନିସିପାଲିଟି, ୱାର୍ଡ ନଂ–13 ରେ ନିକାସି ନଳା ବହୁତ ଦିନ ଧରି ଅସଫା ଅବସ୍ଥାରେ ରହିଛି। ନଳା ଭିତରେ ପ୍ଲାଷ୍ଟିକ, ମଳମୂତ୍ର ଓ ବିଭିନ୍ନ ପରିତ୍ୟକ୍ତ ଜିନିଷ ଜମି ରହିଥିବାରୁ ପାଣି ଜମି ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହା ଫଳରେ ମସା ବଢ଼ୁଛି ଓ ରୋଗ ପ୍ରସାରଣର ସମ୍ଭାବନା ରହିଛି। ଏହି ସମସ୍ୟାକୁ ଶୀଘ୍ର ସମାଧାନ କରି ନଳା ପରିଷ୍କାର କରିବାକୁ ଓ ସ୍ଥାୟୀ ବ୍ୟବସ୍ଥା ନେବାକୁ ନିବେଦନ କରୁଛି। ସ୍ଥାନ: ୱାର୍ଡ ନଂ–13, ବସୁଦେବପୁର
    1
    ବସୁଦେବପୁର ମ୍ୟୁନିସିପାଲିଟି, ୱାର୍ଡ ନଂ–13 ରେ ନିକାସି ନଳା ବହୁତ ଦିନ ଧରି ଅସଫା ଅବସ୍ଥାରେ ରହିଛି। ନଳା ଭିତରେ ପ୍ଲାଷ୍ଟିକ, ମଳମୂତ୍ର ଓ ବିଭିନ୍ନ ପରିତ୍ୟକ୍ତ ଜିନିଷ ଜମି ରହିଥିବାରୁ ପାଣି ଜମି ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହା ଫଳରେ ମସା ବଢ଼ୁଛି ଓ ରୋଗ ପ୍ରସାରଣର ସମ୍ଭାବନା ରହିଛି।
ଏହି ସମସ୍ୟାକୁ ଶୀଘ୍ର ସମାଧାନ କରି ନଳା ପରିଷ୍କାର କରିବାକୁ ଓ ସ୍ଥାୟୀ ବ୍ୟବସ୍ଥା ନେବାକୁ ନିବେଦନ କରୁଛି।
ସ୍ଥାନ: ୱାର୍ଡ ନଂ–13, ବସୁଦେବପୁର
    user_Rabindra malik
    Rabindra malik
    ବାସୁଦେବପୁର, ଭଦ୍ରକ, ଓଡ଼ିଶା•
    3 hrs ago
  • Post by Debendra Barik
    4
    Post by Debendra Barik
    user_Debendra Barik
    Debendra Barik
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    3 hrs ago
  • ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ Pani chatra Bhadrak chatabar /chakadala bottom chatu company
    1
    ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ 
Pani chatra Bhadrak chatabar /chakadala bottom chatu company
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by DD Odisha
    1
    Post by DD Odisha
    user_DD Odisha
    DD Odisha
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    7 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    10 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    1
    ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ
କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    57 min ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.