Shuru
Apke Nagar Ki App…
ବେଲପଡା ବିଜେପି ଛାଡି କଂଗ୍ରେସ କୁ ଆସିଲେ ଯୁବଗୋଷ୍ଠୀ ।
KOSAL TIMES
ବେଲପଡା ବିଜେପି ଛାଡି କଂଗ୍ରେସ କୁ ଆସିଲେ ଯୁବଗୋଷ୍ଠୀ ।
More news from Odisha and nearby areas
- ପ୍ରଥମ ସନ୍ଧ୍ୟାରେ ଦୁଲକିଲା ତିଖାଳି ଡ୍ୟାମ ଲୋକ ମହୋତ୍ସବ ୨୦୨୬1
- Post by Surendra Tiwari1
- #ଏଦିଲୀ ଜଖୋମୋଡେଙ୍କର1
- Post by Ranjan hota1
- Post by Sonepur news khulasa1
- ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।1
- Post by ODISHA NEWS1
- ବୃହତ ସ୍ୱଚ୍ଛତା ଅଭିଯାନ ଓ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ପାଇଁ ବୈଠକ । ନୂଆପଡ଼ା - ୧୪/୩ - ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ସୁରମୀ ସୋରେନଙ୍କ ମଧ୍ୟ ଉପସ୍ଥିତି ରହିଥିଲେ। ବୈଠକରେ ୧୪ ତାରିଖ ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ଖରିଆର ରୋଡ଼ ରେ “ବୃହତ ସ୍ୱଚ୍ଛତା ଅଭିଯାନ” ଅନୁଷ୍ଠିତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ଅଭିଯାନ କେବଳ ସ୍ୱଚ୍ଛତା କାର୍ଯ୍ୟକ୍ରମ ନୁହେଁ, ବରଂ ସ୍ୱଚ୍ଛ, ସୁନ୍ଦର ଏବଂ ଜନ ସଚେତନତା ସହ ନଗର ଗଠନର ସଂକଳ୍ପ ଅଟେ। ବୈଠକରେ ଏସଆଇଆର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅନ୍ତର୍ଗତ ମତଦାତା ତାଲିକାରୁ ସଂପୃକ୍ତ କାର୍ଯ୍ୟର ସମୀକ୍ଷା କରାଯାଇଛି। ନିର୍ବାଚନ କମିସନ ଦ୍ୱାରା ପରିଚାଳିତ ଏହି ମହତ୍ତ୍ୱପୂର୍ଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଏଲଓ ଙ୍କ ସହଯୋଗ ଦେବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ନାମ ମତଦାତା ତାଲିକାରେ ଯୋଡି ହୋଇପାରିବ ଏବଂ ଲୋକତନ୍ତ୍ର ମଜବୁତ ହୋଇପାରିବ। ଅଧ୍ୟକ୍ଷା ଡ଼ଃ ଜୈନ ସମସ୍ତ ସମ୍ମାନିତ ନାଗରିକଙ୍କ ପାଖକୁ ବିନମ୍ର ଅପିଲ କରିଛନ୍ତି କି ଆଜିର ଏହି ସ୍ୱଚ୍ଛତା ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରି ନିଜ ନଗରର ପ୍ରତି ନିଜର ଦାଇତ୍ୱ ଓ କର୍ତ୍ତବ୍ୟ ପାଳନ କରିବେ। ଏବଂ ଏସଆଇଆର ରେ ସମସ୍ତ ବିଏଲଓ ଙ୍କ ସହଯୋଗ ପ୍ରଦାନ କରିବେ। ଆମେ ସମସ୍ତେ ମିଶି ଖରିଆର ରୋଡ଼କୁ ସ୍ୱଚ୍ଛ, ସୁନ୍ଦର ଏବଂ ସଚେତନ ନଗର କରିବାର ଦୃଢ଼ ସଂକଳ୍ପ ନେବା। ଆଜି ବୃହତ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଖରିଆର ରୋଡ ନଗର ସଫାଇ କାର୍ଯ୍ୟ ଚାଲିଛି।7
- Post by Ranjan hota1