ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ମାତୃ ଦିବସ ଓ ସମ୍ମର କ୍ୟାମ୍ପ ଉଦଯାପନୀ ଦିବସ ପାଳିତ । ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ମାରୱାଡି ମହିଳା ସମିତି ର ସଭାପତି ପ୍ରେମଲତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମ୍ମର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ ରେ ୧୪ ବର୍ଷ ପର୍ଯ୍ୟନ୍ତ କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗଦେଇ ମନ୍ତ୍ର ଉଚ୍ଚାରଣ, ଯୋଗାସନ,ଆର୍ଟ,ରଙ୍ଗୋଲି, ମଣ୍ଡଳ ଆର୍ଟ ଭଳି ବିଭିନ୍ନ କାର୍ଯ୍ୟକଳାପ ରେ ଭାଗ ନେଇଥିଲେ । ତତ୍ସହିତ ଆଜି ବିଶ୍ୱ ମାତୃ ଦିବସ ଅବସରରେ ମା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମାରୱାଡି ମହିଳା ସମିତି ର ସମ୍ପାଦିକା ଚଞ୍ଚଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମମତା ଅଗ୍ରୱାଲ, ପୁନମ ଅଗ୍ରୱାଲ, ବବିତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ସୀମା ଅଗ୍ରୱାଲ, ଲଳିତା ଅଗ୍ରୱାଲ ଙ୍କ ସମେତ ମହିଳା ସମିତିର ସମସ୍ତ ସଦସ୍ୟ। ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ମାତୃ ଦିବସ ଓ ସମ୍ମର କ୍ୟାମ୍ପ ଉଦଯାପନୀ ଦିବସ ପାଳିତ । ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ମାରୱାଡି ମହିଳା ସମିତି ର ସଭାପତି ପ୍ରେମଲତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମ୍ମର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ ରେ ୧୪ ବର୍ଷ ପର୍ଯ୍ୟନ୍ତ କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗଦେଇ ମନ୍ତ୍ର ଉଚ୍ଚାରଣ, ଯୋଗାସନ,ଆର୍ଟ,ରଙ୍ଗୋଲି, ମଣ୍ଡଳ ଆର୍ଟ ଭଳି
ବିଭିନ୍ନ କାର୍ଯ୍ୟକଳାପ ରେ ଭାଗ ନେଇଥିଲେ । ତତ୍ସହିତ ଆଜି ବିଶ୍ୱ ମାତୃ ଦିବସ ଅବସରରେ ମା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମାରୱାଡି ମହିଳା ସମିତି ର ସମ୍ପାଦିକା ଚଞ୍ଚଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମମତା ଅଗ୍ରୱାଲ, ପୁନମ ଅଗ୍ରୱାଲ, ବବିତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ସୀମା ଅଗ୍ରୱାଲ, ଲଳିତା ଅଗ୍ରୱାଲ ଙ୍କ ସମେତ ମହିଳା ସମିତିର ସମସ୍ତ ସଦସ୍ୟ। ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ସରକାରୀ ଜମି1
- ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ - ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି1