Shuru
Apke Nagar Ki App…
କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ ୧୫ କୋଟି ବ୍ୟୟରେ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍ଘାଟନ #news7odia #କୋରେଇ #Odisha #highlights #jajpur #akashadasnayak
NEWS7ODIA
କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ ୧୫ କୋଟି ବ୍ୟୟରେ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍ଘାଟନ #news7odia #କୋରେଇ #Odisha #highlights #jajpur #akashadasnayak
More news from Odisha and nearby areas
- ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢିଗଲେ ଯୁବକ। ହେଲେ ସ୍ଥାନୀୟ ଲୋକ ତଳକୁ ଓହ୍ଲାଇବାକୁ ଯେତେ କହିଥିଲେ ବି ଯୁବକ ଜଣକ କାହରି କଥା ଶୁଣିନଥିଲେ। ଫଳରେ ବାଧ୍ୟ ହୋଇ କିଛି ସ୍ଥାନୀୟ ଲୋକ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ଙ୍କୁ ଏ ନେଇ ଖବର ଦେଇଥିଲେ। ପରେ ଦୁଇ ଜଣ କର୍ମଚାରୀ ଦଉଡ଼ି, ହାର୍ନେସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ସହିତ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିଥିଲେ। ପ୍ରାୟ ୫୦ ଫୁଟ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟରୁ ଯୁବକ ଜଣଙ୍କୁ ସୁରକ୍ଷିତ ଭାବରେ ଜୀବିତ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ନରେଶ ମାରାଣ୍ଡି ଏବଂ ତାଙ୍କ ବୟସ ୩୦ ବର୍ଷ ବୋଲି ସୂଚନା ମିଳିଛି। ତେବେ ଯୁବକ ଜଣକ କଣ ପାଇଁ ଏଭଳି ପଦକ୍ଷେପ ନେଇଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।1
- Post by Dipak Kumar Nayak1
- ଜିଲ୍ଲାପାଳ ପ୍ରମାଣ ଦେଲେ ବିଜେପି ସରକାରରେ କେମିତି ମିଳେ ମା'ଙ୍କୁ ସମ୍ମାନ1
- Post by SOUMYA RANJAN1
- Post by Styles Alok Vlogs1
- ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ୧୪ତମ ବାର୍ଷିକୋତ୍ସବ ରବିବାର ଦିନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ #latestnews #updatenews #apanankakhabara #odishanews #odisha1
- ଉତ୍କଳ ସାମ୍ବାଦିକ ସଙ୍ଘ ଜଗତସିଂହପୁର ପକ୍ଷରୁ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କ ଧାରଣା...1
- Post by SOUMYA RANJAN1