Shuru
Apke Nagar Ki App…
ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha
Apananka Khabara
ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha
More news from Odisha and nearby areas
- ସର୍ବ ଭାରତୀୟ ସ୍ତରରେ ଗୋମାତାଙ୍କୁ ସେବା ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଧିକାରୀ ଅଜୟ ପାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଜୟ ପାଲ ଅସାମାଜିକ ତତ୍ତ୍ୱଙ୍କୁ ଚେତାବନୀ ଦେଇଛନ୍ତି । ଏମିତି କି ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ତୁମ ଲୋକ କେହି ଡରାନ୍ତି କିମ୍ବା ଧମକାନ୍ତି ତେବେ ଭଲ ଭାବେ ଖବର ନେବୁ ।1
- Post by SOUMYA RANJAN1
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ଜିଲ୍ଲା ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଶାକ୍ତ ନାଗ ସାପ ବୁଲୁଥିବା ରୋଗୀ ମାନେ ଦେଖିବାକୁ ପାଇଥିଲେ । ମେଡିକାଲ କେମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମାନେ ମେଡିକାଲ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ତାତି ଥିବା ବେଳେ ବନ୍ୟ ଜନ୍ତୁ ସହର ମୁହା ହୋଇଥିବା ମେଡିକାଲ ମ୍ଯାନେଜର କହିଛନ୍ତି ।2
- Post by NEWS MANORANJAN1
- ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଜିଲ୍ଲା ଖୋର୍ଦ୍ଧା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ପତୁରିଆ ଛକ ନିକଟରେ ଖୋଲାଜାଇଛି ନୂଆ ଦୋକାନ ରିହାତିରେ ମିଳୁଛି ସାମଗ୍ରୀ ଏହାର ସୁଜୋ ଗ ନିଅନ୍ତୁ ତା ୨୮/୪/୨୦୨୬ ସମାଜସେବୀ କ୍ଷୀରୋଦ ଚନ୍ଦ୍ରପଣ୍ଡା1
- Post by Styles Alok Vlogs1
- ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1