Shuru
Apke Nagar Ki App…
ଟିଏମସି ପାର୍ଥି ଜାହାଙ୍ଗୀର ଖାନ୍ କୁ ପୋଲିସ୍ ର ଚେତାବନୀ। ଯଦି ଲୋକଙ୍କୁ ଡରାଇଲ କିମ୍ବା ଧମକାଇଲ ତେବେ ଭଲ ଭାବେ ଖବର ନେବି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ପୋଲିସର ଚେତାବନୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଧିକାରୀ ଅଜୟ ପାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଜୟ ପାଲ ଅସାମାଜିକ ତତ୍ତ୍ୱଙ୍କୁ ଚେତାବନୀ ଦେଇଛନ୍ତି । ଏମିତି କି ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ତୁମ ଲୋକ କେହି ଡରାନ୍ତି କିମ୍ବା ଧମକାନ୍ତି ତେବେ ଭଲ ଭାବେ ଖବର ନେବୁ ।
Amrit Prasad Das

More news from Odisha and nearby areas
- ସର୍ବ ଭାରତୀୟ ସ୍ତରରେ ଗୋମାତାଙ୍କୁ ସେବା ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଧିକାରୀ ଅଜୟ ପାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅଜୟ ପାଲ ଅସାମାଜିକ ତତ୍ତ୍ୱଙ୍କୁ ଚେତାବନୀ ଦେଇଛନ୍ତି । ଏମିତି କି ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ତୁମ ଲୋକ କେହି ଡରାନ୍ତି କିମ୍ବା ଧମକାନ୍ତି ତେବେ ଭଲ ଭାବେ ଖବର ନେବୁ ।1
- Post by SOUMYA RANJAN1
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ଜିଲ୍ଲା ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଶାକ୍ତ ନାଗ ସାପ ବୁଲୁଥିବା ରୋଗୀ ମାନେ ଦେଖିବାକୁ ପାଇଥିଲେ । ମେଡିକାଲ କେମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମାନେ ମେଡିକାଲ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ତାତି ଥିବା ବେଳେ ବନ୍ୟ ଜନ୍ତୁ ସହର ମୁହା ହୋଇଥିବା ମେଡିକାଲ ମ୍ଯାନେଜର କହିଛନ୍ତି ।2
- Post by NEWS MANORANJAN1
- ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଜିଲ୍ଲା ଖୋର୍ଦ୍ଧା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ପତୁରିଆ ଛକ ନିକଟରେ ଖୋଲାଜାଇଛି ନୂଆ ଦୋକାନ ରିହାତିରେ ମିଳୁଛି ସାମଗ୍ରୀ ଏହାର ସୁଜୋ ଗ ନିଅନ୍ତୁ ତା ୨୮/୪/୨୦୨୬ ସମାଜସେବୀ କ୍ଷୀରୋଦ ଚନ୍ଦ୍ରପଣ୍ଡା1
- Post by Styles Alok Vlogs1
- ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ଧାନ ପର୍ବତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଆଜି ଦୁବୁଲା ସମବାୟ ସମିତିରେ କ୍ଷେତ୍ର ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1