ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ, ଆଗେଇବା ଖବରକାଗଜ ପରିବାର ଓ ତାଳଚେର ପୂଜ୍ୟ ପୁଜା ସ୍ମୁତି ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ତାଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ, ଆଗେଇବା ଖବରକାଗଜ ପରିବାର ଓ ତାଳଚେର ପୂଜ୍ୟ ପୁଜା ସ୍ମୁତି ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସକାଳ ୮ଟା ସମୟରେ ଏହି ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ମାନେ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ନେତୃତ୍ୱରେ ଦେଉଳବେଡ଼ା ସ୍ଥିତ ମହେଶ ସାହୁଙ୍କ କାର୍ଯ୍ୟାଳୟରୁ ଏକ ମଟରସାଇକେଲରେ ବାହାରି ଡି ସି ଆଇ କ୍ଲବ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ, ଆଧୁନିକ ଓଡ଼ିଶାର ନିର୍ମାତା ମଧୁବାବୁ, ଶର୍ମା ଛକରେ ଥିବା ନେତାଜୀ ସୁଭାଷ ବୋଷ, ପବିତ୍ର ମୋହନ ଛକରେ ଥିବା ପବିତ୍ର ମୋହନ ପ୍ରଧାନ, ଫାଷ୍ଟ ଗେଟ୍ ରେ ଥିବା ଗାନ୍ଧୀ, ନେହୁରୁ ଓ ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରାଯାଉଥିଲା l

- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ପାଟବରୀ ଓ ନବ କଳେବର ଉତ୍ସବ ଅବସରରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ପରିସରରେ ମା' ଖମ୍ବେଶ୍ୱରୀଙ୍କ ନୂତନ ଖମ୍ବ ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ପରେ ଏହି ପାଟବରୀ ଉତ୍ସବ ହୋଇଅଛି l ତାଳଚେରର ନୂତନ ରାଜା ରାଜ୍ୟାଭିଷେକ ପରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଠାରେ ନବକଳେବର ତଥା ପାଟବରି ଉତ୍ସବ ହୋଇଥାଏ l ନୂତନ ରାଜା ଓ ରାଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥାନ୍ତି l ଏହା ମୁଖ୍ୟ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଏ l1
- ଅନୁଗୁଳ: “କଙ୍ଗୁଳା” ଫିଲ୍ମରେ ଥିବା “ଅନୁଗୁଳ ଟୁକୁଳି” ଗୀତକୁ ନେଇ ଅନୁଗୁଳରେ ବିବାଦ ଜୋରଦାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ଗୀତର କିଛି ଶବ୍ଦ ଓ ଦୃଶ୍ୟକୁ ଅପସଂସ୍କୃତିକ ଓ ଅଞ୍ଚଳର ସମ୍ମାନକୁ ହାନି କରୁଥିବା ବୋଲି ଅଭିଯୋଗ କରିଛନ୍ତି। ବିଶେଷ କରି “ଅନୁଗୁଳ ଟୁକୁଳି” ନାମକୁ ଗୀତରେ ବ୍ୟବହାର କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ସହ ଗୀତଟିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ବିରୋଧକାରୀମାନଙ୍କ କହିବା ଅନୁସାରେ, ଏପରି ଗୀତ ଯୁବପିଢ଼ୀ ଉପରେ ଖରାପ ପ୍ରଭାବ ପକାଏ ଓ ଓଡ଼ିଆ ସଂସ୍କୃତିକୁ ଅପମାନ କରେ।4
- Post by Ranjan hota1
- ରେଲୱେ ବିଭାଗ , ଆର୍ ପି ଏଫ୍ ଙ୍କ ଅନୁପସ୍ଥିତି ଯୋଗୁ ଆଜି ରେଲୱେ ବିଭାଗ ର ତାର ଲାଗି ,ପୋଡ଼ି ହୋଇ ଜଣେ ଗୁରୁତର,ହୋଇ ଯାଇଛି..... ..... ଢେଙ୍କା ନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ ଅଧୀନରେ ଥିବା ମେରା ମଣ୍ଡଳୀ ରେଲୱେ ଷ୍ଟେସନ ରେ ଆସନ୍ତା କାଲି ସନ୍ଧ୍ୟା 7ଟାରେ ଏକ ବହୁ ବଡ ଧରଣର ଦୁର୍ଘଟଣା ଘଟି ଯାଇଛି।ସୂଚନା ଅନୁସାରେ ମୋଟ ଙ୍ଗା,ଗ୍ରାମର ଦେବ ଦତ ସାହୁ.(୧୮),ପିତା .ସନାତନ ସାହୁ ,ମାତା ମଧୁସ୍ମିତା ସାହୁ ଙ୍କ ର ଏକ ମାତ୍ର ପୁଅ ଥିଲା।ଆସନ୍ତା କାଲି ସନ୍ଧ୍ୟା ସମୟରେ ତାର ୩ ଜଣ ସାଙ୍ଗ ମିଶି ରେଲୱେ ଷ୍ଟେସନ କୁ ବୁଲିବାକୁ ଯାଇଥିଲେ। ସେହି ସମୟ ରେ ଦେବ ଦତ୍,୩ ରେ ଥିବା ଲାଇନ୍ ଉପରେ ଥିବା ଟ୍ରେନ ଉପରେ ଚଢ଼ି ଯାଇଥିଲା।ଫଳରେ ୨୫୦୦kv ଭୋଲ ତେଜ ର ଲାଇନ୍ ସମ୍ପର୍ସ ରେ ଆସି ଗୁରୁତର ଭାବରେ ଆହତ ହୋଇ ଯାଇଛି। ସେହି ସମୟରେ ଆରପିଏଫ ଦାଇତ୍ୱ ରେ ଥିଲେ u.c ପୃଷ୍ଟି। ଆରପିଏଫ ମାନ ଙ୍କ ର ଇନ ଚାର୍ଜ ଥିଲେ ,ଶ୍ରୀ ସୌମ୍ୟ ପାତ୍ର।ସେ ବର୍ତ୍ତମାନ ବୁଢ଼ା ପଙ୍ଗ ରେଲୱେ ଷ୍ଟେସନ ଦାୟିତ୍ୱରେ,ଅଛନ୍ତି। ବୁଦ୍ଧିଯିବି ଙ୍କ କହିବା ଅନୁସାରେ ଆର ପିଏଫ କରୁଥିଲେ କଣ,ରେଲୱେ ମାଷ୍ଟର କରୁଥିଲେ କଣ? ରେଲୱେ ଲାଇନ୍ ଭିତରକୁ ଏମାନଙ୍କୁ ପିଶି ବାକୁ ପ୍ରତିବାଦ କାହିଁକି କଲେ ନାହି,?ଏତେ ବଡ ରେଲୱେ ଷ୍ଟେସନ ରେ ନା ସିସିଟିଭି ର ସୁବିଧା ଅଛି,ନା ଟି ଟି ଆଇ,ନା ସିଆରପିଏଫ୍ ପୋଷ୍ଟିଁଙ୍ଗ ର ସ ଖ୍ୟା ଅଧିକ ଅଛି।ଏଥିରେ ମଧ୍ୟ ବାଉଣ୍ଡରି ହେବାର କାର୍ଯ୍ଯ ଧିମ୍ ଗତିରେ ଚାଲିଛି।ବୁଦ୍ଧି ଯିବି ଙ୍କ କହିବା ଅନୁସାରେ ଯଦି ଆର ପି ଏଫ୍ ,ଧ୍ୟାନ ଦେଇ ଏହି ପିଲା ଟିକୁ ବାରଣ କରିଥାନ୍ତି ଭିତରକୁ ଯିବା ପାଇ,ତେବେ ପିଲାଟିର ଏ ଭଳୀ ଏକ ଦୁର୍ଘଟଣା ରୁ ରକ୍ଷା ପାଇ ପାରି,ଥାନ୍ତା ପିଲାଟି। ତେଣୁ ଦେଖିବାକୁ ବାକି ରହିଲା କେବେ ସୁରକ୍ଷା ଦେଉଛନ୍ତି ରେଲୱେ ବିଭାଗ,ଯାତ୍ରୀ ଙ୍କ ର?ବନଜା କୁମାରୀ ସାହୁ omm tv1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ହାତୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ଅନୁଷ୍ଠାନିକ ଭାବେ ଉତ୍କଳ ଦିବସ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ. ଯୋଗ ଦଲେ ବହୁମାନ୍ୟ ଗଣ୍ୟ ଅତିଥି.1
- Post by Dipak Kumar Nayak2
- Post by Dhenkanal News1
- Post by Ranjan hota1