logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଜୁ ପଟ୍ଟନାୟକ ଉପରେ ନିଶିକାନ୍ତ ଦୁବେ ଦେଇଥିବା ହିନ ମନ୍ତବ୍ୟ ବିରୋଧ ରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫ ରୁ କୁଶ ପୁତ୍ତଳିକା ଦାହ। #rishitv #bjd #LocalNews #Subarnapur #highlight #trending

3 hrs ago
user_Ranjan hota
Ranjan hota
କୋଲିୟରୀ, ଅନୁଗୁଳ, ଓଡ଼ିଶା•
3 hrs ago

ବିଜୁ ପଟ୍ଟନାୟକ ଉପରେ ନିଶିକାନ୍ତ ଦୁବେ ଦେଇଥିବା ହିନ ମନ୍ତବ୍ୟ ବିରୋଧ ରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫ ରୁ କୁଶ ପୁତ୍ତଳିକା ଦାହ। #rishitv #bjd #LocalNews #Subarnapur #highlight #trending

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ରେଲୱେ ବିଭାଗ , ଆର୍ ପି ଏଫ୍ ଙ୍କ ଅନୁପସ୍ଥିତି ଯୋଗୁ ଆଜି ରେଲୱେ ବିଭାଗ ର ତାର ଲାଗି ,ପୋଡ଼ି ହୋଇ ଜଣେ ଗୁରୁତର,ହୋଇ ଯାଇଛି..... ..... ଢେଙ୍କା ନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ ଅଧୀନରେ ଥିବା ମେରା ମଣ୍ଡଳୀ ରେଲୱେ ଷ୍ଟେସନ ରେ ଆସନ୍ତା କାଲି ସନ୍ଧ୍ୟା 7ଟାରେ ଏକ ବହୁ ବଡ ଧରଣର ଦୁର୍ଘଟଣା ଘଟି ଯାଇଛି।ସୂଚନା ଅନୁସାରେ ମୋଟ ଙ୍ଗା,ଗ୍ରାମର ଦେବ ଦତ ସାହୁ.(୧୮),ପିତା .ସନାତନ ସାହୁ ,ମାତା ମଧୁସ୍ମିତା ସାହୁ ଙ୍କ ର ଏକ ମାତ୍ର ପୁଅ ଥିଲା।ଆସନ୍ତା କାଲି ସନ୍ଧ୍ୟା ସମୟରେ ତାର ୩ ଜଣ ସାଙ୍ଗ ମିଶି ରେଲୱେ ଷ୍ଟେସନ କୁ ବୁଲିବାକୁ ଯାଇଥିଲେ। ସେହି ସମୟ ରେ ଦେବ ଦତ୍,୩ ରେ ଥିବା ଲାଇନ୍ ଉପରେ ଥିବା ଟ୍ରେନ ଉପରେ ଚଢ଼ି ଯାଇଥିଲା।ଫଳରେ ୨୫୦୦kv ଭୋଲ ତେଜ ର ଲାଇନ୍ ସମ୍ପର୍ସ ରେ ଆସି ଗୁରୁତର ଭାବରେ ଆହତ ହୋଇ ଯାଇଛି। ସେହି ସମୟରେ ଆରପିଏଫ ଦାଇତ୍ୱ ରେ ଥିଲେ u.c ପୃଷ୍ଟି। ଆରପିଏଫ ମାନ ଙ୍କ ର ଇନ ଚାର୍ଜ ଥିଲେ ,ଶ୍ରୀ ସୌମ୍ୟ ପାତ୍ର।ସେ ବର୍ତ୍ତମାନ ବୁଢ଼ା ପଙ୍ଗ ରେଲୱେ ଷ୍ଟେସନ ଦାୟିତ୍ୱରେ,ଅଛନ୍ତି। ବୁଦ୍ଧିଯିବି ଙ୍କ କହିବା ଅନୁସାରେ ଆର ପିଏଫ କରୁଥିଲେ କଣ,ରେଲୱେ ମାଷ୍ଟର କରୁଥିଲେ କଣ? ରେଲୱେ ଲାଇନ୍ ଭିତରକୁ ଏମାନଙ୍କୁ ପିଶି ବାକୁ ପ୍ରତିବାଦ କାହିଁକି କଲେ ନାହି,?ଏତେ ବଡ ରେଲୱେ ଷ୍ଟେସନ ରେ ନା ସିସିଟିଭି ର ସୁବିଧା ଅଛି,ନା ଟି ଟି ଆଇ,ନା ସିଆରପିଏଫ୍ ପୋଷ୍ଟିଁଙ୍ଗ ର ସ ଖ୍ୟା ଅଧିକ ଅଛି।ଏଥିରେ ମଧ୍ୟ ବାଉଣ୍ଡରି ହେବାର କାର୍ଯ୍ଯ ଧିମ୍ ଗତିରେ ଚାଲିଛି।ବୁଦ୍ଧି ଯିବି ଙ୍କ କହିବା ଅନୁସାରେ ଯଦି ଆର ପି ଏଫ୍ ,ଧ୍ୟାନ ଦେଇ ଏହି ପିଲା ଟିକୁ ବାରଣ କରିଥାନ୍ତି ଭିତରକୁ ଯିବା ପାଇ,ତେବେ ପିଲାଟିର ଏ ଭଳୀ ଏକ ଦୁର୍ଘଟଣା ରୁ ରକ୍ଷା ପାଇ ପାରି,ଥାନ୍ତା ପିଲାଟି। ତେଣୁ ଦେଖିବାକୁ ବାକି ରହିଲା କେବେ ସୁରକ୍ଷା ଦେଉଛନ୍ତି ରେଲୱେ ବିଭାଗ,ଯାତ୍ରୀ ଙ୍କ ର?ବନଜା କୁମାରୀ ସାହୁ omm tv
    1
    ରେଲୱେ ବିଭାଗ , ଆର୍ ପି ଏଫ୍ ଙ୍କ ଅନୁପସ୍ଥିତି ଯୋଗୁ ଆଜି ରେଲୱେ ବିଭାଗ ର ତାର ଲାଗି ,ପୋଡ଼ି ହୋଇ ଜଣେ ଗୁରୁତର,ହୋଇ ଯାଇଛି..... 
.....   
ଢେଙ୍କା ନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ ଅଧୀନରେ ଥିବା ମେରା ମଣ୍ଡଳୀ ରେଲୱେ ଷ୍ଟେସନ ରେ ଆସନ୍ତା କାଲି ସନ୍ଧ୍ୟା 7ଟାରେ ଏକ ବହୁ ବଡ ଧରଣର ଦୁର୍ଘଟଣା ଘଟି ଯାଇଛି।ସୂଚନା ଅନୁସାରେ ମୋଟ ଙ୍ଗା,ଗ୍ରାମର ଦେବ ଦତ ସାହୁ.(୧୮),ପିତା .ସନାତନ ସାହୁ ,ମାତା ମଧୁସ୍ମିତା ସାହୁ ଙ୍କ ର ଏକ ମାତ୍ର ପୁଅ ଥିଲା।ଆସନ୍ତା କାଲି ସନ୍ଧ୍ୟା ସମୟରେ ତାର ୩ ଜଣ ସାଙ୍ଗ ମିଶି ରେଲୱେ ଷ୍ଟେସନ କୁ ବୁଲିବାକୁ ଯାଇଥିଲେ। ସେହି ସମୟ ରେ ଦେବ ଦତ୍,୩ ରେ ଥିବା ଲାଇନ୍ ଉପରେ ଥିବା ଟ୍ରେନ ଉପରେ ଚଢ଼ି ଯାଇଥିଲା।ଫଳରେ ୨୫୦୦kv ଭୋଲ ତେଜ ର ଲାଇନ୍ ସମ୍ପର୍ସ ରେ ଆସି ଗୁରୁତର ଭାବରେ ଆହତ ହୋଇ ଯାଇଛି। ସେହି ସମୟରେ ଆରପିଏଫ ଦାଇତ୍ୱ ରେ ଥିଲେ u.c ପୃଷ୍ଟି। ଆରପିଏଫ ମାନ ଙ୍କ ର ଇନ ଚାର୍ଜ ଥିଲେ ,ଶ୍ରୀ ସୌମ୍ୟ ପାତ୍ର।ସେ ବର୍ତ୍ତମାନ ବୁଢ଼ା ପଙ୍ଗ ରେଲୱେ ଷ୍ଟେସନ ଦାୟିତ୍ୱରେ,ଅଛନ୍ତି। ବୁଦ୍ଧିଯିବି ଙ୍କ କହିବା ଅନୁସାରେ ଆର ପିଏଫ କରୁଥିଲେ କଣ,ରେଲୱେ ମାଷ୍ଟର କରୁଥିଲେ କଣ? ରେଲୱେ ଲାଇନ୍ ଭିତରକୁ ଏମାନଙ୍କୁ ପିଶି ବାକୁ ପ୍ରତିବାଦ କାହିଁକି କଲେ ନାହି,?ଏତେ ବଡ ରେଲୱେ ଷ୍ଟେସନ ରେ ନା ସିସିଟିଭି ର ସୁବିଧା ଅଛି,ନା ଟି ଟି ଆଇ,ନା ସିଆରପିଏଫ୍ ପୋଷ୍ଟିଁଙ୍ଗ ର ସ ଖ୍ୟା ଅଧିକ ଅଛି।ଏଥିରେ ମଧ୍ୟ ବାଉଣ୍ଡରି ହେବାର କାର୍ଯ୍ଯ ଧିମ୍ ଗତିରେ ଚାଲିଛି।ବୁଦ୍ଧି ଯିବି ଙ୍କ କହିବା ଅନୁସାରେ ଯଦି ଆର ପି ଏଫ୍ ,ଧ୍ୟାନ ଦେଇ ଏହି ପିଲା ଟିକୁ ବାରଣ କରିଥାନ୍ତି ଭିତରକୁ ଯିବା ପାଇ,ତେବେ ପିଲାଟିର ଏ ଭଳୀ ଏକ ଦୁର୍ଘଟଣା ରୁ ରକ୍ଷା ପାଇ ପାରି,ଥାନ୍ତା ପିଲାଟି। ତେଣୁ ଦେଖିବାକୁ ବାକି ରହିଲା କେବେ ସୁରକ୍ଷା ଦେଉଛନ୍ତି ରେଲୱେ ବିଭାଗ,ଯାତ୍ରୀ ଙ୍କ ର?ବନଜା କୁମାରୀ ସାହୁ omm tv
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
  • ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ପାଟବରୀ ଓ ନବ କଳେବର ଉତ୍ସବ ଅବସରରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ପରିସରରେ ମା' ଖମ୍ବେଶ୍ୱରୀଙ୍କ ନୂତନ ଖମ୍ବ ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ପରେ ଏହି ପାଟବରୀ ଉତ୍ସବ ହୋଇଅଛି l ତାଳଚେରର ନୂତନ ରାଜା ରାଜ୍ୟାଭିଷେକ ପରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଠାରେ ନବକଳେବର ତଥା ପାଟବରି ଉତ୍ସବ ହୋଇଥାଏ l ନୂତନ ରାଜା ଓ ରାଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥାନ୍ତି l ଏହା ମୁଖ୍ୟ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଏ l
    1
    ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ପାଟବରୀ ଓ ନବ କଳେବର ଉତ୍ସବ ଅବସରରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ପରିସରରେ ମା' ଖମ୍ବେଶ୍ୱରୀଙ୍କ ନୂତନ ଖମ୍ବ ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ପରେ ଏହି ପାଟବରୀ ଉତ୍ସବ ହୋଇଅଛି l ତାଳଚେରର ନୂତନ ରାଜା ରାଜ୍ୟାଭିଷେକ ପରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଠାରେ ନବକଳେବର ତଥା ପାଟବରି ଉତ୍ସବ ହୋଇଥାଏ l ନୂତନ ରାଜା ଓ ରାଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥାନ୍ତି l ଏହା ମୁଖ୍ୟ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଏ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    7 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ହାତୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ଅନୁଷ୍ଠାନିକ ଭାବେ ଉତ୍କଳ ଦିବସ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ. ଯୋଗ ଦଲେ ବହୁମାନ୍ୟ ଗଣ୍ୟ ଅତିଥି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ହାତୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ଅନୁଷ୍ଠାନିକ ଭାବେ ଉତ୍କଳ ଦିବସ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ. ଯୋଗ ଦଲେ ବହୁମାନ୍ୟ ଗଣ୍ୟ ଅତିଥି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    2 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।
    1
    ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.