Shuru
Apke Nagar Ki App…
(anchalik news nuapada) *ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦେବେ* ତା:୨୦.୦୯*ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ଶ୍ରଦ୍ଧା ସଭା ରେ ଯୋଗ ଦେବେ କାର୍ଯ୍ୟକ୍ରମ ରହିଅଛି। ରାଜ୍ୟ ପ୍ଲେନ୍ ରେ ଭୁବନେଶ୍ୱର ଏୟାର ପୋର୍ଟ ରୁ ୧୧.୩୦ ରୁ ବାହାରି ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ ରେ ୧୨.୨୫ ରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ରାଜ୍ୟ ପାଣ୍ୟଗାର ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେବେ। ୧ ଘଂଟା ୧୫ ମିନିଟ ପର୍ଯ୍ୟନ୍ତ ରିଜର୍ଭ ରହିଅଛି। ପୁଣି ସେ ପ୍ଲେନ ରେ ପ୍ରତ୍ୟାବର୍ତ୍ତନ କରିବା ଯୋଜନା ରହିଅଛି।*
Mukesh tiwari

More news from Balangir and nearby areas
- tails Kam Karu chhu ichhuka niyati contact no 8018794486 jai shramik1
- #ଏ କାଁ ଏଁ ଯେ କରୁ ଛୁ କଲ ବଳ ଗୋ#ଆ ମ ଆ ଚା ର 🇹🇯🇹🇯🇹🇯♥️♥️🌹🌹🌹🇹🇯🇹🇯🥺🥺1
- ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।1
- ଆଦିଵାସି ଛାତ୍ର ନିବାସ ରେ ଛାତ୍ର ମ୍ରୃତ୍ୟୁ ଅଭିଯୋଗ କାରଣ ଅସ୍ବଷ୍ଟ ।1
- Jai Maa Samaleswari Today Darshan 17/11/25 #samaleswari_temple_opening_darshan #sambalpurtemple #sambalpur #todaydarshantemple #Apnasambalpur #P24newsexpress1
- Post by ଓମ୍ ସାଇ ରାମ୍1
- ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର1
- #ଏଗଳାମାଳିକେଳାଗୁଛେଶୁର1