logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁଶଭଦ୍ରା କୁ ନେଇ ହଜାରେ ପ୍ରଶ୍ନ ର ଏକମାତ୍ର ସମାଧାନ "କୁଶଭଦ୍ରା ବଞ୍ଚାଅ ଅଭିଯାନ" ନିମାପଡା (BT) କୁଶଭଦ୍ରା ର ଉତ୍ପତ୍ତିସ୍ଥଳ କୁଆଖାଇ ମୁହାଣ ବାଲିଅନ୍ତା ଠାରେ "କୁଶଭଦ୍ରା ବଞ୍ଚାଅ ଅଭିଯାନ" ର ନେତୃମଣ୍ଡଳୀ ପହଂଚି କୁଶଭଦ୍ରା ର ଜରାଜୀର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉପରମୁଣ୍ଡରେ ବାଲିଅନ୍ତା ଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ କୁଶଭଦ୍ରା ଶଯ୍ୟାର ପ୍ରାୟ ୫ ରୁ ୬ କିଲୋମିଟର ପର୍ଯ୍ୟନ୍ତ ୧୦୦ ରୁ ୨୦୦ ମିଟର ଚଉଡାରେ ନଦୀ ଶଯ୍ୟା ଦୀର୍ଘ ବର୍ଷ ଧରି ମାଟି, ପଟୁ ଓ ବିଶାଳ ବାଲିବନ୍ତ ରେ ପରିପୂର୍ଣ୍ଣ ହୋଇ ପୋତି ହୋଇପଡିବା ଯୋଗୁଁ କୁଆଖାଇ ରୁ ଆଦୌ କୁଶଭଦ୍ରା କୁ ପାଣି ପ୍ରବାହିତ ନ ହେବା ଫଳରେ ଶୁଷ୍କ ମରୁଭୂମି ସଦୃଶ ହୋଇପଡିଛି । ଏପରିକି ବର୍ଷାଦିନେ ହୀରାକୁଦ ରୁ ନିଷ୍କାସିତ ବନ୍ୟାଜଳ କୁଆଖାଇ ନଦୀରୁ କୁଶଭଦ୍ରା ମଧ୍ୟକୁ ପ୍ରବେଶ କରିପାରୁନାହିଁ କାରଣ ପ୍ରତିବନ୍ଧକ ସାଜିଛି ଏହି ବାଲି, ମାଟି, ପଟୁ ର ବିଶାଳ କୁଦ ସମୂହ । କୁଶଭଦ୍ରା ବଞ୍ଚାଅ ଅଭିଯାନ ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଅଭିଯାନ କାର୍ଯ୍ୟବାହ ବିଜୟାନନ୍ଦ ଦାସ, ଅଭିଯାନ ଉପଦେଷ୍ଟା ରଞ୍ଜିତ ରଥ, ଅଜୟ କୁମାର ମିଶ୍ର ଙ୍କ ସମେତ କିଛି ଯୁବ ସାଥି ମାନେ ନଦୀ ଉତ୍ପତ୍ତିସ୍ଥଳ ବାଲିଅନ୍ତା ରେ ପହଂଚି କୁଆଖାଇ ମୁହାଁଣ ରୁ କୁଶଭଦ୍ରା ର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହିତ ନିମାପଡା ଗୋପ ସମେତ ପୁରୀ ସଦର, ବାଲିଅନ୍ତା, ବାଲିପାଟଣା ବ୍ଲକ ର ଲକ୍ଷାଧିକ ଜନସାଧାରଣ ଙ୍କ ଲାଗି ଏକ ପ୍ରମୁଖ ସମସ୍ୟା ପାଲଟିଥିବା କୁଶଭଦ୍ରା ନଦୀ ର ପୁନଃରୁଦ୍ଧାର ତଥା ଚିରସ୍ରୋତା କରାଇବା ଲାଗି ସମସ୍ତ ପ୍ରଚେଷ୍ଟା କରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି । ଜରୁରୀକାଳୀନ ଭିତ୍ତିରେ ବାଲିଅନ୍ତା ଠାରୁ ଭିଙ୍ଗାରପୁର ପର୍ଯ୍ୟନ୍ତ ୮ କିଲୋମିଟର ଦୈର୍ଘ୍ୟ ଓ ଅତି କମ ରେ ୧୦୦ ମିଟର ଚଉଡାରେ କୁଶଭଦ୍ରା ଶଯ୍ୟା ଖନନ କରାଇଲେ କୁଆଖାଇ ର ସ୍ରୋତ କୁଶଭଦ୍ରା ନଦୀ ର ତଳମୁଣ୍ଡ ପର୍ଯ୍ୟନ୍ତ ସଠିକ ଢଙ୍ଗରେ ପ୍ରବାହିତ ହୋଇ ଭୂତଳ ଜଳସ୍ତର ହ୍ରାସ, ଚାଷୀ ଓ ଚାଷ ର ସମସ୍ୟା ସମାଧାନ ସହିତ ମସ୍ୟଜୀବି ମାନେ ମଧ୍ୟ ବର୍ଷ ତମାମ କୁଶଭଦ୍ରା ଯୋଗୁଁ ଉପକୃତ ହୋଇପାରନ୍ତେ ବୋଲି ରାଜ୍ୟ ସରକାର ଙ୍କୁ ଆବଶ୍ୟକୀୟ ତଥ୍ୟ ସହିତ ଦାବି ଜଣାଇଛନ୍ତି କୁଶଭଦ୍ରା ବଞ୍ଚାଅ ଅଭିଯାନ । ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଅଭିଯାନ ଉପଦେଷ୍ଟା ଅଜୟ କୁମାର ମିଶ୍ର, ରଞ୍ଜିତ ରଥ, ଅଭିଯାନ କାର୍ଯ୍ୟବାହ ବିଜୟାନନ୍ଦ ଦାସ ଙ୍କ ସହିତ ଯୁବସାଥୀ ମାନଙ୍କ ନିଷ୍ଠାପର ଉଦ୍ୟମ...କୁଶଭଦ୍ରା ଉପରମୁଣ୍ଡ ବାଲିଅନ୍ତା ଠାରେ ସିଧାସଳଖ ନଦୀ ର ଜରାଜୀର୍ଣ୍ଣ ଅବସ୍ଥା ଅନୁଧ୍ୟାନ।

2 days ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
2 days ago
a8a804e7-e757-458e-83d4-f8c1b6d5c08c

କୁଶଭଦ୍ରା କୁ ନେଇ ହଜାରେ ପ୍ରଶ୍ନ ର ଏକମାତ୍ର ସମାଧାନ "କୁଶଭଦ୍ରା ବଞ୍ଚାଅ ଅଭିଯାନ" ନିମାପଡା (BT) କୁଶଭଦ୍ରା ର ଉତ୍ପତ୍ତିସ୍ଥଳ କୁଆଖାଇ ମୁହାଣ ବାଲିଅନ୍ତା ଠାରେ "କୁଶଭଦ୍ରା ବଞ୍ଚାଅ ଅଭିଯାନ" ର ନେତୃମଣ୍ଡଳୀ ପହଂଚି କୁଶଭଦ୍ରା ର ଜରାଜୀର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉପରମୁଣ୍ଡରେ ବାଲିଅନ୍ତା ଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ କୁଶଭଦ୍ରା ଶଯ୍ୟାର ପ୍ରାୟ ୫ ରୁ ୬ କିଲୋମିଟର ପର୍ଯ୍ୟନ୍ତ ୧୦୦ ରୁ ୨୦୦ ମିଟର ଚଉଡାରେ ନଦୀ ଶଯ୍ୟା ଦୀର୍ଘ ବର୍ଷ ଧରି ମାଟି, ପଟୁ ଓ ବିଶାଳ ବାଲିବନ୍ତ ରେ ପରିପୂର୍ଣ୍ଣ ହୋଇ ପୋତି ହୋଇପଡିବା ଯୋଗୁଁ କୁଆଖାଇ ରୁ ଆଦୌ କୁଶଭଦ୍ରା କୁ ପାଣି ପ୍ରବାହିତ ନ ହେବା ଫଳରେ ଶୁଷ୍କ ମରୁଭୂମି ସଦୃଶ ହୋଇପଡିଛି । ଏପରିକି ବର୍ଷାଦିନେ ହୀରାକୁଦ ରୁ ନିଷ୍କାସିତ ବନ୍ୟାଜଳ କୁଆଖାଇ ନଦୀରୁ କୁଶଭଦ୍ରା ମଧ୍ୟକୁ ପ୍ରବେଶ କରିପାରୁନାହିଁ କାରଣ ପ୍ରତିବନ୍ଧକ ସାଜିଛି ଏହି ବାଲି, ମାଟି, ପଟୁ ର ବିଶାଳ କୁଦ ସମୂହ । କୁଶଭଦ୍ରା ବଞ୍ଚାଅ ଅଭିଯାନ ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଅଭିଯାନ କାର୍ଯ୍ୟବାହ ବିଜୟାନନ୍ଦ ଦାସ, ଅଭିଯାନ ଉପଦେଷ୍ଟା ରଞ୍ଜିତ ରଥ, ଅଜୟ କୁମାର ମିଶ୍ର ଙ୍କ ସମେତ କିଛି ଯୁବ ସାଥି ମାନେ ନଦୀ ଉତ୍ପତ୍ତିସ୍ଥଳ ବାଲିଅନ୍ତା ରେ ପହଂଚି କୁଆଖାଇ ମୁହାଁଣ

72637465-0980-4d1e-a7e3-f64cb862d725

ରୁ କୁଶଭଦ୍ରା ର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହିତ ନିମାପଡା ଗୋପ ସମେତ ପୁରୀ ସଦର, ବାଲିଅନ୍ତା, ବାଲିପାଟଣା ବ୍ଲକ ର ଲକ୍ଷାଧିକ ଜନସାଧାରଣ ଙ୍କ ଲାଗି ଏକ ପ୍ରମୁଖ ସମସ୍ୟା ପାଲଟିଥିବା କୁଶଭଦ୍ରା ନଦୀ ର ପୁନଃରୁଦ୍ଧାର ତଥା ଚିରସ୍ରୋତା କରାଇବା ଲାଗି ସମସ୍ତ ପ୍ରଚେଷ୍ଟା କରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି । ଜରୁରୀକାଳୀନ ଭିତ୍ତିରେ ବାଲିଅନ୍ତା ଠାରୁ ଭିଙ୍ଗାରପୁର ପର୍ଯ୍ୟନ୍ତ ୮ କିଲୋମିଟର ଦୈର୍ଘ୍ୟ ଓ ଅତି କମ ରେ ୧୦୦ ମିଟର ଚଉଡାରେ କୁଶଭଦ୍ରା ଶଯ୍ୟା ଖନନ କରାଇଲେ କୁଆଖାଇ ର ସ୍ରୋତ କୁଶଭଦ୍ରା ନଦୀ ର ତଳମୁଣ୍ଡ ପର୍ଯ୍ୟନ୍ତ ସଠିକ ଢଙ୍ଗରେ ପ୍ରବାହିତ ହୋଇ ଭୂତଳ ଜଳସ୍ତର ହ୍ରାସ, ଚାଷୀ ଓ ଚାଷ ର ସମସ୍ୟା ସମାଧାନ ସହିତ ମସ୍ୟଜୀବି ମାନେ ମଧ୍ୟ ବର୍ଷ ତମାମ କୁଶଭଦ୍ରା ଯୋଗୁଁ ଉପକୃତ ହୋଇପାରନ୍ତେ ବୋଲି ରାଜ୍ୟ ସରକାର ଙ୍କୁ ଆବଶ୍ୟକୀୟ ତଥ୍ୟ ସହିତ ଦାବି ଜଣାଇଛନ୍ତି କୁଶଭଦ୍ରା ବଞ୍ଚାଅ ଅଭିଯାନ । ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଅଭିଯାନ ଉପଦେଷ୍ଟା ଅଜୟ କୁମାର ମିଶ୍ର, ରଞ୍ଜିତ ରଥ, ଅଭିଯାନ କାର୍ଯ୍ୟବାହ ବିଜୟାନନ୍ଦ ଦାସ ଙ୍କ ସହିତ ଯୁବସାଥୀ ମାନଙ୍କ ନିଷ୍ଠାପର ଉଦ୍ୟମ...କୁଶଭଦ୍ରା ଉପରମୁଣ୍ଡ ବାଲିଅନ୍ତା ଠାରେ ସିଧାସଳଖ ନଦୀ ର ଜରାଜୀର୍ଣ୍ଣ ଅବସ୍ଥା ଅନୁଧ୍ୟାନ।

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Farmers welfare and empowerment in WB brings new look.
    1
    Farmers welfare and empowerment in WB brings new look.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • Post by Gagan Bhoi
    2
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    17 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Empowerment of Fisheries group to elevate status of living and better livelihood enhance.
    1
    Empowerment of Fisheries group to elevate status of living and better livelihood enhance.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.