ମଣିଷ ଜୀବନ ସାଙ୍ଗେ ଖେଳୁଛି ମଦ ବେପାରୀ ଅପରିଷ୍କାର ପାଣିରେ ତିଆରି ହେଉଛି ଦେଶୀ ମଦ କଳାହାଣ୍ଡି ଅବକାରୀ ବିଭାଗ ନିଦାବିଷ୍ଣୁ କଳାହାଣ୍ଡି ଜିଲ୍ଲା ବଡଚେର ଗାଁ ପାଖ କୁଟୁରା ବାହିଲି ଠାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଭାଟି ଭାଟି ମାଲିକ ବିହାରୀ ହାତ ରେ ଟେକିଦେଇଥିଲା ବେଳେ ତାଙ୍କ ଅପମିଶ୍ରଣ ଓ ନାଲିଆଖି ରେ ଚୁପ ମଦୁଆ |ଆଜିକାଲି ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଲୋକଙ୍କ ଜୀବନ ସହ ଖେଳୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳରେ ଦୂଷିତ ତଥା ଅପରିଷ୍କାର ପାଣି ବ୍ୟବହାର କରି ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁ ଗହଳିର ନାଳ, ପୋଖରୀ କିମ୍ବା ପରିତ୍ୟକ୍ତ ସ୍ଥାନରୁ ଅପରିଷ୍କାର ପାଣି ସଂଗ୍ରହ କରି ସେଥିରେ ଗୁଡ଼ ଓ ବିଭିନ୍ନ କେମିକାଲ୍ ମିଶାଇ ଏହି ଦେଶୀ ମଦ ତିଆରି କରାଯାଉଛି। ସ୍ୱଚ୍ଛତା ପ୍ରତି କୌଣସି ଧ୍ୟାନ ନଦେଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଏହି କାମ ଚାଲିଛି। ଏହି ବିଷାକ୍ତ ମଦ ପିଇବା ଦ୍ୱାରା ଲୋକଙ୍କର କିଡନୀ ଖରାପ ହେବା ସହ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି। ଏହି ବେଆଇନ କାରବାର ରେ ମଦ ଭାଟି ମାଲିକ ରାଜେଶ କୁମାର ସାହୁ କୁ କେତେ ଜଣା ତାହା ପ୍ରଶ୍ନବାଚୀ ଏହା ଏକ ବର୍ଷ ର ଅବଧି ର ଲାଇସେନ୍ସ ଏହାର ନମ୍ୱର ୧୬/୨୦୧୯/୦୦୪୫-୨୦୨୫ - ୨୦୨୬ ସମାପ୍ତ ତାରିଖ - ୦୧/୦୪/୨୦୨୫ - ୩୧/୦୩/୨୦୨୬ ଏହା ଶେଷ ହେବାକୁ ଯିବାବେଳେ ଜିଲ୍ଲା ଅବକାରୀ ବିଭାଗ ଏହାର ଖବର ପାଇଲେଣି କି ନାହିଁ ନା ପାଇକି ମଧ୍ୟ ଚୁପ ତାହା ଚର୍ଚ୍ଚା ର ବିଷୟ |

- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର1
- Post by Tikeswar Bhaisal1
- 🤭🙂🙄🥺🥺🙄🙄🙄🙄🙄1
- ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- Post by Narattam Kumar padhy4
- Post by Jitendra sahu1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି1
- ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏1