logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Community center बनाने के नाम पर घोटाला #Bamra #ghotalabamra Community center बनाने के नाम पर घोटाला #Bamra

2 hrs ago
user_Anuj Shrma
Anuj Shrma
Voice of people Ainthapali, Sambalpur•
2 hrs ago

Community center बनाने के नाम पर घोटाला #Bamra #ghotalabamra Community center बनाने के नाम पर घोटाला #Bamra

More news from Sambalpur and nearby areas
  • Community center बनाने के नाम पर घोटाला #Bamra
    1
    Community center बनाने के नाम पर घोटाला #Bamra
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ।।ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ାରେ ରୌପ୍ୟ ପଦକ ଅର୍ଜନ କଲେ ଯୁବ କ୍ରୀଡ଼ାବିତ ନୋବଲ।। ଛତିଶଗଡ଼ ରାଜ୍ୟର ଜଗଦଲପୁର ଜିଲା ଧରମପୁର କ୍ରୀଡ଼ା ପରିଷଦର ଷ୍ଟାଡିୟମଠାରେ ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହା ମାର୍ଚ୍ଚ ୩୦ ତାରିଖ ଆରମ୍ଭ ହୋଇ ଗତ ଏପ୍ରିଲ ୨ ତାରିଖ ସମାପ୍ତ ହୋଇଯାଇଛି । ଏହି କ୍ରୀଡ଼ାରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ର ଯୁବ କ୍ରୀଡ଼ାବିତ ନୋବଲ କୁମାର କିଶାନ ପୁରୁଷ ବର୍ଗର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଅର୍ଜନ କରି ଜିଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ସଫଳତାରେ ପ୍ରଶିକ୍ଷକ କମ୍ପୋଧର ବେହେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଏଥିପାଇଁ ତାଙ୍କ ପିତାମାତାଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ନିକଟ ଅତୀତରେ ନୋବଲ ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିସାରିଛନ୍ତି। ଆଗାମୀ ଦିନରେ ଆହୁରି କଠିନ ପରିଶ୍ରମ କରି ନିଜକୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ପାଇଁ ପ୍ରସ୍ତୁତ କରିବେ ବୋଲି ଯୁବ କ୍ରୀଡ଼ାବିତ ନୋବଲ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ନୋବଲ ଙ୍କ ଏହି କୃତିତ୍ବ ପାଇଁ ବେଲପାହାଡ଼ ରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହିତ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    1
    ।।ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ାରେ ରୌପ୍ୟ ପଦକ ଅର୍ଜନ କଲେ ଯୁବ କ୍ରୀଡ଼ାବିତ ନୋବଲ।।
ଛତିଶଗଡ଼ ରାଜ୍ୟର ଜଗଦଲପୁର ଜିଲା ଧରମପୁର କ୍ରୀଡ଼ା ପରିଷଦର ଷ୍ଟାଡିୟମଠାରେ ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହା ମାର୍ଚ୍ଚ ୩୦ ତାରିଖ ଆରମ୍ଭ ହୋଇ ଗତ ଏପ୍ରିଲ ୨ ତାରିଖ ସମାପ୍ତ ହୋଇଯାଇଛି । ଏହି କ୍ରୀଡ଼ାରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ର ଯୁବ କ୍ରୀଡ଼ାବିତ ନୋବଲ କୁମାର କିଶାନ ପୁରୁଷ ବର୍ଗର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଅର୍ଜନ କରି ଜିଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ସଫଳତାରେ ପ୍ରଶିକ୍ଷକ କମ୍ପୋଧର ବେହେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଏଥିପାଇଁ ତାଙ୍କ ପିତାମାତାଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ନିକଟ ଅତୀତରେ ନୋବଲ ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିସାରିଛନ୍ତି। ଆଗାମୀ ଦିନରେ ଆହୁରି କଠିନ ପରିଶ୍ରମ କରି ନିଜକୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ପାଇଁ ପ୍ରସ୍ତୁତ କରିବେ ବୋଲି ଯୁବ କ୍ରୀଡ଼ାବିତ ନୋବଲ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ନୋବଲ ଙ୍କ ଏହି କୃତିତ୍ବ ପାଇଁ ବେଲପାହାଡ଼ ରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହିତ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    21 hrs ago
  • ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ,ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳ ରେ ପାଣି ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ କିନ୍ତୁ ମହୁ ମାଛି ତାଙ୍କ ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    1
    ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ,ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳ ରେ ପାଣି  ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ କିନ୍ତୁ ମହୁ ମାଛି ତାଙ୍କ ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    12 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    1
    ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • मार्केट कॉम्पलेक्स बनाने के नाम पर घोटाला #bamra
    1
    मार्केट कॉम्पलेक्स बनाने के नाम पर घोटाला #bamra
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.