Shuru
Apke Nagar Ki App…
ବିଜେଡି ମାଇନରିଟି ସେଲ୍ର ରାଜ୍ୟ ସମ୍ପାଦକ ହେଲେ ଶେଖ୍ ଅବଦୁଲ ରହିମ ଜଳେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମାଇନରିଟି ସେଲ୍ର ନୂତନ ରାଜ୍ୟସମ୍ପାଦକ ଭାବେ ଶେଖ୍ ଅବଦୁଲ ରହିମ ମନୋନୀତ ହୋଇଛନ୍ତି। ଏହି ନିଯୁକ୍ତିକୁ ନେଇ ଜଳେଶ୍ଵର ବିଜୁ ଜନତା ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଶେଖ୍ ଅବଦୁଲ ରହିମଙ୍କ ନୂତନ ଦାୟିତ୍ୱ ପାଇଁ ଜଳେଶ୍ଵର ଟାଉନ ଠାରେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ନୂତନ ଦାୟିତ୍ୱରେ ସେ ଦଳକୁ ଆହୁରି ସୁଦୃଢ଼ କରିବା ସହ ମାଇନରିଟି ସମ୍ପ୍ରଦାୟର ଲୋକଙ୍କ ସହ ଦଳର ସମ୍ପର୍କକୁ ଆହୁରି ମଜବୁତ କରିବେ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।
Chinmay Das

More news from ଓଡ଼ିଶା and nearby areas
- ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀଙ୍କ ଛେନା ବେପାରୀଙ୍କ ଉପରେ ଚଡାଉ, ଜୋରିମାନା ଆଦାୟ l ସିମୁଳିଆ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀଙ୍କ ଛେନା ବେପାରୀଙ୍କ ଉପରେ ଚଡାଉ, ଜୋରିମାନା ଆଦାୟ l ସିମୁଳିଆ1
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘର ବାହାରୁ ତାଲା ମାରି ନିଆଁ ଲଗାଇଦେଲେ ଦୁର୍ବୁତ୍ତ l ଜଳିଗଲା ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି l1
- ଉଦଳା ଭୀମତାଳି ରାସ୍ତା ଆବୁଡ଼ାଖାବୁଡା ଥିବା ବେଳେ ଅଭିଯୋଗ ପରେ ରାସ୍ତା କାମରେ ଆସିଲା ସୁଧାର1
- #ନେପାଳର_ବନ୍ୟାକୁ_ହରାଇଦେଲା_ଏହି_କୁନି_ଝିଅ ନେପାଳର ଭୟଙ୍କର ବନ୍ୟା ପରେ ପଙ୍କ ତଳେ ୨୪ ଘଣ୍ଟା ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହେଲା କୁନି ଝିଅ। ଯବାନଙ୍କ ସାହସିକ ରେସ୍କ୍ୟୁରେ ଶିଶୁଙ୍କୁ ମିଳିଲା ନୂଆ ଜୀବନ—ଦେଖନ୍ତୁ ହୃଦୟସ୍ପର୍ଶୀ ଦୃଶ୍ୟ।1
- ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ, ମେଡିକାଲ ରେ ଭର୍ତି1
- କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।1
- ବିଜେଡି ମାଇନରିଟି ସେଲ୍ର ରାଜ୍ୟ ସମ୍ପାଦକ ହେଲେ ଶେଖ୍ ଅବଦୁଲ ରହିମ ଜଳେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମାଇନରିଟି ସେଲ୍ର ନୂତନ ରାଜ୍ୟସମ୍ପାଦକ ଭାବେ ଶେଖ୍ ଅବଦୁଲ ରହିମ ମନୋନୀତ ହୋଇଛନ୍ତି। ଏହି ନିଯୁକ୍ତିକୁ ନେଇ ଜଳେଶ୍ଵର ବିଜୁ ଜନତା ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଶେଖ୍ ଅବଦୁଲ ରହିମଙ୍କ ନୂତନ ଦାୟିତ୍ୱ ପାଇଁ ଜଳେଶ୍ଵର ଟାଉନ ଠାରେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ନୂତନ ଦାୟିତ୍ୱରେ ସେ ଦଳକୁ ଆହୁରି ସୁଦୃଢ଼ କରିବା ସହ ମାଇନରିଟି ସମ୍ପ୍ରଦାୟର ଲୋକଙ୍କ ସହ ଦଳର ସମ୍ପର୍କକୁ ଆହୁରି ମଜବୁତ କରିବେ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।2
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତ ଜବରଦସ୍ତପୁର ଗାଁରେ ଅଭାବନୀୟ ଘଟଣା। ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ମୃତ ମହିଳା ଜଣକ ହେଲେ ଜବରଦସ୍ତପୁର ଗାଁର ଶାନ୍ତି ପଧାନ। ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ କେନ୍ଦ୍ର କରି ଝଗଡ଼ା ଚାଲିଥିବା ବେଳେ ପୁଅକୁ ରକ୍ଷା କରିବାକୁ ଯାଇ ଶାନ୍ତି ପଧାନ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ପରେ ତୁମୁସିଙ୍ଗା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।1
- #ନେପାଳ_ବନ୍ୟାରେ_ନିଖୋଜ_Infosys_ସିଇଓ କୁଆଡ଼େ ଗଲେ କୋଟି କୋଟି ଟଙ୍କାର ମାଲିକ? ଭସାଇ ନେଲା କି ନେପାଳ ବନ୍ୟା? ମିଳୁନି Infosys ସିଇଓଙ୍କ ପତ୍ତା । ବନ୍ୟା ପରେ କାହିଁକି ତାଙ୍କ ସହ ହୋଇପାରୁନି ଯୋଗାଯୋଗ?1