Shuru
Apke Nagar Ki App…
ଆମ ଗାଁ ନୋଟ ଗ୍ରାମ ନୋଟ ବିଦୂତ ଅସୁଦା ଆମ ଗାଁ ନୋଟ ଗ୍ରାମ ପଞ୍ଚାୟତ ନୋଟ ଥାନା ଶରତ୍ ଜିଲ୍ଲା ମୟୁର ଭଞ୍ଜ ଆମର ଦୀର୍ଗୋ 6 ବର୍ଷ ଠାରୁ ଗାଁ ରେ ବିଦୂତ ଅସୁଵିଦା ଯୋଗୁ ଆମେ ବୋଉତ ହୋହେରଣ ହଉଛୁ ପ୍ରତେକ ବର୍ଷ କଲେକ୍ଟର ପାକକୁ ଯାଉଛେ କଲେକ୍ଟର ଆମ କୁ କୁହେ ମାସେ ଦ୍ୱିମସେ ବିତରେ ତମ ଗାଁ କୁ କରେଣ୍ଟ ଆସିଯିବ କୋଇଲେ 5 ମାସ ହେଇ ଗଲାଣି ଥତାବି ଆମ ଗାଁ ନିକଟରେ କରେଣ୍ଟ ଆସିଲାନି ଏହି ଅଭିଯୋଗ ଆମ ମୁକ୍ୟ ମନ୍ତ୍ରୀ ଙ୍କ ପାକକୁ ପଞ୍ଚେଇ ଦେଉନ୍ତୁ
Champay Banara
ଆମ ଗାଁ ନୋଟ ଗ୍ରାମ ନୋଟ ବିଦୂତ ଅସୁଦା ଆମ ଗାଁ ନୋଟ ଗ୍ରାମ ପଞ୍ଚାୟତ ନୋଟ ଥାନା ଶରତ୍ ଜିଲ୍ଲା ମୟୁର ଭଞ୍ଜ ଆମର ଦୀର୍ଗୋ 6 ବର୍ଷ ଠାରୁ ଗାଁ ରେ ବିଦୂତ ଅସୁଵିଦା ଯୋଗୁ ଆମେ ବୋଉତ ହୋହେରଣ ହଉଛୁ ପ୍ରତେକ ବର୍ଷ କଲେକ୍ଟର ପାକକୁ ଯାଉଛେ କଲେକ୍ଟର ଆମ କୁ କୁହେ ମାସେ ଦ୍ୱିମସେ ବିତରେ ତମ ଗାଁ କୁ କରେଣ୍ଟ ଆସିଯିବ କୋଇଲେ 5 ମାସ ହେଇ ଗଲାଣି ଥତାବି ଆମ ଗାଁ ନିକଟରେ କରେଣ୍ଟ ଆସିଲାନି ଏହି ଅଭିଯୋଗ ଆମ ମୁକ୍ୟ ମନ୍ତ୍ରୀ ଙ୍କ ପାକକୁ ପଞ୍ଚେଇ ଦେଉନ୍ତୁ
More news from ଓଡ଼ିଶା and nearby areas
- #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ... #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ...1
- ବାରିପଦାସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିର ଏକ ମୁଖ୍ୟ ଅଂଶ ଅଟେ।1
- ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଏବେ ସହଜରେ ଜାଣିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଏହି ସେବା ମାଧ୍ୟମରେ ଆପଣ ନିଜ ଅଞ୍ଚଳର ସମସ୍ତ ଅପଡେଟ୍ ସିଧା ଆପଣଙ୍କ ଫୋନରେ ପାଇପାରିବେ। ଅଧିକ ସୂଚନା ପାଇଁ ଦିଆଯାଇଥିବା ନମ୍ବରରେ ସମ୍ପର୍କ କରନ୍ତୁ।1
- ଗାଧେଇବା ପାଇଁ ପୋଖରୀ *ଆମୋରୋ ଗାଧେଇବା ପାଇଁ ପୋଖୋରି ନାହିଁ ତେଣୁ ବିନୀତ ଅଭିଯୋଗ ଏହି କିଯେ ଆମୋ ସାହି ରେ ଗୋଟେ ପୋଖରୀ କୋରା ଯାଉ ଗାଧେଇବା ପାଇଁ ନାଳ କୁ ଯିବାକୁ ପଡୁଛି ତେଣୁ ବିନୀତ ଅଭିଯୋଗ ଏହି କିଜେ ଆମୋ ସାହିରେ ଗୋଟେ ପୋଖରୀ କରାଯାଉ at,po, Dhatika,ps, suliapada, district, mayurbhanj1
- ମୋରଡା : ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଲା ମଦ୍ୟପ ଗାଡ଼ି ଚାଳକ - ବେପାରୁଆ ଗାଡି ଚାଳନା ଭିଡିଓ ଭାଇରାଲ1
- ବାଲେଶ୍ଵର:ଦେବଦୀପ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ବାଳାଶ୍ରମରେ ସ୍ୱତନ୍ତ୍ର ମାତୃତ୍ୱ ଦିବସ କାର୍ଯ୍ୟକ୍ରମ। ମେ ୧୦ ତାରିଖ ରବିବାର ବିଶ୍ୱ ମାତୃତ୍ୱ ଦିବସ ଅବସରରେ ବାଲେଶ୍ୱର ଉତ୍କଳ ବାଳାଶ୍ରମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। “ଦେବଦୀପ ଫାଉଣ୍ଡେସନ” ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳ ୯ ଘଟିକାରେ ଆରମ୍ଭ ହୋଇଥିଲା। ଏହି ଅବସରରେ ବାଳାଶ୍ରମର ଶିଶୁମାନଙ୍କ ସହ ସମୟ ବିତାଇବା ସହିତ ସେମାନଙ୍କୁ ଖାଦ୍ୟ, ଉପହାର ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ସମାଜସେବୀ, ଅତିଥି ଏବଂ ସଂଗଠନର ସଦସ୍ୟମାନେ ଯୋଗଦେଇ ମାତୃତ୍ୱର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ସହ ଖୁସି ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମ୍ପୂର୍ଣ୍ଣ ପରିବେଶ ଭାବବିହ୍ୱଳ ଓ ଆନନ୍ଦମୟ ହୋଇଉଠିଥିଲା।3
- ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।1
- ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ଶପଥ ଗ୍ରହଣ ପରେ ନିଆରା ଢଙ୍ଗରେ ନୂଆ ମନ୍ତ୍ରୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ସେଲ୍ଫି ଏବଂ ଭିଡିଓ କରିଛନ୍ତି। ତାଙ୍କର ଏହି ଆଧୁନିକ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।1