Shuru
Apke Nagar Ki App…
ହିନ୍ଦୋଳ ପାଟଲା ଗାଁରେ ବିଦ୍ୟୁତ କରେଣ୍ଟ ଲାଗି 4ଜଣ ମୃତ୍ୟୁ. ପ୍ରତିବାଦ ରେ ଆଜି ସାତମାଇଲ ଛକ ନିକଟରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ରେ ଦଣ୍ଡ ନୃତ୍ୟ ପାଇଁ ମଞ୍ଚ ବାନ୍ଧିବା ବେଳେ ଅଘଟଣ. ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆଜି 4ମୃତ୍ୟୁ. ଉତ୍ୟକ୍ତ ଲୋକ ଏବଂ ଦଣ୍ଡୁଆ ମାନେ ମିଳିତ ଭାବେ ରାସ୍ତାରେ ଟାୟାର ଜାଳି ଦୀର୍ଘ ସମୟ ଅବରୋଧ. ହିନ୍ଦୋଳ ପ୍ରଶାସନ ଏବଂ ଲୋକ ପ୍ରତିନିଧି ହେଲେ ନାକେଦମ. ଉପଯୁକ୍ତ କ୍ଷତି ପୂରଣ ଦାବିରେ ନାଛୋଡବନ୍ଧା ରହିବା ସହ ବିଦ୍ୟୁତ ବିଭାଗ ଅବହେଳା କୁ ଦାୟୀ କରି ଲୋକେ 6 ଘଣ୍ଟା କାଳ ଅସହ୍ୟ ଖରା ଗରମରେ ବସିଲେ.
BIKRAM SAHU

More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଟ ପଡିଆ ଠାରେ ଆଜି ଠାରୁ 4ଦିନ ବ୍ୟାପି ୨୧ ତମ ମହୋତ୍ସବକୁ ଆଜି ଅନୁଷ୍ଠାନିକ ଆରମ୍ଭ ହୋଇଥିବା ବେଳେ. ହିନ୍ଦୋଳ ବିଧାୟିକା ଉଦଘାଟନ କରିଥିବା ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସୋଳ ଏନ ଏ ସି ମାନ୍ୟତା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି.1
- Post by ଶଶାଙ୍କ ଶେଖର ସାମଲ1
- ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।2
- Post by Ranjan hota1
- ତାଳଚେର ଥର୍ମାଲ ଠାରେ ପୂର୍ବତନ ସାଂସଦ ମହେଶ ସାହୁ ପବିତ୍ର ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l1
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.1