logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

“ମୁଁ ତ ରାମ, ଆଉ କିଏ ରାମ?”—ପର୍ଶୁରାମଙ୍କ ଗର୍ଜନରେ ଗୁଞ୍ଜିଲା ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ସାହିଯାତର ତୃତୀୟ ରାତିରେ ପର୍ଶୁରାମଙ୍କ ବୀର ନୃତ୍ୟରେ ପୁରୀ ସହର କମ୍ପିଉଠିଲା। ପାରମ୍ପରିକ ବାଦ୍ୟର ତାଳେତାଳେ “ହରିବୋଲ” ଧ୍ୱନି ସହ ପର୍ଶୁରାମଙ୍କ ଗର୍ଜନ—“ମୁଁ ତ ରାମ, ଆଉ କିଏ ରାମ?”—ପରିବେଶକୁ ଉତ୍ସାହିତ କରିଥିଲା। ହରଚଣ୍ଡୀ ସାହି ଓ ବାଲି ସାହିରେ ପର୍ଶୁରାମଙ୍କ ପରିକ୍ରମା ସମୟରେ ନାଗା ମେଢ଼, ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ଲୋକକଳା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ହଜାର ହଜାର ଦର୍ଶକଙ୍କ ଭିଡ଼ ମଧ୍ୟରେ ସାହିଯାତର ମାହୋଲ ଅତ୍ୟନ୍ତ ଭବ୍ୟ ଦେଖାଯାଇଥିଲା। ସାହି ଭ୍ରମଣ ପରେ ପର୍ଶୁରାମ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚି ସୀତା ବିବାହ ଓ ପର୍ଶୁରାମଙ୍କ କଳାହରଣ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ ବିଜେ ହୋଇ ଏଠାକୁ ଆସିଥିବା ବେଳେ, ବିବାହ ଶୋଭାଯାତ୍ରା ସମୟରେ ପର୍ଶୁରାମ ରଥକୁ ଅଟକାଇଥିଲେ। ପରେ ଶ୍ରୀରାମଙ୍କ ଦ୍ୱାରା ପର୍ଶୁରାମଙ୍କ କଳାହରଣ ନୀତି ସମ୍ପନ୍ନ ହୋଇଥିଲା। ପଟୁଆରରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ବିଶ୍ୱାମିତ୍ର ଋଷିଙ୍କ ଭୂମିକା ଦର୍ଶକଙ୍କ ଆକର୍ଷଣ କେନ୍ଦ୍ର ହୋଇଥିଲା। ପର୍ଶୁରାମଙ୍କ ପଛରେ ସପ୍ତସିରା, ନାଗା, ଦଶାବତାର, ନୃସିଂହ ମେଢ଼, କାଳୀ ମେଢ଼ ଓ ପଞ୍ଚମୁଖୀ ହନୁମାନ ଭଳି ଚିତ୍ରଣ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ଆନନ୍ଦ ଦେଇଥିଲା। ସାହିଯାତରେ ଆଧୁନିକ ଆଲୋକ ସଜା ସହ ସଂସ୍କୃତି, ପାରମ୍ପରିକତା ଓ ଭାଇଚାରାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା। ହରଚଣ୍ଡୀ ସାହି ଓ ବାସେଳି ସାହିର ତତ୍ୱାବଧାନରେ କଳାକାରମାନେ ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ପୋଲିସ୍ ଓ ସୁରକ୍ଷା ବଳ ମୁତୟନ କରାଯାଇଥିଲା। (ଡ଼ଃ ମନୋଜ କୁମାର ବଳିଆରସିଂ)

8 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
8 hrs ago

“ମୁଁ ତ ରାମ, ଆଉ କିଏ ରାମ?”—ପର୍ଶୁରାମଙ୍କ ଗର୍ଜନରେ ଗୁଞ୍ଜିଲା ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ସାହିଯାତର ତୃତୀୟ ରାତିରେ ପର୍ଶୁରାମଙ୍କ ବୀର ନୃତ୍ୟରେ ପୁରୀ ସହର କମ୍ପିଉଠିଲା। ପାରମ୍ପରିକ ବାଦ୍ୟର ତାଳେତାଳେ “ହରିବୋଲ” ଧ୍ୱନି ସହ ପର୍ଶୁରାମଙ୍କ ଗର୍ଜନ—“ମୁଁ ତ ରାମ, ଆଉ କିଏ ରାମ?”—ପରିବେଶକୁ ଉତ୍ସାହିତ କରିଥିଲା। ହରଚଣ୍ଡୀ ସାହି ଓ ବାଲି ସାହିରେ ପର୍ଶୁରାମଙ୍କ ପରିକ୍ରମା ସମୟରେ ନାଗା

ମେଢ଼, ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ଲୋକକଳା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ହଜାର ହଜାର ଦର୍ଶକଙ୍କ ଭିଡ଼ ମଧ୍ୟରେ ସାହିଯାତର ମାହୋଲ ଅତ୍ୟନ୍ତ ଭବ୍ୟ ଦେଖାଯାଇଥିଲା। ସାହି ଭ୍ରମଣ ପରେ ପର୍ଶୁରାମ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚି ସୀତା ବିବାହ ଓ ପର୍ଶୁରାମଙ୍କ କଳାହରଣ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ ବିଜେ ହୋଇ ଏଠାକୁ ଆସିଥିବା ବେଳେ, ବିବାହ

ଶୋଭାଯାତ୍ରା ସମୟରେ ପର୍ଶୁରାମ ରଥକୁ ଅଟକାଇଥିଲେ। ପରେ ଶ୍ରୀରାମଙ୍କ ଦ୍ୱାରା ପର୍ଶୁରାମଙ୍କ କଳାହରଣ ନୀତି ସମ୍ପନ୍ନ ହୋଇଥିଲା। ପଟୁଆରରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ବିଶ୍ୱାମିତ୍ର ଋଷିଙ୍କ ଭୂମିକା ଦର୍ଶକଙ୍କ ଆକର୍ଷଣ କେନ୍ଦ୍ର ହୋଇଥିଲା। ପର୍ଶୁରାମଙ୍କ ପଛରେ ସପ୍ତସିରା, ନାଗା, ଦଶାବତାର, ନୃସିଂହ ମେଢ଼, କାଳୀ ମେଢ଼ ଓ ପଞ୍ଚମୁଖୀ ହନୁମାନ ଭଳି ଚିତ୍ରଣ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ

ଆନନ୍ଦ ଦେଇଥିଲା। ସାହିଯାତରେ ଆଧୁନିକ ଆଲୋକ ସଜା ସହ ସଂସ୍କୃତି, ପାରମ୍ପରିକତା ଓ ଭାଇଚାରାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା। ହରଚଣ୍ଡୀ ସାହି ଓ ବାସେଳି ସାହିର ତତ୍ୱାବଧାନରେ କଳାକାରମାନେ ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ପୋଲିସ୍ ଓ ସୁରକ୍ଷା ବଳ ମୁତୟନ କରାଯାଇଥିଲା। (ଡ଼ଃ ମନୋଜ କୁମାର ବଳିଆରସିଂ)

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    8 hrs ago
  • ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    3
    ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    5 hrs ago
  • Post by ମାନସ କୁମାର ଦାସ
    1
    Post by ମାନସ କୁମାର ଦାସ
    user_ମାନସ କୁମାର ଦାସ
    ମାନସ କୁମାର ଦାସ
    Credit reporting agency ପିପିଲି, ପୁରୀ, ଓଡ଼ିଶା•
    10 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • NAKHARA NH 33 TRAFFIC 🚦JAM
    1
    NAKHARA NH 33 TRAFFIC 🚦JAM
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥ‌ିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?
    1
    ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥ‌ିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.