logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଷ୍ଟ୍ରିଟ୍ ଲାଇଟ୍ ଅଚଳ, ଜିଲାପାଳଙ୍କୁ ଅଭିଯୋଗ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଛକ, କଦଳୀମୁଣ୍ଡା ଓ ଶରଧାମୁଣ୍ଡାଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପ୍ଲାଏ ଓଭର ବ୍ରିଜ୍ ଓ ରାସ୍ତାକଡ଼ର ଉଭୟ ପାର୍ଶ୍ଵରେ ୨୧୦ଟି ଷ୍ଟ୍ରିଟ୍‌ ଲାଇଟ୍ ଲଗାଯାଇଛି। ହେଲେ ଉକ୍ତ ଲାଇଟ୍ ଗୁଡିକ ୨୦୨୫ ଅଗଷ୍ଟରେ ଲଗାଯାଇ ଥିବାବେଳେ ସେଥ୍ରୁ ୪୦ଟି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଛି। ଅତି ନିମ୍ନମାନର ଲାଇଟ୍ ଲଗା ହୋଇଥିବା ଯୋଗୁ ଲାଇଟ୍‌ଗୁଡିକ ଅଚଳ ହୋଇପଡ଼ୁଥିବା କଦଳୀମୁଣ୍ଡା ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ବଇଣ୍ଡାଠାରେ ଜାତୀୟ ରାଜପଥ ବିଭାଗର ରାସ୍ତାକାମ କରୁଥିବା ଠିକାସଂସ୍ଥା ଅତି ନିମ୍ନମାନର ଲାଇଟ୍ ଲଗାଇଛନ୍ତି। ଲାଇଟ୍ ଲଗାଯିବା ଦିନ ୩ ଟି ଅଚଳ ହୋଇପଡ଼ିଥିଲା। ଧୀରେଧୀରେ ୪୦ ଟି ଲାଇଟ୍ ଅଚଳ ହୋଇ ପଡ଼ିଲାଣି। ଫଳରେ ଫ୍ଲାଏ ଓଭର ବ୍ରିଜ୍‌ର ପ୍ରାୟ ଅଧା ଅଂଶ ଅନ୍ଧାରରେ ରହୁଛି । ମାତ୍ର ୫/୬ ଘଣ୍ଟା ଲାଇଟ୍ ଗୁଡିକ ଲାଗିବାପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଉଛି। ଫ୍ଲାଏ ଓଭର ବ୍ରିଜ୍ ସମ୍ପୂର୍ଣ ଅନ୍ଧାର ହୋଇ ଯାଉଥିବାରୁ ରାତିରେ ବିଭିନ୍ନ ଗାଡ଼ିକୁ କେତେଜଣ ଦୁର୍ବୃତ୍ତ ଅନ୍ଧାର ଦେଖ୍ ଲୁଟ୍ କରୁଛନ୍ତି I ଲାଇଟ୍ ଅତି ନିମ୍ନମାନର ହୋଇଥିବାରୁ କେତେକ ଲାଇଟ୍‌ରୁ ନିଆଁ ବାହାରି ଅଚଳ ହୋଇ ପଡ଼ିଥ‌ିବା ଅଭିଯୋ ଯୋଗ ହୋଇଛି । ଏନେଇ ବଇଣ୍ଡା ଗ୍ରାମବାସୀ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ ଉକ୍ତ ଲାଇଟ୍‌ର ସମ୍ପୂର୍ଣ୍ଣ ଦାୟିତ୍ବ ଠିକା ସଂସ୍ଥାର ବୋଲି ସଫେଇ ଦେଇଛି। ତୁରନ୍ତ ଅଚଳ ଥିବା ଲାଇଟ୍‌କୁ ବାହାର କରି ନୂତନ ଲାଇଟ୍ ଲଗାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଅକ୍ଷୟ କୁମାର ସାହୁ କହିଛନ୍ତି, ପ୍ଲାଏ ଓଭର ବ୍ରିଜ୍‌ରେ ଲାଗିଥିବା ଷ୍ଟ୍ରିଟ ଲାଇଟର ରକ୍ଷଣାବେକ୍ଷଣା ଦାୟିତ୍ଵ ଠିକା ସଂସ୍ଥାର । ଯାହା ଅସୁବିଧା ଉକ୍ତ ଠିକାସଂସ୍ଥା ତାର ସମାଧାନ କରିବ।

1 day ago
user_Kishore nagar Shuru
Kishore nagar Shuru
Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
1 day ago
692914ca-39f1-483f-a2a7-51d4a86f1730

ଷ୍ଟ୍ରିଟ୍ ଲାଇଟ୍ ଅଚଳ, ଜିଲାପାଳଙ୍କୁ ଅଭିଯୋଗ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଛକ, କଦଳୀମୁଣ୍ଡା ଓ ଶରଧାମୁଣ୍ଡାଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପ୍ଲାଏ ଓଭର ବ୍ରିଜ୍ ଓ ରାସ୍ତାକଡ଼ର ଉଭୟ ପାର୍ଶ୍ଵରେ ୨୧୦ଟି ଷ୍ଟ୍ରିଟ୍‌ ଲାଇଟ୍ ଲଗାଯାଇଛି। ହେଲେ ଉକ୍ତ ଲାଇଟ୍ ଗୁଡିକ ୨୦୨୫ ଅଗଷ୍ଟରେ ଲଗାଯାଇ ଥିବାବେଳେ ସେଥ୍ରୁ ୪୦ଟି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଛି। ଅତି ନିମ୍ନମାନର ଲାଇଟ୍ ଲଗା ହୋଇଥିବା ଯୋଗୁ ଲାଇଟ୍‌ଗୁଡିକ ଅଚଳ ହୋଇପଡ଼ୁଥିବା କଦଳୀମୁଣ୍ଡା ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ବଇଣ୍ଡାଠାରେ ଜାତୀୟ ରାଜପଥ ବିଭାଗର ରାସ୍ତାକାମ କରୁଥିବା ଠିକାସଂସ୍ଥା ଅତି ନିମ୍ନମାନର ଲାଇଟ୍ ଲଗାଇଛନ୍ତି। ଲାଇଟ୍ ଲଗାଯିବା ଦିନ ୩ ଟି ଅଚଳ ହୋଇପଡ଼ିଥିଲା। ଧୀରେଧୀରେ ୪୦ ଟି ଲାଇଟ୍ ଅଚଳ ହୋଇ ପଡ଼ିଲାଣି। ଫଳରେ ଫ୍ଲାଏ ଓଭର ବ୍ରିଜ୍‌ର ପ୍ରାୟ ଅଧା ଅଂଶ ଅନ୍ଧାରରେ ରହୁଛି । ମାତ୍ର ୫/୬ ଘଣ୍ଟା ଲାଇଟ୍ ଗୁଡିକ ଲାଗିବାପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଉଛି। ଫ୍ଲାଏ ଓଭର ବ୍ରିଜ୍ ସମ୍ପୂର୍ଣ ଅନ୍ଧାର ହୋଇ ଯାଉଥିବାରୁ ରାତିରେ ବିଭିନ୍ନ ଗାଡ଼ିକୁ କେତେଜଣ ଦୁର୍ବୃତ୍ତ ଅନ୍ଧାର ଦେଖ୍ ଲୁଟ୍ କରୁଛନ୍ତି I ଲାଇଟ୍ ଅତି ନିମ୍ନମାନର ହୋଇଥିବାରୁ କେତେକ ଲାଇଟ୍‌ରୁ ନିଆଁ ବାହାରି ଅଚଳ ହୋଇ ପଡ଼ିଥ‌ିବା ଅଭିଯୋ ଯୋଗ ହୋଇଛି । ଏନେଇ ବଇଣ୍ଡା ଗ୍ରାମବାସୀ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ ଉକ୍ତ ଲାଇଟ୍‌ର ସମ୍ପୂର୍ଣ୍ଣ ଦାୟିତ୍ବ ଠିକା ସଂସ୍ଥାର ବୋଲି ସଫେଇ ଦେଇଛି। ତୁରନ୍ତ ଅଚଳ ଥିବା ଲାଇଟ୍‌କୁ ବାହାର କରି ନୂତନ ଲାଇଟ୍ ଲଗାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଅକ୍ଷୟ କୁମାର ସାହୁ କହିଛନ୍ତି, ପ୍ଲାଏ ଓଭର ବ୍ରିଜ୍‌ରେ ଲାଗିଥିବା ଷ୍ଟ୍ରିଟ ଲାଇଟର ରକ୍ଷଣାବେକ୍ଷଣା ଦାୟିତ୍ଵ ଠିକା ସଂସ୍ଥାର । ଯାହା ଅସୁବିଧା ଉକ୍ତ ଠିକାସଂସ୍ଥା ତାର ସମାଧାନ କରିବ।

More news from ଓଡ଼ିଶା and nearby areas
  • ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    1
    ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
  • ବୀରମହାରାଜପୁର - ଚାରମାଳ ରାସ୍ତାର ଅମରପାଲି ନିକଟରେ ରାସ୍ତାରେ ଖାଲ ଥିଲା। ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଥିଲା। ଏନେଇ ବିଭାଗ ତରଫରୁ କୌଣସି ପ୍ରକାର ମରାମତି କରାଯାଉ ନ ଥିଲା। ଆଜି ଅମରପାଲି ଗ୍ରାମର ୱାର୍ଡସଭ୍ୟ ସଦାନନ୍ଦ ସେଠୀ ନିଜେ ଉକ୍ତ ଖାଲ କୁ ମରାମତି କରିଛନ୍ତି। ତାଙ୍କର ଏହି କାମକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।
    1
    ବୀରମହାରାଜପୁର - ଚାରମାଳ ରାସ୍ତାର ଅମରପାଲି ନିକଟରେ ରାସ୍ତାରେ ଖାଲ ଥିଲା। ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଥିଲା। ଏନେଇ ବିଭାଗ ତରଫରୁ କୌଣସି ପ୍ରକାର ମରାମତି କରାଯାଉ ନ ଥିଲା। ଆଜି ଅମରପାଲି ଗ୍ରାମର ୱାର୍ଡସଭ୍ୟ ସଦାନନ୍ଦ ସେଠୀ ନିଜେ ଉକ୍ତ ଖାଲ କୁ ମରାମତି କରିଛନ୍ତି। ତାଙ୍କର ଏହି କାମକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    8 min ago
  • jai sheetala mayi ki
    1
    jai sheetala mayi ki
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by ଟଙ୍କଧରମେହେର,8328888981
    1
    Post by ଟଙ୍କଧରମେହେର,8328888981
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.