logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

3 hrs ago
user_ଟଙ୍କଧରମେହେର,8328888981
ଟଙ୍କଧରମେହେର,8328888981
କୋଲିୟରୀ, ଅନୁଗୁଳ, ଓଡ଼ିଶା•
3 hrs ago

More news from ଓଡ଼ିଶା and nearby areas
  • ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    1
    ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ  । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    15 hrs ago
  • ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି | ଭୁବନ, ଢ଼େଙ୍କାନାଳ #bhuban #dhenkanal
    1
    ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି |
ଭୁବନ, ଢ଼େଙ୍କାନାଳ 
#bhuban #dhenkanal
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    1
    ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ଖାଦ୍ୟ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଲିଦେଲେ ପେଡି ଶୁଣ ମନ ଜାଣି #dhenkanal #public #newsupdate #vairalvideo #odishalatestnews
    1
    ଖାଦ୍ୟ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଲିଦେଲେ ପେଡି ଶୁଣ ମନ ଜାଣି 
#dhenkanal #public #newsupdate #vairalvideo #odishalatestnews
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    15 hrs ago
  • Post by Narendra Kumar Das
    1
    Post by Narendra Kumar Das
    user_Narendra Kumar Das
    Narendra Kumar Das
    ଆଠଗଡ଼, କଟକ, ଓଡ଼ିଶା•
    22 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
  • ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟରେ ଥିବା ହାଉସିଂ ବୋଡ଼ ଘର ମଧ୍ୟରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ନା ବାଳିକା ଜଣଙ୍କ ଜଣେ କର୍ଣ୍ଣେଲଙ୍କ ଝିଅ ବୋଲି ଜଣାପଡିଛି । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିା ଘଟଣାସ୍ଥଳରେ ପୋଲିସ୍ ବିଭାଗର ଅଧିକାରୀମାନେ, ସାଇଁଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି |
    1
    ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟରେ ଥିବା ହାଉସିଂ ବୋଡ଼ ଘର ମଧ୍ୟରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ନା ବାଳିକା ଜଣଙ୍କ ଜଣେ କର୍ଣ୍ଣେଲଙ୍କ ଝିଅ ବୋଲି ଜଣାପଡିଛି । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିା ଘଟଣାସ୍ଥଳରେ ପୋଲିସ୍ ବିଭାଗର ଅଧିକାରୀମାନେ, ସାଇଁଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି |
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.