logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଗଁଦିଆ ଅଞ୍ଚଳରେ ଦୋଳ ଯାତ୍ରାରେ ଜୁଆ ଖେଳର ଭିତିଓ ଭାଏରାଲ ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।

2 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
2 hrs ago

ଢେଙ୍କାନାଳ ଗଁଦିଆ ଅଞ୍ଚଳରେ ଦୋଳ ଯାତ୍ରାରେ ଜୁଆ ଖେଳର ଭିତିଓ ଭାଏରାଲ ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।

More news from ଓଡ଼ିଶା and nearby areas
  • ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    1
    ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର  ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ  ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    8 hrs ago
  • ଖାଦ୍ୟ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଲିଦେଲେ ପେଡି ଶୁଣ ମନ ଜାଣି #dhenkanal #public #newsupdate #vairalvideo #odishalatestnews
    1
    ଖାଦ୍ୟ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଲିଦେଲେ ପେଡି ଶୁଣ ମନ ଜାଣି 
#dhenkanal #public #newsupdate #vairalvideo #odishalatestnews
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    13 hrs ago
  • Post by Narendra Kumar Das
    1
    Post by Narendra Kumar Das
    user_Narendra Kumar Das
    Narendra Kumar Das
    ଆଠଗଡ଼, କଟକ, ଓଡ଼ିଶା•
    20 hrs ago
  • କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    1
    କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
  • ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି | ଭୁବନ, ଢ଼େଙ୍କାନାଳ #bhuban #dhenkanal
    1
    ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି |
ଭୁବନ, ଢ଼େଙ୍କାନାଳ 
#bhuban #dhenkanal
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।
    2
    କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    1
    ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ  । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.