Shuru
Apke Nagar Ki App…
ମହଙ୍ଗା ପଡ଼ିଲା ନାବାଳିକା ସହ ଅବୈଧ ସମ୍ପର୍କ, ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ୍ ଆନନ୍ଦପୁର,(Public Khabar): ଶାରୀରିକ ସମ୍ପର୍କ ରଖି ନାବାଳିକାକୁ ଗର୍ଭବତୀ କରିବା ଯୁବକକୁ ମହଙ୍ଗା ପଡ଼ିଲା l ସୂଚନା ଅନୁସାରେ, ସୋସୋ ଥାନା ଅଧୀନ ନୋଟିଆ ସାହି ଗ୍ରାମର ଖୁଦିରାମ ସିଂଙ୍କ ପୁଅ ଫଗୁ ସିଂଙ୍କ ନାବାଳିକା(୧୬) ଝିଅ ସହିତ ସୋସୋ ଥାନା ଅଧୀନସ୍ଥ ଶଙ୍ଖଣା ଗ୍ରାମର ବିମ୍ବାଧର ବେହେରାଙ୍କ ପୁଅ କରୁଣା ବେହେରା(୨୪) ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗକାରୀ ଫଗୁ ସିଂଙ୍କ ଅଭିଯୋଗ ଅନୁସାରେ ସୋସୋ ଥାନା ମାମଲା ନଂ ୧୬୨/୨୬ ତାରିଖ ୨୬.୮.୨୬ ଧାରା ୬୪(୨)(ଏମ୍) ବିଏନ୍ଏସ୍ ଆରଡବ୍ଲୁ ଧାରା ୬ ପୋକ୍ସୋ ଆଇନ୍ ଅନୁସାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ନେଇ ଆନନ୍ଦପୁର ଆରକ୍ଷୀ ଅଧିକାରୀ କମଲ କୁମାର ପଣ୍ଡା ସୂଚନା ଦେଇଛନ୍ତି l
PUBLIC KHABAR

More news from ଓଡ଼ିଶା and nearby areas
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରାଯାଇଛି।1
- ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ3
- *आज की बड़ी खबरें*,. . .... ..... ...... ...1
- ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।1
- ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l1
- ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।1
- 🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺1