Shuru
Apke Nagar Ki App…
ବଜେଟ୍ ରେ ରାଜ୍ୟର ସମସ୍ତ ବର୍ଗର ଉନ୍ନତି ଓ ବିକାଶ କୁ ଗୁରୁତ୍ଵ।
Odisha News Express
ବଜେଟ୍ ରେ ରାଜ୍ୟର ସମସ୍ତ ବର୍ଗର ଉନ୍ନତି ଓ ବିକାଶ କୁ ଗୁରୁତ୍ଵ।
More news from ଓଡ଼ିଶା and nearby areas
- ବଜେଟ୍ ରେ ଚାଷୀଙ୍କ ବିକାଶ କୁ ଗୁରୁତ୍ଵ।1
- ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।1
- #ବାଇକ_ଟ୍ରକ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା । ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । #OdishaNews #OdishaPolice1
- ବାଇକ ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଟ୍ରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।1
- Post by Khabar1
- ବାରିପଦା : - ଗ୍ରୀଷ୍ମଋତୁ ଆରମ୍ଭ ନବହେଉଣୁ ମୟୂରଭଞ୍ଜ ଜିଲ୍ଲାରେ ଅରମ୍ଭ ହୋଇଗଲାଣି ଜଳକଷ୍ଟ। ଜିଲ୍ଲାର କିଛି କିଛି ଅଞ୍ଚଳରେ ଏବେଠାରୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଥିବାର ଦେଖିବାକୁ ମିଳିଲାଣି। ଏପରିକି କିଛି ଗାଁ ମାନଙ୍କରେ ୨ ରୁ ୩ କିଲୋମିଟର ଯାଏ ଚାଲି ଚାଲି ଯାଇ ପାଣି ଆଣିବାକୁ ପଡୁଛି ତ କେଉଁଠି ପୁଣି ଲୋକଙ୍କ ଜୀବନ ବଞ୍ଚାଉଛି ଚୁଆ ପାଣି। ବାରିପଦା ସହର ତଥା ସାରା ଜିଲ୍ଲାରେ ଏଭଳି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସ୍ଥିତ ୱାଟକୋ ଏବଂ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖାରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ସେହିପରି ରାଇରଙ୍ଗପୁର ସ୍ଥିତ ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ଯ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ବାରିପଦା ଠାରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ଵରେ ଓ୍ବାଟକୋ ଅଫିସ ଓ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଅଧ୍ୟକ୍ଷ ସଂଜୀବ ରାଉତ, ରାକେଶ ମହାନ୍ତି, ଏସ୍ କେ ରାଜାଖାନ୍, ଜ୍ୟୋତିରଞ୍ଜନ ପୃଷ୍ଟି, ଦୀପକ କୁମାର ବେହେରା, ସଞ୍ଜୟ ମାହାଣା, ସଞ୍ଜୟ ମହାନ୍ତ, ରୁଦ୍ର ପଟ୍ଟନାୟକ, ମନୋଜ ମହାନ୍ତି, ପ୍ରଦୀପ ପଣ୍ଡା, ସାଫଲ୍ୟ ମିଶ୍ର, ସିଙ୍ଗରାୟ ହେମ୍ବ୍ରମ, ସତ୍ୟ ପୃଷ୍ଟି, ସୁମିତ୍ ରାଉଳ, ଲିପୁନ ପୃଷ୍ଟି, ପ୍ରିୟଂଗୁ ଖଟୁଆ, ଓମପ୍ରକାଶ ବାରିକ, ମନୋରଞ୍ଜନ ସାହୁ, ବାପୁନ ସିଂ, ଦୀପକ କୁମାର ପାତ୍ର, ଆଶିଷ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ସେହିପରି ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କର ନେତୃତ୍ଵରେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଭାଗବତ ହେମ୍ବ୍ରମ୍ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ପରେ ପରେ ସଂଗଠନ ପକ୍ଷରୁ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇଛି। ତେବେ ଏ ଦିଗରେ ଉଭୟ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ସଂଗଠନ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ସଂଗଠନର ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି। @dlhkhabar #mayurbhanj1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 19.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବଜେଟ୍ ରେ ରାଜ୍ୟର ସମସ୍ତ ବର୍ଗର ଉନ୍ନତି ଓ ବିକାଶ କୁ ଗୁରୁତ୍ଵ।1