logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି

1 hr ago
user_KESHAB MOHAPATRA
KESHAB MOHAPATRA
Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
1 hr ago

🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି

More news from ଓଡ଼ିଶା and nearby areas
  • ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ​ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
    1
    ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ


କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି।
​ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    23 hrs ago
  • ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l
    1
    ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    55 min ago
  • Post by Bhadrak bulletin
    1
    Post by Bhadrak bulletin
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା ରେଡ଼କ୍ରସ କୁ ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି
    1
    ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା  ରେଡ଼କ୍ରସ କୁ  ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    1
    ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ 
ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
    1
    ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ:ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ବନ୍ୟା ବିପନ୍ନଙ୍କୁ ଖୁବଶୀଘ୍ର ମିଳିବ ସହାୟତା । ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ।
    1
    ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ:ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ  ।
ବନ୍ୟା ବିପନ୍ନଙ୍କୁ ଖୁବଶୀଘ୍ର ମିଳିବ ସହାୟତା । ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    44 min ago
  • ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।
    1
    ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    4 hrs ago
  • ବୈତରଣୀ ବନ୍ୟା ଜଳର ପ୍ରଭାବରେ ଖେତୀ ଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଜାଗୃତି ସମାଜ ପକ୍ଷରୁ ରିଲିପ ବଣ୍ଟନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ #News19ଓଡ଼ିଶା #social #work #jagruti #Samajwadi
    1
    ବୈତରଣୀ ବନ୍ୟା ଜଳର ପ୍ରଭାବରେ ଖେତୀ ଗ୍ରସ୍ତ ହୋଇଥିବା ପରିବାର ଙ୍କୁ 
ଜାଗୃତି ସମାଜ ପକ୍ଷରୁ ରିଲିପ ବଣ୍ଟନ କରି ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ 
#News19ଓଡ଼ିଶା #social #work #jagruti #Samajwadi
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    20 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.