Shuru
Apke Nagar Ki App…
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ସହରରେ କୃଷି ଭିତ୍ତିକ ପର୍ବ ନୁଆଁଖାଇ ଜୁହାର ପାଳିତ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ସହରରେ ପଶ୍ଚିମ ଓଡିଶାର ଏକ ପ୍ରଧାନ ଓ କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି l ଲୋକେ ଚଳିତ ବର୍ଷର ନୁଆଁ ଶସ୍ୟକୁ ଘରର ଇଷ୍ଟ ଦେବୀଙ୍କୁ ଅର୍ପଣ କରି ପ୍ରଥମ କରି ଗ୍ରହଣ କରିଥାନ୍ତି l ଏହି ଦିନ ଘରର ମୁରବି ନିଜ ଘରର ଇଷ୍ଟ ଦେବୀ ଓ ପୂର୍ବ ପୁରୁଷଙ୍କୁ ପୂଜା କରି ସମସ୍ତ ସଦସ୍ୟ ମିଶି ନୁଆଁ ଅନ୍ନ ଖାଇଥାନ୍ତି l ଏହି ଦିନ ସୁନ୍ଦର ପରମ୍ପରା ହେଉଛି ନୁଆଁଖାଇ ଜୁହାର l ଏହି ଦିନ ସମସ୍ତଙ୍କ ମୁଖରୁ ନୁଆଁଖାଇ ଜୁହାର ସମ୍ବୋଧନ ମିଳିଥାଏ l ନବାହ୍ନ ଭକ୍ଷଣ ପରେ ପରିବାରର ସାନ ମାନେ ବଡ଼ ମାନଙ୍କ ଠାରୁ ଆଶ୍ରିବାଦ ନେଇଥାନ୍ତି ଏବଂ ସମବୟସ୍କ ମାନେ ପରସ୍ପରକୁ କୋଳେଇ ନେଇ ଶୁଭେଚ୍ଛା ଜଣାଇ ଥାନ୍ତି ଯାହାକୁ ନୁଆଁଖାଇ ଭେଟଘାଟ ନାମରେ ପରମ୍ପରା ରହିଥିବାରୁ ଆଜି ବଣାଇ ଅଞ୍ଚଳରେ ତାହା ଦେଖିବାକୁ ମିଳିଛି l
ପ୍ରଦୀପ କୁମାର ସାହୁ

More news from Sambalpur and nearby areas
- 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews1
- Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨1
- ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l1
- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l1
- ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର1
- ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି NuakhaiJuhar NuakhaiTihar2026 SamaleswariTemple Samada Belpahad1