logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ! ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ!ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। କଟକ ବାଙ୍କୀ ନୃସିଂହ ବଜାରରେ ଥ‌ିବା ମେଟ୍ରୋ ମଲ୍‌ର ଦୃଶ୍ୟ। ଦୀର୍ଘ ୩୦ ମିନିଟର ସଙ୍ଘର୍ଷ ପରେ ୬ ଜଣ ଗ୍ରାହକଙ୍କୁ ବାହାର କରାଯାଇଥିଲା।

9 hrs ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
9 hrs ago

ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ! ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ!ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। କଟକ ବାଙ୍କୀ ନୃସିଂହ ବଜାରରେ ଥ‌ିବା ମେଟ୍ରୋ ମଲ୍‌ର ଦୃଶ୍ୟ। ଦୀର୍ଘ ୩୦ ମିନିଟର ସଙ୍ଘର୍ଷ ପରେ ୬ ଜଣ ଗ୍ରାହକଙ୍କୁ ବାହାର କରାଯାଇଥିଲା।

More news from ଓଡ଼ିଶା and nearby areas
  • ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ!ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। କଟକ ବାଙ୍କୀ ନୃସିଂହ ବଜାରରେ ଥ‌ିବା ମେଟ୍ରୋ ମଲ୍‌ର ଦୃଶ୍ୟ। ଦୀର୍ଘ ୩୦ ମିନିଟର ସଙ୍ଘର୍ଷ ପରେ ୬ ଜଣ ଗ୍ରାହକଙ୍କୁ ବାହାର କରାଯାଇଥିଲା।
    1
    ମେଟ୍ରୋ ମଲ୍‌ ଲିପ୍ଟରେ ଫସିଲେ ଗ୍ରାହକ!ଉଦ୍ଧାର କରିବାକୁ ନାକେଦମ ହେଲା ଅଗ୍ନିଶମ ବାହିନୀ। କଟକ ବାଙ୍କୀ ନୃସିଂହ ବଜାରରେ ଥ‌ିବା ମେଟ୍ରୋ ମଲ୍‌ର ଦୃଶ୍ୟ। ଦୀର୍ଘ ୩୦ ମିନିଟର ସଙ୍ଘର୍ଷ ପରେ ୬ ଜଣ ଗ୍ରାହକଙ୍କୁ ବାହାର କରାଯାଇଥିଲା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ
    1
    ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    14 min ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨
    1
    ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    6 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ସି.ଏମ୍. ଟ୍ରଫି ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ । ଢ଼େଙ୍କାନାଳ, ଚ଼ଳିତ ବର୍ଷ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛିି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ମୂଖ୍ୟ ଷ୍ଟାଡ଼ିୟମ ଠାରେ ଆଜି ସକାଳେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହାକୁମ୍ଭକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା, ଗ୍ରାମାଞ୍ଚଳ ସହିତ ସମଗ୍ର ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାର ଉନ୍ମେଷ ଘଟାଇ , ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାବିତମାନଙ୍କୁ ପ୍ରତିଷ୍ଠିତ କରାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଭ୍ୟାସ ଦ୍ୱାରା ଶାରିରୀକ କ୍ଷମତା ବୃଦ୍ଧି ହେବା ସହ ନିୟମିତ ଅଭ୍ୟାସ ଫଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ନିୟମିତ ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାଶ, ଏହି କ୍ରୀଡା ସମାରୋହରେ କବାଡ଼ି, ଭଲିବଲ୍, ଖୋ-ଖୋ ଏବଂ ଫୁଟବଲ ଖେଳ ପ୍ରତିଯୋଗିତାରେ ସମସ୍ତ ବ୍ଲକ ଅଞ୍ଚଳର ମୋଟ୍ ୬୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚ଼ନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୂଖ ଯୋଗ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।
    1
    ସି.ଏମ୍. ଟ୍ରଫି ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ।              ଢ଼େଙ୍କାନାଳ,                                 ଚ଼ଳିତ ବର୍ଷ  ସି.ଏମ୍. ଟ୍ରଫି ହାସଲ ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛିି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ମୂଖ୍ୟ ଷ୍ଟାଡ଼ିୟମ ଠାରେ  ଆଜି ସକାଳେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହାକୁମ୍ଭକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ ।  ଏହି କ୍ରୀଡା ପ୍ରତିଯୋଗିତା, ଗ୍ରାମାଞ୍ଚଳ ସହିତ  ସମଗ୍ର ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାର ଉନ୍ମେଷ ଘଟାଇ , ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାବିତମାନଙ୍କୁ ପ୍ରତିଷ୍ଠିତ କରାଇପାରିବ ବୋଲି ସେ ପ୍ରକାଶ କରିଥିଲେ ।      ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଭ୍ୟାସ ଦ୍ୱାରା  ଶାରିରୀକ କ୍ଷମତା ବୃଦ୍ଧି ହେବା ସହ ନିୟମିତ ଅଭ୍ୟାସ ଫଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ନିୟମିତ ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ  ନଳିନୀ କୁମାର ଦାଶ, ଏହି କ୍ରୀଡା ସମାରୋହରେ କବାଡ଼ି, ଭଲିବଲ୍, ଖୋ-ଖୋ ଏବଂ ଫୁଟବଲ ଖେଳ ପ୍ରତିଯୋଗିତାରେ ସମସ୍ତ ବ୍ଲକ ଅଞ୍ଚଳର ମୋଟ୍ ୬୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ   ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି  ସୂଚ଼ନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ  ବିବୁଧ ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ  ଦୟାନିଧି ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୂଖ ଯୋଗ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।
    user_News odia odisha
    News odia odisha
    Tailor Dhenkanal Sadar, Odisha•
    24 min ago
  • ଢେଙ୍କାନାଳ ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ପ୍ରତିରକ୍ଷା ବାହିନୀ (NDRF), ମୁଣ୍ଡାଲି ଦ୍ୱାରା ୦୬.୦୪.୨୬ ରୁ ୧୮.୦୪.୨୬ ପର୍ଯ୍ୟନ୍ତ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ, ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଏବଂ ବନ୍ୟା ଆଶ୍ରୟସ୍ଥଳ ଉପଲବ୍ଧ ନଥିବା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ୧୮.୪.୨୬ ରେ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର କାମାକ୍ଷାପ୍ରସାଦ ହାଇସ୍କୁଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଢେଙ୍କାନାଳ ମଧ୍ୟ ଯୋଗ ଦେଇଥିଲେ। ସଚ୍ଚିଦାନନ୍ଦ ପତି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ମୁଣ୍ଡାଲିର ଅଧିକାରୀମାନେ ଇନ୍ସପେକ୍ଟର ହୀରା ସିଂହ, ସବ-ଇନ୍ସପେକ୍ଟର ଆନନ୍ଦ କୁମାର, ସୀତାକାନ୍ତ ବେହେରା, ହେଡ୍ କନେଷ୍ଟବଳ, ଏମଡି ଆରାଫତ, ହେଡ୍ କନେଷ୍ଟବଳ, ସୁନୀଲ କୁମାର କନେଷ୍ଟବଳ ଇତ୍ୟାଦିଙ୍କୁ ଉପସ୍ଥିତ ଲୋକମାନଙ୍କୁ ଅଭିମୁଖୀକରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟା, ବାତ୍ୟା, ଭୂକମ୍ପ, ସର୍ପ କାମୁଡ଼ା, ବଜ୍ରପାତ ଏବଂ CPR ଭଳି ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ ବିଷୟରେ ସଚେତନ କରିଥିଲେ। ୧୮.୪.୨୬ ରେ ଉପରୋକ୍ତ ବ୍ୟତୀତ, NDRF ଜିଲ୍ଲାର ତିନୋଟି ଶିଳ୍ପ ୟୁନିଟରେ ତିନୋଟି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଥିଲା। NDRF ଦ୍ୱାରା ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାରେ ସମାପ୍ତ ହୋଇଥିଲା।
    2
    ଢେଙ୍କାନାଳ ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ପ୍ରତିରକ୍ଷା ବାହିନୀ (NDRF), ମୁଣ୍ଡାଲି ଦ୍ୱାରା ୦୬.୦୪.୨୬ ରୁ ୧୮.୦୪.୨୬ ପର୍ଯ୍ୟନ୍ତ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ, ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଏବଂ ବନ୍ୟା ଆଶ୍ରୟସ୍ଥଳ ଉପଲବ୍ଧ ନଥିବା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ୧୮.୪.୨୬ ରେ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର କାମାକ୍ଷାପ୍ରସାଦ ହାଇସ୍କୁଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଢେଙ୍କାନାଳ ମଧ୍ୟ ଯୋଗ ଦେଇଥିଲେ। ସଚ୍ଚିଦାନନ୍ଦ ପତି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ମୁଣ୍ଡାଲିର ଅଧିକାରୀମାନେ ଇନ୍ସପେକ୍ଟର ହୀରା ସିଂହ, ସବ-ଇନ୍ସପେକ୍ଟର ଆନନ୍ଦ କୁମାର, ସୀତାକାନ୍ତ ବେହେରା, ହେଡ୍ କନେଷ୍ଟବଳ, ଏମଡି ଆରାଫତ, ହେଡ୍ କନେଷ୍ଟବଳ, ସୁନୀଲ କୁମାର କନେଷ୍ଟବଳ ଇତ୍ୟାଦିଙ୍କୁ ଉପସ୍ଥିତ ଲୋକମାନଙ୍କୁ ଅଭିମୁଖୀକରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟା, ବାତ୍ୟା, ଭୂକମ୍ପ, ସର୍ପ କାମୁଡ଼ା, ବଜ୍ରପାତ ଏବଂ CPR ଭଳି ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ ବିଷୟରେ ସଚେତନ କରିଥିଲେ। ୧୮.୪.୨୬ ରେ ଉପରୋକ୍ତ ବ୍ୟତୀତ, NDRF ଜିଲ୍ଲାର ତିନୋଟି ଶିଳ୍ପ ୟୁନିଟରେ ତିନୋଟି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଥିଲା। NDRF ଦ୍ୱାରା ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାରେ ସମାପ୍ତ ହୋଇଥିଲା।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    2 hrs ago
  • କଟକ ଗ୍ରାମାଞ୍ଚଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ! ବିପୁଳ ପରିମାଣର ସୁନା, ଟଙ୍କା ଓ ବ୍ୟବହୃତ ଗାଡ଼ି ମଧ୍ୟ ଜବତ। ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
    1
    କଟକ ଗ୍ରାମାଞ୍ଚଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ! ବିପୁଳ ପରିମାଣର ସୁନା, ଟଙ୍କା ଓ ବ୍ୟବହୃତ ଗାଡ଼ି ମଧ୍ୟ ଜବତ। ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.