logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରପାଲିରେ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଲଗ୍ନ ନିର୍ଦ୍ଧାରଣ । ଅକ୍ଷୟ ତୃତୀୟାରେ (୨୦ ଏପ୍ରିଲ) ଉଠିବ ଥାଳ ବରପାଲି, ୧୧/୦୩: ସ୍ଥାନୀୟ ଭଣ୍ଡାର ଗୃହ (ନୃପରାଜ କ୍ଳବ୍) ପରିସରରେ ବରପାଲିର ପ୍ରସିଦ୍ଧ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ବରପାଲିରେ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଲଗ୍ନ ନିର୍ଦ୍ଧାରଣ । ଅକ୍ଷୟ ତୃତୀୟାରେ (୨୦ ଏପ୍ରିଲ) ଉଠିବ ଥାଳ ବରପାଲି, ୧୧/୦୩: ସ୍ଥାନୀୟ ଭଣ୍ଡାର ଗୃହ (ନୃପରାଜ କ୍ଳବ୍) ପରିସରରେ ବରପାଲିର ପ୍ରସିଦ୍ଧ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ବିଜ୍ଞ ପଣ୍ଡିତମାନଙ୍କ ଉପସ୍ଥିତିରେ ସମାପ୍ତ ହୋଇଛି। ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଚଳିତ ବର୍ଷ ଯାତ୍ରା ମହୋତ୍ସବ ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନୀତିନିୟମ ଓ ପାରମ୍ପରିକ ରୀତିନୀତି ସହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ଅବସରରେ ଯାତ୍ରା ପାଇଁ ଶୁଭ ଲଗ୍ନରେ ଥାଳ ଉଠିବା କାର୍ଯ୍ୟକ୍ରମ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧୫ ତାରିଖରେ ବାବା ଶ୍ରୀଶ୍ରୀ କପିଳେଶ୍ୱର ଓ ଜଗତ୍ ଜନନୀ ମାତା ପାର୍ବତୀ ଙ୍କୁ ଶୋଭାଯାତ୍ରାରେ ଯାତ୍ରା ମଣ୍ଡପକୁ ଆଣି ଭଣ୍ଡାର ଗୃହରେ ସଂସ୍ଥାପନ କରାଯିବ। ଜୁନ୧୬ ତାରିଖରେ ରୁଦ୍ରଯଜ୍ଞ ଆରମ୍ଭ ସହ ସନ୍ଧ୍ୟା ସମୟରେ ହିମାଦ୍ରି ନଗରକୁ ଶୋଭାଯାତ୍ରା ଓ କନ୍ୟା ମନୋନୟନ (ପତରପେଣ୍ଡି) କାର୍ଯ୍ୟକ୍ରମ ହେବ। ଜୁନ୧୭ ତାରିଖରେ ବାବା ଭୈରବଙ୍କ ଦ୍ଵାରା ଦେବନିମନ୍ତ୍ରଣ ଶୋଭାଯାତ୍ରା(ଭୈରୋବୁଲା) ଜୁନ୧୮ ତାରିଖରେ ତୈଳ, ହରିଦ୍ରା ଗଣସନ, ଅଳଙ୍କାର ଧାରଣ, ବରଧରା ଓ ବିରାଟ ବରାନୁଗମନ ଶୋଭାଯାତ୍ରା । ଜୁନ୧୯ ତାରିଖରେ ଶିବ–ପାର୍ବତୀଙ୍କ ପବିତ୍ର ବିବାହ ପାଣିଗ୍ରହଣ ପରେ ବୈଠକି ଯାତ୍ରା ଅନୁଷ୍ଠିତ ହେବ । ଜୁନ୨୦ ତାରିଖରେ ରୁଦ୍ରଯଜ୍ଞ ପୂର୍ଣ୍ଣାହୁତି ଓ ମା ପାର୍ବତୀଙ୍କ ଶ୍ୱଶୁରାଳୟ ଆଗମନ, ଶତ ଆରତୀ ସମ୍ବର୍ଦ୍ଧନା ଓ ଲମ୍ବାନୀ ଶୋଭାଯାତ୍ରା ସହ ନଗର ପରିକ୍ରମା ହେବ। ଜୁନ୨୧ ତାରିଖରେ ଶିବ–ପାର୍ବତୀଙ୍କ ପ୍ରତ୍ୟାବର୍ତନ ଶୋଭାଯାତ୍ରା,ରାଜବାଟିରେ ମହତି ଭୋଗ ଅର୍ପଣ ଓ ମନ୍ଦିର ପ୍ରବେଶ ସହ ଯାତ୍ରା ମହୋତ୍ସବର ସମାପନ ହେବ ଏହି ଅବସରରେ ପଣ୍ଡିତ ରବୀନ୍ଦ୍ର ଦାଶ, ଡ଼.ସରୋଜ କୁମାର ଦାଶ, ପିନାକୀ ଦାଶ, ସଦାନନ୍ଦ ଦାଶ,ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ବାଲକିଶୋର ଖାଡଙ୍ଗା,କୃଷ୍ଣ ଦାଶ,ବିନୋଦ ଶୁସାରି ପଦ୍ମଲୋଚନ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ

on 11 March
user_BARPALI SAMBAD
BARPALI SAMBAD
ବରପାଲି, ବରଗଡ଼, ଓଡ଼ିଶା•
on 11 March
3fdbff5f-53bf-48fc-9a13-b8e0b9d65c59

More news from ଓଡ଼ିଶା and nearby areas
  • ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।
    1
    ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ
ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • केंद्रीय गृह मंत्री अमित शाह ने महिला आरक्षण और परिसीमन पर लोकसभा में बोलते हुए कहा, "जहां तक लोकतंत्र को खत्म करने की बात है, मैं भाजपा कार्यकर्ता के नाते, इस सदन में एक सांसद के नाते कहता हूं कि किसी की भी इस देश से लोकतंत्र को खत्म करने की ताकत नहीं है। जिन्होंने आपातकाल के वक्त प्रयास किए हैं, जनता ने उन्हें खत्म कर दिया, लोकतंत्र को कुछ नहीं हुआ। लोकतंत्र इस तरह खत्म नहीं होता।" (सोर्स: संसद टीवी)
    1
    केंद्रीय गृह मंत्री अमित शाह ने महिला आरक्षण और परिसीमन पर लोकसभा में बोलते हुए कहा, "जहां तक लोकतंत्र को खत्म करने की बात है, मैं भाजपा कार्यकर्ता के नाते, इस सदन में एक सांसद के नाते कहता हूं कि किसी की भी इस देश से लोकतंत्र को खत्म करने की ताकत नहीं है। जिन्होंने आपातकाल के वक्त प्रयास किए हैं, जनता ने उन्हें खत्म कर दिया, लोकतंत्र को कुछ नहीं हुआ। लोकतंत्र इस तरह खत्म नहीं होता।"
(सोर्स: संसद टीवी)
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ #ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର
    1
    ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ 
#ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି।
✨ ପୋଷ୍ଟର ମୁଖ୍ୟ ଅଂଶ:
✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା।
✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ।
✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ।
✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    12 hrs ago
  • ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।
    1
    ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ 
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.