logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱରରେ The Bar Association Balasore ପକ୍ଷରୁ ‘ନର୍ଦର୍ଣ୍ଣ ଓଡିଶା ଲିଗାଲ୍ ଫ୍ରାଟର୍ନିଟି ଇଣ୍ଟରାକ୍ସନ୍ ସେସନ୍–2026’, ଆଇନଜୀବୀଙ୍କ ପାଇଁ ବଡ଼ ଦାବିଗୁଡ଼ିକ ଉଠିଲା ବାଲେଶ୍ୱରରେ The Bar Association Balasore ପକ୍ଷରୁ ‘ନର୍ଦର୍ଣ୍ଣ ଓଡିଶା ଲିଗାଲ୍ ଫ୍ରାଟର୍ନିଟି ଇଣ୍ଟରାକ୍ସନ୍ ସେସନ୍–2026’, ଆଇନଜୀବୀଙ୍କ ପାଇଁ ବଡ଼ ଦାବିଗୁଡ଼ିକ ଉଠିଲା

1 hr ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
1 hr ago
26326f58-b307-4528-8b6a-954dddcd5d0d
cc182820-8c02-44a1-8905-1ca7c7f5237e

ବାଲେଶ୍ୱରରେ The Bar Association Balasore ପକ୍ଷରୁ ‘ନର୍ଦର୍ଣ୍ଣ ଓଡିଶା ଲିଗାଲ୍ ଫ୍ରାଟର୍ନିଟି ଇଣ୍ଟରାକ୍ସନ୍ ସେସନ୍–2026’, ଆଇନଜୀବୀଙ୍କ ପାଇଁ ବଡ଼ ଦାବିଗୁଡ଼ିକ ଉଠିଲା ବାଲେଶ୍ୱରରେ The Bar Association Balasore ପକ୍ଷରୁ ‘ନର୍ଦର୍ଣ୍ଣ ଓଡିଶା ଲିଗାଲ୍ ଫ୍ରାଟର୍ନିଟି ଇଣ୍ଟରାକ୍ସନ୍ ସେସନ୍–2026’, ଆଇନଜୀବୀଙ୍କ ପାଇଁ ବଡ଼ ଦାବିଗୁଡ଼ିକ ଉଠିଲା

More news from ଓଡ଼ିଶା and nearby areas
  • ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି
    1
    ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ  ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    18 min ago
  • ବର୍ଷାଙ୍କ ପୋଷ୍ଟ ପରେ ଗୁଲୁଆଙ୍କ ଫଟ୍କା, Alimony ନେଇ ବିବାଦ ତୀବ୍ର ଗୁଲୁଆଙ୍କ ରାଗୀ ପ୍ରତିକ୍ରିୟା: ବର୍ଷାଙ୍କୁ ନେଇ ଅଭଦ୍ର କଥା, Alimony ଇସ୍ୟୁ ହଟ୍ ସୋସିଆଲ ମିଡିଆରେ ତୁ-ତୁ ମେ-ମେ: ବର୍ଷା ଓ ଗୁଲୁଆଙ୍କ ବିବାଦ ଚରମସୀମାରେ
    1
    ବର୍ଷାଙ୍କ ପୋଷ୍ଟ ପରେ ଗୁଲୁଆଙ୍କ ଫଟ୍କା, Alimony ନେଇ ବିବାଦ ତୀବ୍ର
ଗୁଲୁଆଙ୍କ ରାଗୀ ପ୍ରତିକ୍ରିୟା: ବର୍ଷାଙ୍କୁ ନେଇ ଅଭଦ୍ର କଥା, Alimony ଇସ୍ୟୁ ହଟ୍
ସୋସିଆଲ ମିଡିଆରେ ତୁ-ତୁ ମେ-ମେ: ବର୍ଷା ଓ ଗୁଲୁଆଙ୍କ ବିବାଦ ଚରମସୀମାରେ
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    21 min ago
  • ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews
    1
    ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି।
#BASTA #mahimatv #balasore #OdishaNews #OdishaNews
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l
    4
    ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • Post by PP NEWS ODISHA
    1
    Post by PP NEWS ODISHA
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    14 hrs ago
  • ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !
    1
    ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।
    1
    ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    15 hrs ago
  • ପର୍ବ ପୂର୍ବରୁ ଏକ୍ସନ୍! ବାଲେଶ୍ୱରରେ 200 ଲିଟର ଦେଶୀ ମଦ ଜବତ ଅକ୍ଷୟ ତୃତୀୟା ପାଇଁ ପୋଲିସ୍‌ର ସତର୍କତା, ମାଲଗୋଦାମରେ ଚଢ଼ାଉ
    4
    ପର୍ବ ପୂର୍ବରୁ ଏକ୍ସନ୍! ବାଲେଶ୍ୱରରେ 200 ଲିଟର ଦେଶୀ ମଦ ଜବତ
ଅକ୍ଷୟ ତୃତୀୟା ପାଇଁ ପୋଲିସ୍‌ର ସତର୍କତା, ମାଲଗୋଦାମରେ ଚଢ଼ାଉ
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.