logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିଶା ମୁକ୍ତ ଭାରତ ଅଭିଯାନ । ନିଶା ମୁକ୍ତ ଭାରତ ଅଭିଯାନ । ଦେବଗଡ଼ ତା ୧୭.୦୨.୨୦୨୬ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ ଙ୍କ ତତ୍ତ୍ୱାବଧାନରେ ବାହାରିଥିବା ସଚେତନତା ରଥ ଓ ଛାତ୍ର ଛାତ୍ରୀ ଙ୍କ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଓ ବରୋଣ୍ୟ ଅତିଥି ଭାବେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଓ ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ନିଶା ସେବନ ନ କରିବା ପାଇଁ ଓ ଭାରତକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଟାଉନ ହଲ୍ ଠାରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

9 hrs ago
user_ବାରକୋଟ ଖବର
ବାରକୋଟ ଖବର
Court reporter Barkot, Deogarh•
9 hrs ago
8f723ed0-c2f2-4e6c-9bdf-bbac9247469a

ନିଶା ମୁକ୍ତ ଭାରତ ଅଭିଯାନ । ନିଶା ମୁକ୍ତ ଭାରତ ଅଭିଯାନ । ଦେବଗଡ଼ ତା ୧୭.୦୨.୨୦୨୬ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ ଙ୍କ ତତ୍ତ୍ୱାବଧାନରେ ବାହାରିଥିବା ସଚେତନତା ରଥ ଓ

0fe01ee4-f2f6-432b-966e-eea9ae28fea6

ଛାତ୍ର ଛାତ୍ରୀ ଙ୍କ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଓ ବରୋଣ୍ୟ ଅତିଥି ଭାବେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଓ ସଚେତନତା ବାର୍ତ୍ତା ପ୍ରେରଣ

a1ceeb64-e828-4051-811b-5eb8930e1afd

କରିବା ସହ ନିଶା ସେବନ ନ କରିବା ପାଇଁ ଓ ଭାରତକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଟାଉନ ହଲ୍ ଠାରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

More news from Anugul and nearby areas
  • ତାଳଚେର:- ତାଳଚେର ପୋଲିସ ପକ୍ଷରୁ ଶନିବାର ସାପ୍ତାହିକ ହାଟ ପାଖରେ ବ୍ରାଉନସୁଗାର ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ୩ ଜଣ ମହିଳାଙ୍କ ସମେତ ମୋଟ ୬ ଜଣକୁ ଗିରଫ କରାଯାଇଛି l ସେମାନଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନସୁଗାର ସହ ୧୦ ହଜାର ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ପୋଲିସ ଜବତ କରିଛି l ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଘଟଣାରୁ ପ୍ରକାଶ, ତାଳଚେର ଶନିବାର ସାପ୍ତାହିକ ହାଟ ଭିତରେ ତିନି ଜଣ ବେପାରୀ ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ପହଁଚି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ଗିରଫ ୬ ଜଣ ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପୋଲିସ ପକ୍ଷରୁ କୁହାଯାଇଛି l
    1
    ତାଳଚେର:- ତାଳଚେର ପୋଲିସ ପକ୍ଷରୁ ଶନିବାର ସାପ୍ତାହିକ ହାଟ ପାଖରେ ବ୍ରାଉନସୁଗାର ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ୩ ଜଣ ମହିଳାଙ୍କ ସମେତ ମୋଟ ୬ ଜଣକୁ ଗିରଫ କରାଯାଇଛି l ସେମାନଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନସୁଗାର ସହ ୧୦ ହଜାର ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ପୋଲିସ ଜବତ କରିଛି l ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଘଟଣାରୁ ପ୍ରକାଶ, ତାଳଚେର ଶନିବାର ସାପ୍ତାହିକ ହାଟ ଭିତରେ ତିନି ଜଣ ବେପାରୀ ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ପହଁଚି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ଗିରଫ ୬ ଜଣ ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପୋଲିସ ପକ୍ଷରୁ କୁହାଯାଇଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    1 hr ago
  • ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଂଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ତର ନୀଳମଣି ଝାଙ୍କର ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।
    1
    ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଂଜାରି ଆଶ୍ରମ ବିଦ୍ୟାଳୟରେ  ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ତର ନୀଳମଣି ଝାଙ୍କର ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।
    user_Jamankira News
    Jamankira News
    ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    4 hrs ago
  • pandit ka beta abba bol rahe hai
    1
    pandit ka beta abba bol rahe hai
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
  • Post by AratDehuri
    1
    Post by AratDehuri
    user_AratDehuri
    AratDehuri
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    4 hrs ago
  • କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    1
    କୁଚିଣ୍ଡା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶିବରାତ୍ରୀ ପାଳିତ
    user_Tanaya Mahapatra
    Tanaya Mahapatra
    କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    16 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.