logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

pandit ka beta abba bol rahe hai

2 hrs ago
user_Atharva Sharma
Atharva Sharma
କୋଲିୟରୀ, ଅନୁଗୁଳ, ଓଡ଼ିଶା•
2 hrs ago

pandit ka beta abba bol rahe hai

More news from ଓଡ଼ିଶା and nearby areas
  • pandit ka beta abba bol rahe hai
    1
    pandit ka beta abba bol rahe hai
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    1
    ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    3 hrs ago
  • ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାଇକ ସହ ଅଜଣା ଟ୍ରକ ଧକ୍କା. ଦୁଇ ଜଣ ଯୁବକ ଗୁରୁତର. ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ଭର୍ତି.
    1
    ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାଇକ ସହ ଅଜଣା ଟ୍ରକ ଧକ୍କା. ଦୁଇ ଜଣ ଯୁବକ ଗୁରୁତର. ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ଭର୍ତି.
    user_ଶ୍ରୀ ବିକ୍ରମ ସାହୁ
    ଶ୍ରୀ ବିକ୍ରମ ସାହୁ
    ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    1
    ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    31 min ago
  • ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    1
    ଆଜି ଫାଲଗୁନ ମାସର ଅମାବସ୍ୟା  ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    1
    ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    12 hrs ago
  • ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    1
    ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    21 hrs ago
  • cute baby
    1
    cute baby
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.