ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ସ୍ଥିତ ସରକାରୀ ଏସ ଭି ଟି: ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଝିଅ ଏବଂ ମହିଳା'ଙ୍କ ମଧ୍ୟରେ ମହିଳା ଅସ୍ମିତାକୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ମାନଙ୍କ ଅସ୍ମିତାକୁ ନେଇ ସେମାନଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ'କୁ ପ୍ରୋତ୍ସାହିତ କରିବା ପାଇଁ ମାଇଁ ଭାରତ ଗଜପତି ମେରା ଯୁବ ଭାରତ ସହଯୋଗରେ ଅସ୍ମିତା ଲିଗ୍ ସ୍ପୋର୍ଟସ୍ ଇଭେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ମୁଖ୍ୟତଃ ୧୩ ବର୍ଷ ବୟସରୁ କମ୍ , ୧୩ ରୁ ୧୮ ବର୍ଷ ବୟସ ମଧ୍ୟରେ ଏବଂ ୧୮ ବର୍ଷରୁ ଅଧିକ ବୟସର ଏଭଳି ବିଭିନ୍ନ ବୟସ ବର୍ଗ ପାଇଁ ୧୦୦ ମିଟର , ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଆଯ଼ୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି: ଗଙ୍ଗାଧର , ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ଅଭିନ୍ନ ବାସୁଦେବ ମିଶ୍ର , ଜାତୀୟ ଖୋ-ଖୋ ଖେଳାଳି ଯମୁନା ଜାନି ଏବଂ ଭଦ୍ରି ଶବର ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଜାତୀଯ଼ ଖୋ-ଖୋ ଖେଳାଳି ଜମୁନା ଜାନି ଏବଂ ଭଦ୍ର ସାବରା କ୍ରୀଡା ପ୍ରତିଯୋଗିତାରେ ଥିବା ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଝିଅ ଓ ଯୁବତୀ ମାନଙ୍କୁ କ୍ରୀଡା ଏବଂ ଶାରୀରିକ କ୍ରୀଡା କ୍ଷେତ୍ରରେ ନିଷ୍ଠା ଓ ଅଭ୍ୟାସ ବଳରେ ଜଣେ ଭଲ ଖେଳାଳି ହୋଇ ନିଜର ପ୍ରତିଭାକୁ ପ୍ରଦର୍ଶିତ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସକ୍ରିୟ ଭାବରେ ଜଡିତ ହେବାକୁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଶକ୍ତି , ଆତ୍ମବିଶ୍ୱାସ ଏବଂ ଦୃଢ଼ ସଂକଳ୍ପକୁ ପାଳନ କରାଯିବା ସହ ଯୁବ ପିଢ଼ିକୁ ଅଧିକ ସଶକ୍ତ କରିବାରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆଯ଼ୋଜକମାନେ ସମସ୍ତ ଅତିଥି , ଅଂଶଗ୍ରହଣକାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

- ପୂର୍ବ ଅଭିଯୋଗ ଶୁଣାଣି ଶିବିର ରେ କେତେ ଅଭିଯୋଗ ସମାଧାନ ହେଲା? କହିପାରୁ ନାହାଁନ୍ତି ଅଧିକାରୀ। ପୂର୍ବ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ୟା ର ସମଧାନ ହେଉ ନ ଥିବା ଅଭିଯୋଗ। ଉତ୍ତର ଦେଇ ପାରୁ ନାହାଁନ୍ତି ଅଧିକାରୀ।1
- Post by Ansubhai Pandey1
- ବର୍ଷ ବିଜେଡି ଶାସନ ଭିତରେ ତୁଙ୍ଗନେତା ଜନକଲ୍ୟାଣ ନାମ ରେ ନିଜ ଦଳର କର୍ମୀଙ୍କୁ ଆର୍ଥୀକ ସମ୍ବଳ ଯୋଗାଇ କଲ୍ୟାଣହି କାଗଜ କଲମରେ ଲିପିବଦ୍ଧ ହେ।ଇ ରହିଗଲା। ଯେଉଥି ପାଇଁ ଜନତା ଜନାର୍ଦନ ବିଜେଡି ସରକାରକୁ ପଦଚ୍ୟୁତ କଲେ। ହେଲେ ଓଡିଶାରେ ବିଜେପି ସରକାରର ଶାସନ ଚାଲୁଥିବା ବେଳେ ରାୟଗଡା ଜିଲ୍ଲାର ଏକ ପ୍ରକାର କଂଗ୍ରେସ ସରକାର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।1
- ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ #live_odisha_news_update #published_from1
- ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1

- ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ #viral #important #news #latest #update #viral #content #odisha1