logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସକାଲୁଆ _ସ୍କୁଲ _ନିର୍ଦେଶ ସକାଲୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ର ନିର୍ଦେଶ ସକାଲୁଆ ୬ରୁ ଦିନର ସାଢେ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ । ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଲୁଆ ସ୍କୁଲ ଚାଲୁ ରହିବ ।

19 hrs ago
user_Ajira Samachar
Ajira Samachar
Photographer ସୋନପୁର, ସୋନପୁର, ଓଡ଼ିଶା•
19 hrs ago
ba3bc933-7715-43df-9e19-84de34266e00

ସକାଲୁଆ _ସ୍କୁଲ _ନିର୍ଦେଶ ସକାଲୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ର ନିର୍ଦେଶ ସକାଲୁଆ ୬ରୁ ଦିନର ସାଢେ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ । ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଲୁଆ ସ୍କୁଲ ଚାଲୁ ରହିବ ।

More news from ଓଡ଼ିଶା and nearby areas
  • ୩ଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଦୁଇ ଦିନ ବ୍ୟବଧାନରେ ଆଜି ପୁଣି ୩ଟି ସ୍ଥାନରୁ ସୁବର୍ଣ୍ଣପୁର ପୋଲିସ ହାତରେ ଗଞ୍ଜେଇ ଚାଲାଣ ଧରା ପଡ଼ିଛି। ବୀରମହାରାଜପୁର ଥାନା ବାଘଲପୁରଠାରେ ଏକ ଡାଲା ଗାଡ଼ିକୁ ଧରିଥିବାବେଳେ ସୋନପୁର ବୁଢ଼ାରଜା ଛକରୁ ଆର୍ଟିଗା ଗାଡ଼ି ହୋଇଛି ଜବତ। ଆର୍ଟିଗାରେ ଦୁଇ ଯୁବତୀଙ୍କ ସହ ଡ୍ରାଇଭର ଗିରଫ। ୩୦ ପ୍ୟାକେଟ ଗଞ୍ଜେଇ ଜବତ। ଅନ୍ୟ ପଟରେ ବାଘଲପୁରଠାରେ ଧରା ପଡ଼ିଥିବା ଡ଼ାଲା ଗାଡ଼ିରେ ୧୧୮ ପ୍ୟାକେଟରେ ୧.୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ଲଛିପୁର ଥାନା ତିଲେଇମାଲ ରାସ୍ତାରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
    1
    ୩ଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ 
ସୁବର୍ଣ୍ଣପୁର: ଦୁଇ ଦିନ ବ୍ୟବଧାନରେ ଆଜି ପୁଣି ୩ଟି ସ୍ଥାନରୁ ସୁବର୍ଣ୍ଣପୁର ପୋଲିସ ହାତରେ ଗଞ୍ଜେଇ ଚାଲାଣ ଧରା ପଡ଼ିଛି।  ବୀରମହାରାଜପୁର ଥାନା ବାଘଲପୁରଠାରେ ଏକ ଡାଲା ଗାଡ଼ିକୁ ଧରିଥିବାବେଳେ ସୋନପୁର ବୁଢ଼ାରଜା ଛକରୁ ଆର୍ଟିଗା ଗାଡ଼ି ହୋଇଛି ଜବତ। ଆର୍ଟିଗାରେ ଦୁଇ ଯୁବତୀଙ୍କ ସହ ଡ୍ରାଇଭର ଗିରଫ। ୩୦ ପ୍ୟାକେଟ ଗଞ୍ଜେଇ ଜବତ। ଅନ୍ୟ ପଟରେ ବାଘଲପୁରଠାରେ ଧରା ପଡ଼ିଥିବା ଡ଼ାଲା ଗାଡ଼ିରେ ୧୧୮ ପ୍ୟାକେଟରେ ୧.୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ଲଛିପୁର ଥାନା ତିଲେଇମାଲ ରାସ୍ତାରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    2
    Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    13 hrs ago
  • ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    1
    ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା 
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 hrs ago
  • କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା। ✨ ମୁଖ୍ୟ ଆକର୍ଷଣ: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। 🤝 ଅତିଥି ବୃନ୍ଦ: ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ: ✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର) ✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର) ✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ) ✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି) ✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର) ✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ) ✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର) ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    1
    କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା।
✨ ମୁଖ୍ୟ ଆକର୍ଷଣ:
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
🤝 ଅତିଥି ବୃନ୍ଦ:
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ:
✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର)
✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର)
✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ)
✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି)
✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର)
✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ)
✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର)
ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    20 min ago
  • ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।
    1
    ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।
    user_Ram kumar meena
    Ram kumar meena
    Bargarh, Odisha•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.