logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲାର ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମାବୁଢୀ ଦେଇଙ୍କ ନୂତନ ଗୃହପ୍ରବେଶ ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।

4 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
4 hrs ago

ଢେଙ୍କାନାଳ ଜିଲ୍ଲାର ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମାବୁଢୀ ଦେଇଙ୍କ ନୂତନ ଗୃହପ୍ରବେଶ ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।

More news from ଓଡ଼ିଶା and nearby areas
  • ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    3
    ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା  ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ  ଵିରମହାରାଜପୁର ଶ୍ରୀ ହେମନ୍ତ  ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ  ଯଦି ଚାହିବେ  କିଛି ସମୟ ଦିନ ରେ ଆସି  ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ  ଯାହା ଫଲରେ ଶିଶୁ ଓ ଥାନା  ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ  ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ  ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    11 hrs ago
  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha
    1
    ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#Mohanmajhi #CMOOdisha
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 hrs ago
  • ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା ମୋର୍ ଅଧିକାର
    1
    ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା 
ମୋର୍ ଅଧିକାର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • Post by Kumar
    1
    Post by Kumar
    user_Kumar
    Kumar
    Actor ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    17 hrs ago
  • ଖୁସି ଖବର ୭ ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ
    1
    ଖୁସି ଖବର ୭ ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
  • नासा का 50 वर्षों से अधिक समय के बाद चंद्रमा लिए पहला मानवयुक्त मिशन - #ArtemisII के ऑरियन अंतरिक्ष यान का प्रक्षेपण हो गया है। इस रॉकेट ने भारतीय समयानुसार आज तड़के लगभग 3.54 मिनट पर अमरीका के फ्लोरिडा स्थित कैनेडी स्पेस सेंटर से उड़ान भरी।
    1
    नासा का 50 वर्षों से अधिक समय के बाद चंद्रमा लिए पहला मानवयुक्त मिशन - #ArtemisII  के ऑरियन अंतरिक्ष यान का प्रक्षेपण हो गया है। इस रॉकेट ने भारतीय समयानुसार आज तड़के लगभग 3.54 मिनट पर अमरीका के फ्लोरिडा स्थित कैनेडी स्पेस सेंटर से उड़ान भरी।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 hrs ago
  • ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.
    1
    ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.