Shuru
Apke Nagar Ki App…
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha
Anuj Shrma
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha
More news from Sambalpur and nearby areas
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha1
- ।।ବେଲପାହାଡ଼ ଉଚ୍ଛବ୍ ମଚାନ୍ ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।। ଝାରସୁଗୁଡ଼ା ଜିଲା ବେଲପାହାଡ଼ ରତ୍ନ ମଣ୍ଡପରେ ଚାଲିଥିବା ବେଲପାହାଡ଼ ଉଚ୍ଛବ୍ ମଚାନ୍-୨୦୨୬ ଗତ ବୁଧବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ବେଶ୍ ମନମୋହିଛି ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ଗତ ୨୨ ତାରିଖ ଆରମ୍ଭ ହୋଇଥିବା ବେଳେ ଗତ ୨୬ ତାରିଖ ସମାପ୍ତ ହୋଇଯାଇଛି ।ଚତୁର୍ଥ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ମୁକ୍ତା ସାହୁ, ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ଦାସ, ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସଂଗୀତା ସାହୁ ସାମିଲ ରହିଥିବା ବେଳେ ଆୟୋଜକ ଉଚ୍ଛବ୍ କମିଟିର ସଭାପତି ରାଜେଶ ଭୋଇ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଉପଦେଷ୍ଟା ପ୍ରମୋଦ ସେନାପତି, ଶ୍ରୀକର ଭୋଇ ପ୍ରମୁଖ ଯୋଗଦେଇ ମା' ସମଲେଇ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ। ଅତିଥିମାନେ ମଚାନ ଉଚ୍ଛବ୍ ବିଷୟରେ ଆଲୋକପାତ କରିବାସହ ଏହାଦ୍ୱାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡ଼ବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କଳାହାଣ୍ଡିର ଘୁମୁରା ବାଦ୍ୟ, ଟିଟିଲାଗଡ଼ର ଢାପ ବାଦ୍ୟ, ଭୁବନେଶ୍ୱର ନଟରାଜ ଡାନ୍ସ ଗ୍ରୁପର କଳାକାରଙ୍କ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ବେଶ୍ ମନମୋହିଥିଲେ। ଏହି ଅବସରରେ ଯୁବ ପାରା ଆଥଲେଟ୍ ବେଲପାହାଡ଼ର ଗୋବିନ୍ଦ ଦୁବେ ଓ ଭାରତୀୟ ସୁନ୍ଦରୀ ଦଳଗାଁର ତିତିକ୍ଷା ଧୁରୁଆ ଦୁଇ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।ଆୟୋଜକ ନୂତନ କମିଟିରେ ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ବ ନିର୍ବାହ କରିଛନ୍ତି।1
- ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟାଙ୍କିରୁ ସେଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ଦୁଃଖର ଲହରୀ ଖେଳିଯାଇଛି I ଅନ୍ୟ ପଟେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମୃତକ ହେଲେ ସୁଶୀଳ ନାଏକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି I ମହୁଲପାଲି ପୋଲିସ ଏକା ଅପମୁର୍ତ୍ୟୁ ମାମଲା ରୁଜୁ କରିଛି ଅଧିକା ପଚରା ଉରୁଚୁରା କରୁଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ମହୁଲ ପାଲି ପୋଲିସ I1
- Post by Sonepur news khulasa1
- ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ3
- Post by BAHUJAN ADHIKAR1
- ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ1
- नासा का 50 वर्षों से अधिक समय के बाद चंद्रमा लिए पहला मानवयुक्त मिशन - #ArtemisII के ऑरियन अंतरिक्ष यान का प्रक्षेपण हो गया है। इस रॉकेट ने भारतीय समयानुसार आज तड़के लगभग 3.54 मिनट पर अमरीका के फ्लोरिडा स्थित कैनेडी स्पेस सेंटर से उड़ान भरी।1