logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲେଟ୍ରିନ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଦୁଇ ଗୁରୁତର ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟାଙ୍କିରୁ ସେଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ଦୁଃଖର ଲହରୀ ଖେଳିଯାଇଛି I ଅନ୍ୟ ପଟେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମୃତକ ହେଲେ ସୁଶୀଳ ନାଏକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି I ମହୁଲପାଲି ପୋଲିସ ଏକା ଅପମୁର୍ତ୍ୟୁ ମାମଲା ରୁଜୁ କରିଛି ଅଧିକା ପଚରା ଉରୁଚୁରା କରୁଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ମହୁଲ ପାଲି ପୋଲିସ I

9 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
9 hrs ago

ଲେଟ୍ରିନ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଦୁଇ ଗୁରୁତର ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟାଙ୍କିରୁ ସେଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ଦୁଃଖର ଲହରୀ ଖେଳିଯାଇଛି I ଅନ୍ୟ ପଟେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମୃତକ ହେଲେ ସୁଶୀଳ ନାଏକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି I ମହୁଲପାଲି ପୋଲିସ ଏକା ଅପମୁର୍ତ୍ୟୁ ମାମଲା ରୁଜୁ କରିଛି ଅଧିକା ପଚରା ଉରୁଚୁରା କରୁଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ମହୁଲ ପାଲି ପୋଲିସ I

More news from ଓଡ଼ିଶା and nearby areas
  • ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟାଙ୍କିରୁ ସେଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ଦୁଃଖର ଲହରୀ ଖେଳିଯାଇଛି I ଅନ୍ୟ ପଟେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମୃତକ ହେଲେ ସୁଶୀଳ ନାଏକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି I ମହୁଲପାଲି ପୋଲିସ ଏକା ଅପମୁର୍ତ୍ୟୁ ମାମଲା ରୁଜୁ କରିଛି ଅଧିକା ପଚରା ଉରୁଚୁରା କରୁଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ମହୁଲ ପାଲି ପୋଲିସ I
    1
    ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟାଙ୍କିରୁ ସେଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ଦୁଃଖର ଲହରୀ ଖେଳିଯାଇଛି I ଅନ୍ୟ ପଟେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ମୃତକ ହେଲେ ସୁଶୀଳ ନାଏକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି I ମହୁଲପାଲି ପୋଲିସ ଏକା ଅପମୁର୍ତ୍ୟୁ ମାମଲା ରୁଜୁ କରିଛି ଅଧିକା ପଚରା ଉରୁଚୁରା କରୁଛି ଶବ  ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ମହୁଲ ପାଲି ପୋଲିସ I
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #Mohanmajhi #CMOOdisha
    1
    ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#Mohanmajhi #CMOOdisha
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • Child Friendly Police Station in Barkote, Odisha. It outlines the legal rights and protections for children in conflict with the law or in need of care and protection, specifically under the Juvenile Justice (Care and Protection of Children) Act, 2015. Key highlights from the poster include: Designated Support Officers Every police station must have a designated Child Welfare Police Officer (CWPO) to handle cases involving children. Each district has a Special Juvenile Police Unit (SJPU) led by a Police Officer of the rank of Deputy Superintendent of Police or above. Legal Rights & Procedures Legal Aid: Children in need of care or protection are entitled to free legal services through the District Legal Services Authority (DLSA). Immediate Assistance: The police must provide immediate medical aid, food, and emotional support to children as needed. Confidentiality: The identity of a child (name, address, school, etc.) must not be disclosed in any report or to the media. Non-adversarial Environment: Police officers are instructed not to wear uniforms or use harsh language when interacting with children. Important Contact Numbers For assistance, the following contact numbers are listed: OrganizationContact NumberCHILDLINE1098 (Toll-free)Child Welfare Committee (CWC)06641-226643District Legal Services Authority (DLSA)06641-226615Barkote Police Station9438915479Juvenile Justice Board (JJB)06641-226647 Next Step: Would you like me to find more contact details for child welfare services in a specific district of Odisha, or do you need more information on a particular section of
    3
    Child Friendly Police Station in Barkote, Odisha. It outlines the legal rights and protections for children in conflict with the law or in need of care and protection, specifically under the Juvenile Justice (Care and Protection of Children) Act, 2015.
Key highlights from the poster include:
Designated Support Officers
Every police station must have a designated Child Welfare Police Officer (CWPO) to handle cases involving children.
Each district has a Special Juvenile Police Unit (SJPU) led by a Police Officer of the rank of Deputy Superintendent of Police or above.
Legal Rights & Procedures
Legal Aid: Children in need of care or protection are entitled to free legal services through the District Legal Services Authority (DLSA).
Immediate Assistance: The police must provide immediate medical aid, food, and emotional support to children as needed.
Confidentiality: The identity of a child (name, address, school, etc.) must not be disclosed in any report or to the media.
Non-adversarial Environment: Police officers are instructed not to wear uniforms or use harsh language when interacting with children.
Important Contact Numbers
For assistance, the following contact numbers are listed:
OrganizationContact NumberCHILDLINE1098 (Toll-free)Child Welfare Committee (CWC)06641-226643District Legal Services Authority (DLSA)06641-226615Barkote Police Station9438915479Juvenile Justice Board (JJB)06641-226647
Next Step: Would you like me to find more contact details for child welfare services in a specific district of Odisha, or do you need more information on a particular section of
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    28 min ago
  • ।।ବେଲପାହାଡ଼ ଉଚ୍ଛବ୍ ମଚାନ୍ ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।। ଝାରସୁଗୁଡ଼ା ଜିଲା ବେଲପାହାଡ଼ ରତ୍ନ ମଣ୍ଡପରେ ଚାଲିଥିବା ବେଲପାହାଡ଼ ଉଚ୍ଛବ୍ ମଚାନ୍-୨୦୨୬ ଗତ ବୁଧବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ବେଶ୍ ମନମୋହିଛି ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ଗତ ୨୨ ତାରିଖ ଆରମ୍ଭ ହୋଇଥିବା ବେଳେ ଗତ ୨୬ ତାରିଖ ସମାପ୍ତ ହୋଇଯାଇଛି ।ଚତୁର୍ଥ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ମୁକ୍ତା ସାହୁ, ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ଦାସ, ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସଂଗୀତା ସାହୁ ସାମିଲ ରହିଥିବା ବେଳେ ଆୟୋଜକ ଉଚ୍ଛବ୍ କମିଟିର ସଭାପତି ରାଜେଶ ଭୋଇ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଉପଦେଷ୍ଟା ପ୍ରମୋଦ ସେନାପତି, ଶ୍ରୀକର ଭୋଇ ପ୍ରମୁଖ ଯୋଗଦେଇ ମା' ସମଲେଇ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ। ଅତିଥିମାନେ ମଚାନ ଉଚ୍ଛବ୍ ବିଷୟରେ ଆଲୋକପାତ କରିବାସହ ଏହାଦ୍ୱାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡ଼ବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କଳାହାଣ୍ଡିର ଘୁମୁରା ବାଦ୍ୟ, ଟିଟିଲାଗଡ଼ର ଢାପ ବାଦ୍ୟ, ଭୁବନେଶ୍ୱର ନଟରାଜ ଡାନ୍ସ ଗ୍ରୁପର କଳାକାରଙ୍କ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ବେଶ୍ ମନମୋହିଥିଲେ। ଏହି ଅବସରରେ ଯୁବ ପାରା ଆଥଲେଟ୍ ବେଲପାହାଡ଼ର ଗୋବିନ୍ଦ ଦୁବେ ଓ ଭାରତୀୟ ସୁନ୍ଦରୀ ଦଳଗାଁର ତିତିକ୍ଷା ଧୁରୁଆ ଦୁଇ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।ଆୟୋଜକ ନୂତନ କମିଟିରେ ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସ‌ହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ବ ନିର୍ବାହ କରିଛନ୍ତି।
    1
    ।।ବେଲପାହାଡ଼ ଉଚ୍ଛବ୍ ମଚାନ୍ ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।।
ଝାରସୁଗୁଡ଼ା ଜିଲା ବେଲପାହାଡ଼ ରତ୍ନ ମଣ୍ଡପରେ ଚାଲିଥିବା ବେଲପାହାଡ଼ ଉଚ୍ଛବ୍ ମଚାନ୍-୨୦୨୬ ଗତ ବୁଧବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ବେଶ୍ ମନମୋହିଛି ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ଗତ ୨୨ ତାରିଖ ଆରମ୍ଭ ହୋଇଥିବା ବେଳେ ଗତ ୨୬ ତାରିଖ ସମାପ୍ତ ହୋଇଯାଇଛି ।ଚତୁର୍ଥ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ମୁକ୍ତା ସାହୁ, ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ଦାସ, ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସଂଗୀତା ସାହୁ ସାମିଲ ରହିଥିବା ବେଳେ ଆୟୋଜକ ଉଚ୍ଛବ୍ କମିଟିର ସଭାପତି ରାଜେଶ ଭୋଇ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଉପଦେଷ୍ଟା ପ୍ରମୋଦ ସେନାପତି, ଶ୍ରୀକର ଭୋଇ ପ୍ରମୁଖ ଯୋଗଦେଇ ମା' ସମଲେଇ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ। ଅତିଥିମାନେ ମଚାନ ଉଚ୍ଛବ୍ ବିଷୟରେ ଆଲୋକପାତ କରିବାସହ ଏହାଦ୍ୱାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡ଼ବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କଳାହାଣ୍ଡିର ଘୁମୁରା ବାଦ୍ୟ, ଟିଟିଲାଗଡ଼ର ଢାପ ବାଦ୍ୟ, ଭୁବନେଶ୍ୱର ନଟରାଜ ଡାନ୍ସ ଗ୍ରୁପର କଳାକାରଙ୍କ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ବେଶ୍ ମନମୋହିଥିଲେ। ଏହି ଅବସରରେ ଯୁବ ପାରା ଆଥଲେଟ୍ ବେଲପାହାଡ଼ର ଗୋବିନ୍ଦ ଦୁବେ ଓ ଭାରତୀୟ ସୁନ୍ଦରୀ ଦଳଗାଁର ତିତିକ୍ଷା ଧୁରୁଆ ଦୁଇ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।ଆୟୋଜକ ନୂତନ କମିଟିରେ ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସ‌ହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ବ ନିର୍ବାହ କରିଛନ୍ତି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    13 hrs ago
  • ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    1
    ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    3
    ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା  ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ  ଵିରମହାରାଜପୁର ଶ୍ରୀ ହେମନ୍ତ  ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ  ଯଦି ଚାହିବେ  କିଛି ସମୟ ଦିନ ରେ ଆସି  ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ  ଯାହା ଫଲରେ ଶିଶୁ ଓ ଥାନା  ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ  ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ  ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଗୁଦଗୁଦା ମହୋତ୍ସବ ତୃତୀୟ ତଥା ଅନ୍ତିମ ଉଦଯାପନୀ ସମାରୋହ. କୁଚିଣ୍ଡା. ସମ୍ୱଲପୁର ଜିଲ୍ଲା ର କୁଚିଣ୍ଡା ର ଗର୍ବ ଓ ଗୌରବ କୁ ନେଇ ଆରମ୍ଭ ହୋଇଥିବା ଗୁଦଗୁଦା ମହୋତ୍ସବ ମହା ସମାରୋହ ରେ ସମାପ୍ତ ହୋଇଛି. ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଅଞ୍ଚଳର ବଛା ବଛା କଳାକାର ଙ୍କୁ ନେଇ ଦୁଲୁକୁଥିବା ମଞ୍ଚ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ବିମୋହିତ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, କମିଶନର ମହାନଗର ନିଗମ ରୋହନ କ୍ଷେତ୍ରୀ, ଉପଜିଲ୍ଲାପାଳ ତଥା ଗୁଦଗୁଦା ମହୋତ୍ସବ କମିଟି ସଭାପତି ସରୱାନନ ସ, ବରିଷ୍ଠ ନାଟ୍ୟକାର ଓ ନିର୍ଦେଶକ ପ୍ରଦୀପ ପଣ୍ଡା, ବରିଷ୍ଠ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରତୋର କାମନା କରିଥିଲେ. ଅନ୍ତିମ ସନ୍ଧ୍ୟାରେ ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କୁଚିଣ୍ଡା ଜମନକିରା, ବାମରା ଆଦି ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁନ୍ଦର ସୁନ୍ଦର ନୃତ୍ୟଗୀତ ପରିବେଷଣ କରାଯାଇଥିଲା.
    1
    ଗୁଦଗୁଦା ମହୋତ୍ସବ ତୃତୀୟ ତଥା ଅନ୍ତିମ ଉଦଯାପନୀ ସମାରୋହ.
କୁଚିଣ୍ଡା. ସମ୍ୱଲପୁର ଜିଲ୍ଲା ର କୁଚିଣ୍ଡା ର ଗର୍ବ ଓ ଗୌରବ କୁ ନେଇ ଆରମ୍ଭ ହୋଇଥିବା ଗୁଦଗୁଦା ମହୋତ୍ସବ ମହା ସମାରୋହ ରେ  ସମାପ୍ତ ହୋଇଛି. ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଅଞ୍ଚଳର ବଛା ବଛା କଳାକାର ଙ୍କୁ ନେଇ ଦୁଲୁକୁଥିବା ମଞ୍ଚ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ବିମୋହିତ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, କମିଶନର ମହାନଗର ନିଗମ ରୋହନ କ୍ଷେତ୍ରୀ, ଉପଜିଲ୍ଲାପାଳ ତଥା ଗୁଦଗୁଦା ମହୋତ୍ସବ କମିଟି ସଭାପତି ସରୱାନନ ସ, ବରିଷ୍ଠ ନାଟ୍ୟକାର ଓ ନିର୍ଦେଶକ ପ୍ରଦୀପ ପଣ୍ଡା, ବରିଷ୍ଠ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରତୋର କାମନା କରିଥିଲେ. ଅନ୍ତିମ ସନ୍ଧ୍ୟାରେ ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କୁଚିଣ୍ଡା ଜମନକିରା, ବାମରା ଆଦି ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁନ୍ଦର ସୁନ୍ଦର ନୃତ୍ୟଗୀତ ପରିବେଷଣ କରାଯାଇଥିଲା.
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.