ତିନି ଦିନ ଧରି ଚାଲିଲା ଗୁଦଗୁଦା ମହୋତ୍ସବ, ନାଚ ଗୀତ ରେ ଝୁମିଲା କୁଚିଣ୍ଡା ଅଞ୍ଚଳ ଗୁଦଗୁଦା ମହୋତ୍ସବ ତୃତୀୟ ତଥା ଅନ୍ତିମ ଉଦଯାପନୀ ସମାରୋହ. କୁଚିଣ୍ଡା. ସମ୍ୱଲପୁର ଜିଲ୍ଲା ର କୁଚିଣ୍ଡା ର ଗର୍ବ ଓ ଗୌରବ କୁ ନେଇ ଆରମ୍ଭ ହୋଇଥିବା ଗୁଦଗୁଦା ମହୋତ୍ସବ ମହା ସମାରୋହ ରେ ସମାପ୍ତ ହୋଇଛି. ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଅଞ୍ଚଳର ବଛା ବଛା କଳାକାର ଙ୍କୁ ନେଇ ଦୁଲୁକୁଥିବା ମଞ୍ଚ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ବିମୋହିତ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, କମିଶନର ମହାନଗର ନିଗମ ରୋହନ କ୍ଷେତ୍ରୀ, ଉପଜିଲ୍ଲାପାଳ ତଥା ଗୁଦଗୁଦା ମହୋତ୍ସବ କମିଟି ସଭାପତି ସରୱାନନ ସ, ବରିଷ୍ଠ ନାଟ୍ୟକାର ଓ ନିର୍ଦେଶକ ପ୍ରଦୀପ ପଣ୍ଡା, ବରିଷ୍ଠ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରତୋର କାମନା କରିଥିଲେ. ଅନ୍ତିମ ସନ୍ଧ୍ୟାରେ ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କୁଚିଣ୍ଡା ଜମନକିରା, ବାମରା ଆଦି ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁନ୍ଦର ସୁନ୍ଦର ନୃତ୍ୟଗୀତ ପରିବେଷଣ କରାଯାଇଥିଲା.

- ଗୁଦଗୁଦା ମହୋତ୍ସବ ତୃତୀୟ ତଥା ଅନ୍ତିମ ଉଦଯାପନୀ ସମାରୋହ. କୁଚିଣ୍ଡା. ସମ୍ୱଲପୁର ଜିଲ୍ଲା ର କୁଚିଣ୍ଡା ର ଗର୍ବ ଓ ଗୌରବ କୁ ନେଇ ଆରମ୍ଭ ହୋଇଥିବା ଗୁଦଗୁଦା ମହୋତ୍ସବ ମହା ସମାରୋହ ରେ ସମାପ୍ତ ହୋଇଛି. ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଅଞ୍ଚଳର ବଛା ବଛା କଳାକାର ଙ୍କୁ ନେଇ ଦୁଲୁକୁଥିବା ମଞ୍ଚ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ବିମୋହିତ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, କମିଶନର ମହାନଗର ନିଗମ ରୋହନ କ୍ଷେତ୍ରୀ, ଉପଜିଲ୍ଲାପାଳ ତଥା ଗୁଦଗୁଦା ମହୋତ୍ସବ କମିଟି ସଭାପତି ସରୱାନନ ସ, ବରିଷ୍ଠ ନାଟ୍ୟକାର ଓ ନିର୍ଦେଶକ ପ୍ରଦୀପ ପଣ୍ଡା, ବରିଷ୍ଠ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହୋତ୍ସବ ର ଉତ୍ତରତୋର କାମନା କରିଥିଲେ. ଅନ୍ତିମ ସନ୍ଧ୍ୟାରେ ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କୁଚିଣ୍ଡା ଜମନକିରା, ବାମରା ଆଦି ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁନ୍ଦର ସୁନ୍ଦର ନୃତ୍ୟଗୀତ ପରିବେଷଣ କରାଯାଇଥିଲା.1
- 🌧️ 𝐀𝐬𝐬𝐚𝐦 𝐖𝐞𝐚𝐭𝐡𝐞𝐫 𝐅𝐨𝐫𝐞𝐜𝐚𝐬𝐭: Rain pouring? Crowd pouring! (at PM Modi's rally) 🚶♂️ 𝐑𝐚𝐡𝐮𝐥 𝐆𝐚𝐧𝐝𝐡𝐢'𝐬 𝐑𝐨𝐚𝐝𝐬𝐡𝐨𝐰: So empty, even Google Maps couldn’t find any traffic.1
- ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ଅବସ୍ଥିତ ଗୁପ୍ତେଶ୍ୱର ଵାଵା ଦଣ୍ଡପାଟି ଗଇଲମରା । ଦଣ୍ଡଯାତ୍ରା କରିବା ସମୟରେ ଜୟ ଗୁପ୍ତେଶ୍ୱର ବାବା ଦଣ୍ଡପାଟି ।1
- ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ1
- Post by Ranjan hota1
- कटक उच्च न्यायालय के लालबाग पुलिस स्टेशन क्षेत्र में स्थित परिसर में 3 मोटरसाइकिल और एक स्कॉर्पियो कार में आग लग गई।1