Shuru
Apke Nagar Ki App…
ଅଗ୍ନିକାଣ୍ଡରେ ଜଳିଗଲା ଜଳଖିଆ ଦୋକାନ l ଗଁଦିଆ ବ୍ଲକ ଷ୍ଟାଣ୍ଡ ଠାରେ ଥିବା ବିନୋଦ ସାହୁ ଦୋକାନ ଅଗ୍ନିକାଣ୍ଡରେ ଜଳିଗଲା ଜଳଖିଆ ଦୋକାନ l ଗଁଦିଆ ବ୍ଲକ ଷ୍ଟାଣ୍ଡ ଠାରେ ଥିବା ବିନୋଦ ସାହୁ ଙ୍କର ଜଳଖିଆ ଦୋକାନରେ କାଠ ଚୁଲାରେ ଜଳଖିଆ ପ୍ରସ୍ତୁତ ଚାଲିଥିବା ସମୟରେ କୌଣସି କାରଣ ବଶତଃ ହଟାତ ଉକ୍ତ ଚୁଲାରୁ ନିଆଁ ଉପରେ ଥିବା ଚାଳ ଛପର କୁ ଲାଗିଯାଇଥିଲା ତୁରନ୍ତ ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉକ୍ତ ନିଆଁକୁ ଆୟତ୍ତ କରିଥିଲେ l ଏହି ନିଆଁ ଲିଭା କାର୍ଯ୍ୟରେ ଯୁବ ସମାଜସେବୀ ପରମାନନ୍ଦ ବେହେରା ସମ୍ପୂର୍ଣ ସହଯୋଗ କରିଥିଲେ ଉକ୍ତ ଦୋକାନରେ ପ୍ରସ୍ତୁତ ଥିବା ତେଲ ଭାଜି ସବୁ ନଷ୍ଟ ହୋଇଥିଲା
Tapasdas 6372788705
ଅଗ୍ନିକାଣ୍ଡରେ ଜଳିଗଲା ଜଳଖିଆ ଦୋକାନ l ଗଁଦିଆ ବ୍ଲକ ଷ୍ଟାଣ୍ଡ ଠାରେ ଥିବା ବିନୋଦ ସାହୁ ଦୋକାନ ଅଗ୍ନିକାଣ୍ଡରେ ଜଳିଗଲା ଜଳଖିଆ ଦୋକାନ l ଗଁଦିଆ ବ୍ଲକ ଷ୍ଟାଣ୍ଡ ଠାରେ ଥିବା ବିନୋଦ ସାହୁ ଙ୍କର ଜଳଖିଆ ଦୋକାନରେ କାଠ ଚୁଲାରେ ଜଳଖିଆ ପ୍ରସ୍ତୁତ ଚାଲିଥିବା ସମୟରେ କୌଣସି କାରଣ ବଶତଃ ହଟାତ ଉକ୍ତ ଚୁଲାରୁ ନିଆଁ ଉପରେ ଥିବା ଚାଳ ଛପର କୁ ଲାଗିଯାଇଥିଲା ତୁରନ୍ତ ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉକ୍ତ ନିଆଁକୁ ଆୟତ୍ତ କରିଥିଲେ l ଏହି ନିଆଁ ଲିଭା କାର୍ଯ୍ୟରେ ଯୁବ ସମାଜସେବୀ ପରମାନନ୍ଦ ବେହେରା ସମ୍ପୂର୍ଣ ସହଯୋଗ କରିଥିଲେ ଉକ୍ତ ଦୋକାନରେ ପ୍ରସ୍ତୁତ ଥିବା ତେଲ ଭାଜି ସବୁ ନଷ୍ଟ ହୋଇଥିଲା
More news from Odisha and nearby areas
- ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS1
- Post by Dhenkanal News1
- Post by Dipak Kumar Nayak4
- ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ... ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by P. madhu sudan rao dora2
- Post by NEWS MANORANJAN1
- Post by KSHIROD CHANDRA PANDA1
- ଆଜ୍ଞାମାଳ ଆସିବା ପରେ ଗଣେଶ ବଜାର ରଥଗଡା ଠାରେ ରଥଯାତ୍ରା ପାଇଁ ଆଜି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ। ଢେଙ୍କାନାଳ ସଦର : ଢେ଼ଙ୍କାନାଳର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଠାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ ପରେ ମହାପ୍ରଭୁଙ୍କ ଠୁ ଆଜ୍ଞାମାଳ ଆଣିବା ପରେ ଢେଙ୍କାନାଳ ସହର ଗଣେଶ ବଜାର ରଥଗଡ଼ା ଠାରେ ଥିବା କାଠକୁ ରଥଖଳାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ କରାଯାଇଥିଲା। ଆଜ୍ଞାମାଳ ନେବା ପରେ ଏହି ରଥ କାଠ ପାଇଁ ଅନୁକୂଳ କରାଯାଇଥିଲା। ଏହି କାଠ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାର ପୂର୍ବରୁ ବିଧି ରହି ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆଜିର ଦିନରେ ଅର୍ଥାତ ଅକ୍ଷୟତୃତୀୟାରେ ଏହି ରଥ କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥାଏ ଏଵଂ ଚଳିତ ବର୍ଷ ମଧ୍ୟ ଆଜି ଦିନ ୧୧ଟା ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।1