logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ଅଦ୍ୟ ତା. 22/04/2026 ରିଖ ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।

11 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ଅଦ୍ୟ ତା. 22/04/2026 ରିଖ ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    1
    ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ 
ଅଦ୍ୟ ତା. 22/04/2026 ରିଖ 
ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ  ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। 
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    11 hrs ago
  • ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ
    1
    ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    7 hrs ago
  • 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    1
    🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    1
    କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି. #ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.
    1
    ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି.
#ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    3 hrs ago
  • କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    1
    କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • like share comment follow kar please soft
    2
    like share comment follow kar please soft
    user_Kailash Kandapani
    Kailash Kandapani
    Administrative attorney Kalyanasingpur, Rayagada•
    7 hrs ago
  • ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    1
    ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.