ଅନୁଭବ ମଣିଷ କୁ ଶୃଙ୍ଖଳା ଆଉ ବିଶୃଙ୍ଖଳା ଉଭୟ ର ଯାତ୍ରା କୁ ଆଦରି ନେଲା ପାଇଁ, ତିଆରି କରିଥାଏ । ସେଇ ଅନୁଭବ, ଅଧିକାଂଶ ସମୟ ରେ, ଅନ୍ଧବିଶ୍ୱାସ ର ଗଭିରତା ର ପୁଷ୍କରିଣୀ ରେ ସ୍ନାନ କରିବାକୁ, ଭୟ ମଧ୍ୟ କରିଥାଏ । ଏଇ ପୋଷ୍ଟ ଟା କିଛି ଟା..... ଏଇ ସନ୍ଦର୍ଭ ରେ ...... ___________________ ଆତ୍ମା ବିଷୟ ଚର୍ଚ୍ଚା କୁ ଆସିଲେ, ଲୋକେ, ବହୁତକାଂଶ ଶୁଣିବା କୁ ଅଣଦେଖା କରନ୍ତି, କାହିଁକି ନା, ତାହା ସେମାନଙ୍କ ପାଇଁ ବାସ୍ତବିକତା କୁ ଅଣଦେଖା କରିବା ସଦୃଶ । ତାଙ୍କର ଏଇ ସମ୍ୟକ୍ ଦୃଢ଼ ଧାରଣା ଯୋଗୁଁ, ସେମାନେ ଜୀବନ ଯାତ୍ରା ରେ ସଫଳ ମଧ୍ୟ ହେଇଥାନ୍ତି । କିନ୍ତୁ ସେଇ ଦୃଢ଼ ଧାରଣା ବା ମାନସିକତା ମଧ୍ୟ ଏକ ପ୍ରସ୍ଫୁଟିତ ଚେତନା ର ପ୍ରବାହ କୁ ହିଁ ଦର୍ଶାଏ । ___________________ ଅନେକ କିଛି ଲୋକ, ଆତ୍ମା ବିଷୟ କହିଲେ, ଅଶାନ୍ତ ଆତ୍ମା ର, ମୃତ୍ୟୁ ପଶ୍ଚାତ୍ ର ଅଦ୍ରୃଶ୍ୟ ଇଚ୍ଛା ସହିତ ଜଡିତ, ଲୋକକଥା ଦ୍ୱାରା ପ୍ରେରିତ, ଭୂତ, ପ୍ରେତଙ୍କ ସହିତ ଯୋଡି , କେହି ମଜା ରେ ଶୁଣିବାକୁ ପସନ୍ଦ କରନ୍ତି ଆଉ କେହି ସେମାନଙ୍କ ଭିନ୍ନ ଭାବନା ର ପ୍ରସଙ୍ଗ କୁ ଉଜାଗର କରି, ଏଇ ବିଷୟ କୁ, ଆହୁରି ରୋଚକ, ଏବଂ ଜନପ୍ରିୟ କରିଥାନ୍ତି । ଆଉ କିଛି, ତନ୍ତ୍ର , ମନ୍ତ୍ର , ଯନ୍ତ୍ର ଦ୍ୱାରା, ସେ ବିଷୟ କୁ ଏକ ଭିନ୍ନ ଶ୍ରେଣୀ ରେ ଅନ୍ତର୍ଭୁକ୍ତ କରି ଦେଇଥାନ୍ତି । ____________________ ଯେଉଁମାନେ ସାଧକ, ତପସ୍ୟୀ, ସେମାନେ ଏଇ ବିଷୟ କୁ ଠିକ୍ ସେହିପରି ଜାଣିବା ପାଇଁ, ଇଚ୍ଛା ଅଭିବ୍ୟକ୍ତ କରନ୍ତି, ଯେମିତି ଭିନ୍ନ ଭିନ୍ନ ସଂସ୍ଥା, ସଂଗଠନ, ପନ୍ଥ, ସମ୍ପ୍ରଦାୟ ରେ, ଏକ ଆଧ୍ୟାତ୍ମିକ ଊର୍ଜା ର କେନ୍ଦ୍ର ସଦୃଶ, ଶ୍ଲୋକ ମାଧ୍ୟମ ରେ ହେଉ ବା ପରିଚର୍ଚା ମାଧ୍ୟମ ରେ ହେଉ, ଏହାର ଗଭିର ତତ୍ତ୍ୱ କୁ ଉଜାଗର କରିବାର, ଚେଷ୍ଟା ହେଇଛି ଏବଂ ଆଧୁନିକ ସମାଜ ରେ ସେ ଅନ୍ୟ ଦୃଷ୍ଟିକୋଣ କୁ ସମ୍ପୃକ୍ତ କରି, ଏହାକୁ ଆହୁରି ସରଳ କରିବାର ଚେଷ୍ଟା, ଅନେକ ଦେଶ ବିଦେଶ ର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ର ଭିନ୍ନ ଭିନ୍ନ ବିଭାଗ ମାନଙ୍କ ଦ୍ୱାରା, ସମୟେ ସମୟେ, ଲୋକଲୋଚନକୁ ଅଣାଯାଇଛି । ___________________ ଏବେ ଏବେ, ଯେଉଁ ଉପରେ ଉପସ୍ଥାପନ କଲି, ତାହା ହିଁ, ସନାତନ ସଂସ୍କୃତି କୁ ବୁଝିବା ଆଉ ତାକୁ ସଂସ୍କାର ଆଧାରିତ ଧର୍ମ ଦ୍ୱାରା, ସମାଜ କୁ ନୂତନ ଦିଗ ଦେବାରେ ଅନେକଙ୍କୁ ପ୍ରେରଣା ଦେଇଥାଏ । ଏଇ ମୂଳଦୁଆ ହିଁ, ଅନେକ ସ୍ୱାଧିନତା ସଂଗ୍ରାମୀ, ଜନହିତକାରୀ ରାଜା ମହାରାଜା, ଭିନ୍ନ ଭିନ୍ନ ସମୟ ରେ ଅଣାଯାଇଥିବା ସଂସ୍କାର, ଯାହା ପ୍ରକୃତ ରେ ଏକ ସୁସ୍ଥ ଧରା ର ସଂରଚନା କରିଥିଲା, କରିଛି, କରୁଛି, ଆଉ ଭବିଷ୍ୟ ରେ ମଧ୍ୟ କରୁଥିବ । ଯଦି ଅତିତ ବା ବର୍ତ୍ତମାନ ରେ ବିରୋଧ ହେଇଛି, ତେବେ କେବଳ ଏକ ସମ୍ୟକ୍ ଜ୍ଞାନ ଯୋଗୁଁ ଓ ଏକ ଅବାସ୍ତବିକ ଭୟ କୁ ଅଜଣା ସ୍ୱୀକୃତି ଦେବା ଯୋଗୁଁ । ___________________ ଅନେକ ଲୋକଙ୍କ ଏକ ବିଶ୍ୱାସ ଦୃଢ଼ ହେଇଯାଇଥାଏ, ଯେ ଆତ୍ମା ଅନ୍ୟ ଶରିର ରେ ପ୍ରବେଶ କରି, ନିୟନ୍ତ୍ରଣ କରିଥାଏ । ତାଙ୍କର ଏଇ ମାନ୍ୟତା କୁ ମୁଁ, ସମ୍ପୁର୍ଣ୍ଣ ନା କହିଦେବା ଟା, ତାଙ୍କୁ ବାସ୍ତବିକ ବିଷୟ କୁ ଅବଗତ କରିବାରେ, ପରବର୍ତ୍ତୀ ସମୟ ରେ, ତାଙ୍କ ପାଇଁ ହିଁ ବାଧା ସୃଷ୍ଟି କରିପାରେ । କାରଣ, ଏହା, ଭାତ, ଡାଲି, ତରକାରି, ଚାକିରି, ଆୟ, ବ୍ୟବସାୟ, ପ୍ରେମ,ଆଦିର ଦୈନନ୍ଦିନ ପ୍ରସଙ୍ଗ ରୁ ଭିନ୍ନ, ଯେଉଁଥିରେ, ଆମ ସଭିଙ୍କର ବେଶୀ ସମୟ ଚାଲିଯାଇଥାଏ । ହେଲେ ତା ପରେ, ସମାଜ ରେ ଅନ୍ୟ ଏକ ମହାଯାଲ ବ୍ୟାପ୍ତ, ଯାହା କହେ, ଆଉ ଦୃଢ଼ତା ର ସହ , ତାର ସମର୍ଥନ ରେ ବିରୋଧ ମଧ୍ୟ କରିଥାଏ । ସେଇ ପ୍ରସଙ୍ଗ ଟି, ହେଉଛି, ଅନ୍ୟ କୌଣସି ବ୍ୟକ୍ତି ଙ୍କ ପାଖରେ ଯଦି କୌଣସି, କଳା ବା ଗୁଣ, ଯାହାକି ବିକୃତ ବା ଅଯଥାର୍ଥ ବା ବିଶ୍ରୃଂଖଳା ର ସୃଷ୍ଟି ର କାରଣ ରୂପ ରେ ଦେଖାଦିଏ, ତେବେ, ସେମାନଙ୍କ ଭାବନା, ବାଧ୍ୟ କରିଦେଇଥାଏ, ଏଇ ବ୍ୟକ୍ତି ଟା , ପ୍ରକୃତ ରେ ସିଏ, ଜୀବନ୍ତ ଅଥବା ମୃତ, ଯାହା ସହିତ ସେମାନଙ୍କ ଭାବନା, ସ୍ନେହ ବା ଇର୍ଶ୍ୟା ଜଡିତ । ତା ହେଲେ, କ'ଣ ଜୀବନ୍ତ ବ୍ୟକ୍ତିଙ୍କ ଆତ୍ମା ବି ପ୍ରବେଶ କରିଯାଉଛି ! ____________________ ଏଇ ଉପୋରକ୍ତ ପ୍ରସଙ୍ଗ ଟା, ଅଦ୍ଭୁତ, ଆଉ ବହୁଲୋକ ଙ୍କ, ଯେମିତି ଅଙ୍ଗେ ନିଭା ବିଷୟ । ସେମାନଙ୍କୁ, ମୁଁ ଯଦି ଭୂଲ୍ ବୋଲି କହିଦେବି, ତେବେ ମଧ୍ୟ ସେ ବିଷୟ ଟା ଜୀବନ୍ତ ରହିବ, କାହିଁକି ନା ତାକୁ, ଲୋକ, ନିଜର ଦୈନନ୍ଦିନ ଜୀବନର ଏକ ଅନୁଭବ ର ଅଂଶ ରୂପେ ନେଇଛନ୍ତି । ସିଧା ସଳଖ, ଭାବରେ କହିଲେ, ତାହା, ସେମାନଙ୍କ ବିଶ୍ୱାସ, ଭାବନା ଆଉ ଆସ୍ଥା ସହିତ ଯୋଡି ହେଇ ଯାଇଛି । ____________________ ସେମାନଙ୍କ ଏଇ ବାସ୍ତବିକତା କୁ ସ୍ୱୀକାର କରି, ତାଙ୍କୁ ଭୂଲ୍ ବୋଲି ପ୍ରମାଣିତ କରିବା, ମୋର ହିଁ ଅହଂକାର ର ପୁଷ୍ଟି କରିବ । ତେବେ, ହଁ, କିଛି ଏମିତି ତଥ୍ୟ, ଏବଂ ତତ୍ତ୍ୱ ର ପ୍ରସଙ୍ଗ ଅଛି, ଏବଂ ଉଚିତ୍ ପ୍ରାସଙ୍ଗିକତା ମାଧ୍ୟମ ରେ, ଏଇ ବିଷୟ ଟା କୁ ସମସ୍ତେ , ଯେମିତି ବୁଝି ପାରିବେ, ଠିକ୍ ସମୟ ରେ ସେମିତି ଉପସ୍ଥାପନା କରିବା ପାଇଁ ଇଚ୍ଛୁକ । _____________________ ଏହା, ଚେତନା ସ୍ଥର ର ସେ ପ୍ରସଙ୍ଗ, ଯାହା ଯେତେବେଳେ, ସ୍ନେହ ରେ ସମସ୍ତଙ୍କୁ ଅବୋଧ ବାଳକ ଭଳି ଆଦରି ନେଇଥାଏ, ସେତେବେଳେ, ସେ ଅନେକ ଚେତନା ର ଊର୍ଜା କୁ ନିଜ ଆଡକୁ ଆକର୍ଷଣ କରିଥାଏ । କିନ୍ତୁ ଏହାର ମୁଖ୍ୟତଃ ପ୍ରଭାବ ବିକୃତ, ଅବାସ୍ତବିକ ମାନସିକତା, ରାଗ, ଦ୍ୱେଷ, ଇର୍ଷ୍ୟା, ଭଳି ଊର୍ଜା ର ହିଁ, ପ୍ରତିରୋପଣ, ସେ ବାଳକ ସଦୃଶ ବ୍ୟକ୍ତି, ମଧ୍ୟ ରେ କରିଥାଏ । ଆଉ ଏହା ହିଁ , ଯାହା ଲୋକ ଦେଖିବାକୁ ପାଇଥାନ୍ତି ଓ ତାଙ୍କର ବିଶ୍ୱାସ ଆଉ ଦୃଢ଼ ହେଇ ଯାଇଥାଏ । ଚେତନା ପ୍ରକୃତ ରେ ବହୂ ଆୟାମୀ, ଅନନ୍ତ, ଅସୀମ । ଏବେ ବୁଝିବା ପାଇଁ, ଏତିକି ଟା ଯଥେଷ୍ଟ । ____________________ କିନ୍ତୁ ଯେହେତୁ ବିକାର ହେଉଛି, ସଂସାର ରେ ବ୍ୟାପ୍ତହୋଇ, ଖେଳ କରୁଥିବା, ଚେତନା ର ସେ ରୂପ, ଯାହା ସହିତ, ଜଣା, ଅଜଣା, ପ୍ରତ୍ୟେକ ମଣିଷ, ଏକ ସଂଗ୍ରାମ ଜାରି ରଖିଥାଏ । ସେଇଥିପାଇଁ, ସେ ଭିନ୍ନ ଭିନ୍ନ ବ୍ୟକ୍ତି, ବା ପରିସ୍ଥିତି ଦ୍ୱାରା ପ୍ରଭାବିତ ହେଇ, ସେ ରୂପ ପରିବର୍ତ୍ତନ କରି, ଅନ୍ୟରୂପରେ ଦୃଷ୍ଟିଗୋଚର ହେଇଥାଏ । _____________________ ସବୁଠୁ, ପ୍ରେରଣାଷ୍ପଦ ପ୍ରସଙ୍ଗ ବା ବିଷୟ ଟା ହେଲା, ଯେଉଁଠି ଆପଣଙ୍କୁ ସୂଜନଶୀଳତା, କ୍ରୟାତ୍ମକତା, ସକରାତ୍ମକତା, ବ୍ୟବହାର, ବା ଲେଖା, ରଚନା ଦ୍ୱାରା, ଦୃଷ୍ଟିଗୋଚର ହୋଇଥାଏ, ସେଇଟା ପ୍ରକୃତ ରେ, ସେଇ ବ୍ୟକ୍ତିଙ୍କ ହିଁ, ଅବଦାନ , ଯାହାଙ୍କ ଶରୀର ଦ୍ୱାରା, ତାହା ସେ ବର୍ତମାନ ର ସମୟ ରେ ପ୍ରତିଫଳିତ ହୋଇ, ସଂସାର ସମ୍ମୁଖରେ ଉପସ୍ଥାପନା କରାଯାଇଛି । ତାହା ଅନ୍ୟ କୌଣସି, ଜୀବନ୍ତ ବା ମୃତ ବ୍ୟକ୍ତିଙ୍କ, ଅବଦାନ ନୂହେଁ । ହଁ, ଏକ ପ୍ରମୁଖ, ପ୍ରେରଣା ର ଅଙ୍ଗ ରୂପେ, ଅନ୍ୟ କେହି ଶ୍ରେଷ୍ଠ ବ୍ୟକ୍ତିତ୍ୱ , ଥାଇ ପାରନ୍ତି, ଯେମିତି, ଇତିହାସ ର ସମସ୍ତ ବିଶେଷ ସାହିତ୍ଯକାର, ରଚନାକାର ବା ଅନ୍ୟ ଯେ କୌଣସି ବିଭାଗ ରେ ସ୍ୱର୍ଣିମ ଅକ୍ଷର ରେ ଲେଖାହେଇଛି । ____________________ ଏଇ ପୋଷ୍ଟ ଟା ଓଡ଼ିଆ ରେ ଉପସ୍ଥାପନା ହେବା ସତ୍ବେ, ଯଦି ଏହାର ମୂଖ୍ୟ ପ୍ରେରଣା ସ୍ରୋତ, ଓଡ଼ିଶା ବାସୀ ନ ହେଇ , ଯଦି ଅନ୍ୟ ରାଜ୍ୟ ବା ଅନ୍ୟ ଦେଶ ର କେହି ଜଣେ ଦିବ୍ଯଜ୍ଞ ହେଇଥିବେ, ତାହା ହେଲେ, ଏମିତି ଅନେକ ଅନ୍ୟ ପ୍ରସଙ୍ଗ ମଧ୍ୟ ଅଛି, ଯେଉଁଠି ଗରିମା, ଅସ୍ମିତା ର ତେଜ ପ୍ରବାହ , ଆପଣଙ୍କ ଜ୍ଞାନ ର ପ୍ରଜ୍ଞା କୁ ପ୍ରଭାବିତ, ନ କରିଦେଇଥାଏ । __________________ 🙏 This post is created & presented by founder & contributor of this channel, "Birendra Debta" .

- ଅଚ୍ୟୁତପୁର କାଜ ରେ ବନ୍ୟା ପାଣି ଆସି ସମଗ୍ର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ସୂଚନା ମିଳିଛି । #Balipatna #Baliantablock #Balipatnablockblock #BDOBalianta #BDOBalipatna #DMKhordha #CMOdisha #Jayadevnews1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ1
- हेल्थ मिनिस्टर ने लोइसिंघा बाढ़ प्रभावित इलाकों में लोगों से मुलाकात की, हालात का जायज़ा लेने के लिए डूबे हुए पुलों पर चले,पका हुआ खाना बांटा, लोगों की परेशानियां सुनीं1
- ଢେଙ୍କାନାଳ ବାହୁଡା଼ ଯାତ୍ରା ଶେଷ ଦିନ ରେ କଳାକାର ଙ୍କ ଦ୍ଵାରା ଭାବପୂର୍ଣ୍ଣ କଳା ପଦର୍ଶନ1
- ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଜୟଦେବ ଗ୍ରାମ ସାହେବ ନଗର1