Shuru
Apke Nagar Ki App…
ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
Bharat ମାତା
ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ
More news from Odisha and nearby areas
- ଦେବୀ ନଦୀ ରେ ବନ୍ୟା ଫଳରେ ଜଗତ ସିଂହପୁର ଜିଲ୍ଲାର ୪ ଟି ବ୍ଲକ ର ୨୦ ରୁ ଅଧିକ ଗ୍ରାମ ପ୍ରଭାବିତ1
- ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।1
- *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*1
- କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟାଜଳ ପ୍ରବେଶ, ବଢୁଛି ଜଳସ୍ତର। ବାଲିଅନ୍ତା ୩୧/୦୭( ଗୋବର୍ଦ୍ଧନ ଦାସ) : ଗୁରୁବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା , ଭାର୍ଗବୀ , କୁଆଖାଇ ଆଦି ନଦୀର ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଉକ୍ତ ନଦୀରେ ବନ୍ୟା ଜଳ ଦ୍ରୁତ ବେଗରେ ବୃଦ୍ଧି ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଳକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇ ଥିବା ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ପରିମାଣ ଅଧିକ ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର ଓ ନଦୀ କୂଳିଆ ବାସିନ୍ଦା।1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ ପ୍ରତାପରୁଦ୍ରପୁର ରେ ୧୨ ଗୋଟି ୱ।ର୍ଡ ଏହି ୱାର୍ଡରେ ଭତା ବ୍ୟାଙ୍କରେ ପାଉଥିବା ଲୋକେ ପ୍ରତିମାସରେ ଭତା ମିଳିପାରୁନାହିଁ ଏହି ଲୋକ କାହୁତରଣ ନାୟକ ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା୩୧/୭/୨୦୨୬1
- ଜଗତ ସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଦଳେଇଘାଇ ରେ ବନ୍ୟା ଜଳ ସ୍ତର ବଢ଼ିବାରୁ ପରିବା ଚାଷୀ ଙ୍କ ପରିବା ଚାଷ ପାଣିରେ ବୁଡି ଯାଇଛି ଆଶା ଆଉ ଆଶଙ୍କାରେ ଦଳେଇଘାଇ ର ପରିବା ଚାଷୀ କିପରି ଚାଷୀଙ୍କ ପରିବାର ପ୍ରତିପୋଷଣ ହେବ1
- ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll1