ବନ୍ୟାରେ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଅଗ୍ନିଶମ ଯବାନଙ୍କ ଜୀବନ! କେନ୍ଦୁଝରରେ ବନ୍ୟା ଉଦ୍ଧାର କାର୍ଯ୍ୟ ସମୟରେ ଅଗ୍ନିଶମ ବିଭାଗର ଯବାନ ଚନ୍ଦନ ପଟ୍ଟନାୟକ ପ୍ରାଣ ହରାଇଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେରର ଚନ୍ଦନ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ରକ୍ଷାବନ୍ଧନରେ ଘରକୁ ଫେରିବେ ବୋଲି ଭଉଣୀଙ୍କୁ କଥା ଦେଇଥିଲେ। କିନ୍ତୁ ନିୟତି ଅନ୍ୟ କିଛି ଲେଖିଥିଲା। ଲୋକଙ୍କ ଜୀବନ ବଞ୍ଚାଇବା ବେଳେ ନିଜ ଜୀବନ ହରାଇ ସେ ସମସ୍ତଙ୍କ ପାଇଁ ଏକ ସାହସୀ ଉଦାହରଣ ହୋଇ ରହିଗଲେ। ତାଙ୍କ ଅକାଳ ବିୟୋଗରେ ପରିବାର ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବନ୍ୟାରେ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଅଗ୍ନିଶମ ଯବାନଙ୍କ ଜୀବନ! କେନ୍ଦୁଝରରେ ବନ୍ୟା ଉଦ୍ଧାର କାର୍ଯ୍ୟ ସମୟରେ ଅଗ୍ନିଶମ ବିଭାଗର ଯବାନ ଚନ୍ଦନ ପଟ୍ଟନାୟକ ପ୍ରାଣ ହରାଇଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେରର ଚନ୍ଦନ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ରକ୍ଷାବନ୍ଧନରେ ଘରକୁ ଫେରିବେ ବୋଲି ଭଉଣୀଙ୍କୁ କଥା ଦେଇଥିଲେ। କିନ୍ତୁ ନିୟତି ଅନ୍ୟ କିଛି ଲେଖିଥିଲା। ଲୋକଙ୍କ ଜୀବନ ବଞ୍ଚାଇବା ବେଳେ ନିଜ ଜୀବନ ହରାଇ ସେ ସମସ୍ତଙ୍କ ପାଇଁ ଏକ ସାହସୀ ଉଦାହରଣ ହୋଇ ରହିଗଲେ। ତାଙ୍କ ଅକାଳ ବିୟୋଗରେ ପରିବାର ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

- କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟାଜଳ ପ୍ରବେଶ, ବଢୁଛି ଜଳସ୍ତର। ବାଲିଅନ୍ତା ୩୧/୦୭( ଗୋବର୍ଦ୍ଧନ ଦାସ) : ଗୁରୁବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା , ଭାର୍ଗବୀ , କୁଆଖାଇ ଆଦି ନଦୀର ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଉକ୍ତ ନଦୀରେ ବନ୍ୟା ଜଳ ଦ୍ରୁତ ବେଗରେ ବୃଦ୍ଧି ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଳକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇ ଥିବା ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ପରିମାଣ ଅଧିକ ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର ଓ ନଦୀ କୂଳିଆ ବାସିନ୍ଦା।1
- ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।1
- ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ1
- ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � OdishaTv +1 🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। � OdishaTv 🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। � OdishaTv 🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। � OdishaTv 🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। � OdishaTv 🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। � OdishaTv 🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। � OdishaTv 🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �1
- ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll ବୁଡିଗଲା ମୁଣ୍ଡଳି ll ହୀରାକୁଦ ଖୋଲିଲା ଆଉ ଚାରୋଟି ଗେଟ୍ ll Big Breaking News ll1
- ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।1
- 💫💫*आज का राषिफल*💫💫.................................1
- ହଂସପାଳ ଛକ କୁଆଖାଇ ନଦୀ ବ୍ରିଜ ଉପରୁ ପାଣିକୁ ଡେଇଁଲେ ଯୁବତୀ। ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ହଟାତ୍ ବ୍ରିଜ୍ ଉପରୁ ନଦୀ କୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନା କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପାହାଳ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ବହୁତ୍ ସମୟ ଖୋଜାଖୋଜି କରିଥିଲେ।ରାତି ହୋଇଯିବା ସହ କୁଆଖାଇ ନଦୀ ର ସ୍ରୋତ ପ୍ରଖର ଥିବାରୁ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଅଗ୍ନିଶମ ବାହିନୀ। ଯୁବତୀ ନଦୀ ସ୍ରୋତ ରେ ଭାସି ଭାସି ଦୟାନଦୀ କିମ୍ବା କୁଶଭଦ୍ରା ନଦୀ ମୁହାଣ କୁ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପୁଣି ସକାଳୁ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି।1