Big breking - । ନଦୀ ଜଳରେ ଲୀନ ହେଲା ଟ୍ରାକ୍ଟର। ସୁଅରେ ଭାସିଗଲେ ତିନିଜଣ ଲୋକ।ସ୍ଥାନୀୟ ଲୋକଙ୍କ ଦ୍ୱାରା ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଯୁବକ ସୁସ୍ଥ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର. ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନତରିତ କରାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଅଞ୍ଚଳରୁ। ସୂଚନା ଅନୁଯାୟୀ ମଣିଜଙ୍ଗା ରୁ ତାର୍ତ୍ତୋଲ କୁ ସଂଯୋଗ କରିଥିବା ରାସ୍ତା ରେ ପାଞ୍ଚ ଫୁଟରୁ ଉର୍ଦ୍ଧ ବନ୍ୟାପାଣି ପ୍ରଭାହିତ ହେଉଥିବା ବେଳେ କଟକ ଜ଼ିଲ୍ଲା ଅସୁରେଶ୍ୱର ର ତିନିଜଣ ଲୋକ ଟ୍ରାକ୍ଟର ନେଇ ଏହି ରାସ୍ତାରେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ନଦୀ ଜଳର ପ୍ରାଖୋର ସୁଅରେ ଟ୍ରାକ୍ଟର ଭସାଇ ନେଇଥିଲା ଯାହା ଫଳରେ ଟ୍ରାକ୍ଟରରେ ଥିବା ତିନିଜଣ ଲୋକ ବନ୍ୟା ଜଳରେ ଭାସି ଯାଇଥିଲେ। ଏହି ଘଟଣା କୁ ସ୍ଥାନୀୟ ଦୁଇଜଣ ଯୁବକ ଦେଖିବା ପରେ ପାଖରୁ ଏକ ଦଉଡି ଆଣି ପାଣିରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା। ସେଠି ଦୁଇଜଣ ଯୁବକ ବୁଲୁ ମଲ୍ଲିକ ଏବଂ ଭାବୁଲି ବେହେରା ଙ୍କ ଅବସ୍ଥା ଭଲ ଥିବା ବେଳେ 55 ବର୍ଷୀୟ ଧରଣୀ ବେହେରା ଅବସ୍ଥା ଗୁରୁତର ଅଛି. ଯେଉଁଥି ପାଇଁ ତାଙ୍କୁ କଟକ ସ୍ଥାନା ତରିତ କରାଯାଥିବା ସୂଚନା। Big breking - । ନଦୀ ଜଳରେ ଲୀନ ହେଲା ଟ୍ରାକ୍ଟର। ସୁଅରେ ଭାସିଗଲେ ତିନିଜଣ ଲୋକ।ସ୍ଥାନୀୟ ଲୋକଙ୍କ ଦ୍ୱାରା ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଯୁବକ ସୁସ୍ଥ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର. ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନତରିତ କରାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଅଞ୍ଚଳରୁ। ସୂଚନା ଅନୁଯାୟୀ ମଣିଜଙ୍ଗା ରୁ ତାର୍ତ୍ତୋଲ କୁ ସଂଯୋଗ କରିଥିବା ରାସ୍ତା ରେ ପାଞ୍ଚ ଫୁଟରୁ ଉର୍ଦ୍ଧ ବନ୍ୟାପାଣି ପ୍ରଭାହିତ ହେଉଥିବା ବେଳେ କଟକ ଜ଼ିଲ୍ଲା ଅସୁରେଶ୍ୱର ର ତିନିଜଣ ଲୋକ ଟ୍ରାକ୍ଟର ନେଇ ଏହି ରାସ୍ତାରେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ନଦୀ ଜଳର ପ୍ରାଖୋର ସୁଅରେ ଟ୍ରାକ୍ଟର ଭସାଇ ନେଇଥିଲା ଯାହା ଫଳରେ ଟ୍ରାକ୍ଟରରେ ଥିବା ତିନିଜଣ ଲୋକ ବନ୍ୟା ଜଳରେ ଭାସି ଯାଇଥିଲେ। ଏହି ଘଟଣା କୁ ସ୍ଥାନୀୟ ଦୁଇଜଣ ଯୁବକ ଦେଖିବା ପରେ ପାଖରୁ ଏକ ଦଉଡି ଆଣି ପାଣିରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା। ସେଠି ଦୁଇଜଣ ଯୁବକ ବୁଲୁ ମଲ୍ଲିକ ଏବଂ ଭାବୁଲି ବେହେରା ଙ୍କ ଅବସ୍ଥା ଭଲ ଥିବା ବେଳେ 55 ବର୍ଷୀୟ ଧରଣୀ ବେହେରା ଅବସ୍ଥା ଗୁରୁତର ଅଛି. ଯେଉଁଥି ପାଇଁ ତାଙ୍କୁ କଟକ ସ୍ଥାନା ତରିତ କରାଯାଥିବା ସୂଚନା।
Big breking - । ନଦୀ ଜଳରେ ଲୀନ ହେଲା ଟ୍ରାକ୍ଟର। ସୁଅରେ ଭାସିଗଲେ ତିନିଜଣ ଲୋକ।ସ୍ଥାନୀୟ ଲୋକଙ୍କ ଦ୍ୱାରା ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଯୁବକ ସୁସ୍ଥ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର. ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନତରିତ କରାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଅଞ୍ଚଳରୁ। ସୂଚନା ଅନୁଯାୟୀ ମଣିଜଙ୍ଗା ରୁ ତାର୍ତ୍ତୋଲ କୁ ସଂଯୋଗ କରିଥିବା ରାସ୍ତା ରେ ପାଞ୍ଚ ଫୁଟରୁ ଉର୍ଦ୍ଧ ବନ୍ୟାପାଣି ପ୍ରଭାହିତ ହେଉଥିବା ବେଳେ କଟକ ଜ଼ିଲ୍ଲା ଅସୁରେଶ୍ୱର ର ତିନିଜଣ ଲୋକ ଟ୍ରାକ୍ଟର ନେଇ ଏହି ରାସ୍ତାରେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ନଦୀ ଜଳର ପ୍ରାଖୋର ସୁଅରେ ଟ୍ରାକ୍ଟର ଭସାଇ ନେଇଥିଲା ଯାହା ଫଳରେ ଟ୍ରାକ୍ଟରରେ ଥିବା ତିନିଜଣ ଲୋକ ବନ୍ୟା ଜଳରେ ଭାସି ଯାଇଥିଲେ। ଏହି ଘଟଣା କୁ
ସ୍ଥାନୀୟ ଦୁଇଜଣ ଯୁବକ ଦେଖିବା ପରେ ପାଖରୁ ଏକ ଦଉଡି ଆଣି ପାଣିରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା। ସେଠି ଦୁଇଜଣ ଯୁବକ ବୁଲୁ ମଲ୍ଲିକ ଏବଂ ଭାବୁଲି ବେହେରା ଙ୍କ ଅବସ୍ଥା ଭଲ ଥିବା ବେଳେ 55 ବର୍ଷୀୟ ଧରଣୀ ବେହେରା ଅବସ୍ଥା ଗୁରୁତର ଅଛି. ଯେଉଁଥି ପାଇଁ ତାଙ୍କୁ କଟକ ସ୍ଥାନା ତରିତ କରାଯାଥିବା ସୂଚନା। Big breking - । ନଦୀ ଜଳରେ ଲୀନ ହେଲା ଟ୍ରାକ୍ଟର। ସୁଅରେ ଭାସିଗଲେ ତିନିଜଣ ଲୋକ।ସ୍ଥାନୀୟ ଲୋକଙ୍କ ଦ୍ୱାରା ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଯୁବକ ସୁସ୍ଥ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର. ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନତରିତ କରାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଅଞ୍ଚଳରୁ। ସୂଚନା ଅନୁଯାୟୀ
ମଣିଜଙ୍ଗା ରୁ ତାର୍ତ୍ତୋଲ କୁ ସଂଯୋଗ କରିଥିବା ରାସ୍ତା ରେ ପାଞ୍ଚ ଫୁଟରୁ ଉର୍ଦ୍ଧ ବନ୍ୟାପାଣି ପ୍ରଭାହିତ ହେଉଥିବା ବେଳେ କଟକ ଜ଼ିଲ୍ଲା ଅସୁରେଶ୍ୱର ର ତିନିଜଣ ଲୋକ ଟ୍ରାକ୍ଟର ନେଇ ଏହି ରାସ୍ତାରେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ନଦୀ ଜଳର ପ୍ରାଖୋର ସୁଅରେ ଟ୍ରାକ୍ଟର ଭସାଇ ନେଇଥିଲା ଯାହା ଫଳରେ ଟ୍ରାକ୍ଟରରେ ଥିବା ତିନିଜଣ ଲୋକ ବନ୍ୟା ଜଳରେ ଭାସି ଯାଇଥିଲେ। ଏହି ଘଟଣା କୁ ସ୍ଥାନୀୟ ଦୁଇଜଣ ଯୁବକ ଦେଖିବା ପରେ ପାଖରୁ ଏକ ଦଉଡି ଆଣି ପାଣିରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା। ସେଠି ଦୁଇଜଣ ଯୁବକ ବୁଲୁ ମଲ୍ଲିକ ଏବଂ ଭାବୁଲି ବେହେରା ଙ୍କ ଅବସ୍ଥା ଭଲ ଥିବା ବେଳେ 55 ବର୍ଷୀୟ ଧରଣୀ ବେହେରା ଅବସ୍ଥା ଗୁରୁତର ଅଛି. ଯେଉଁଥି ପାଇଁ ତାଙ୍କୁ କଟକ ସ୍ଥାନା ତରିତ କରାଯାଥିବା ସୂଚନା।
- ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।1
- Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me1
- ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ1
- 💫💫*आज का राषिफल*💫💫.................................1
- ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll1