Shuru
Apke Nagar Ki App…
କରତ କଳ ଉପରେ ବନ ବିଭାଗ ର ଚଢ଼ଉ। ଗଞ୍ଜାମ ଜିଲ୍ଲାର A ବରିଡ଼ା ଗ୍ରାମ ରେ ବେ ଆଇନ୍ ଭାବରେ ଦୀର୍ଘ ଦିନ ଧରି ଚାଲିଥିବା କରତ କଳ ଉପରେ ବନ ବିଭାଗ ଚଢ଼ଉ କରିଥିବାର ସୂଚନା ମିଳିଛି, ଚଢ଼ଉ ସମୟ ରେ କରତ କଳ ର ମାଲିକ ଏବଂ କର୍ମଚାରୀ ଖସି ଚାଲି ଯାଇ ଥିଲେ। ପ୍ରକାଶ ଥାଉ କି ଚଢ଼ାଉ ସମୟ ରେ ବହୁ ପରିମାଣ ର ମୂଲ୍ୟ ବାନ କାଠ ମହଜୁଦ ରହିଥିବା ବେଳେ ତାକୁ ବନ ବିଭାଗ ଜବତ କରି ଥିଲା।
User9947
କରତ କଳ ଉପରେ ବନ ବିଭାଗ ର ଚଢ଼ଉ। ଗଞ୍ଜାମ ଜିଲ୍ଲାର A ବରିଡ଼ା ଗ୍ରାମ ରେ ବେ ଆଇନ୍ ଭାବରେ ଦୀର୍ଘ ଦିନ ଧରି ଚାଲିଥିବା କରତ କଳ ଉପରେ ବନ ବିଭାଗ ଚଢ଼ଉ କରିଥିବାର ସୂଚନା ମିଳିଛି, ଚଢ଼ଉ ସମୟ ରେ କରତ କଳ ର ମାଲିକ ଏବଂ କର୍ମଚାରୀ ଖସି ଚାଲି ଯାଇ ଥିଲେ। ପ୍ରକାଶ ଥାଉ କି ଚଢ଼ାଉ ସମୟ ରେ ବହୁ ପରିମାଣ ର ମୂଲ୍ୟ ବାନ କାଠ ମହଜୁଦ ରହିଥିବା ବେଳେ ତାକୁ ବନ ବିଭାଗ ଜବତ କରି ଥିଲା।
More news from ଓଡ଼ିଶା and nearby areas
- ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା #Update #News #latest #viral #government #odisha #latest #uodate1
- ବି ଜଗନ୍ନାଥପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦେବତା ନଗର ଭ୍ରମଣ ଓ ପୁର୍ଣ୍ଣାହୁତ ୩/୪/୨୦୨୬ #live_odisha_news_update #published_from #Braking_News1
- ଖ୍ରୀଷ୍ଟିଆନମାନଙ୍କ GOOD FRIDAY ପର୍ବ ତେବେ ଗଜପତି ଜିଲ୍ଲା କ୍ରିଷ୍ଟିଆନ ବହୁଳ ଅଞ୍ଚଳ ଆଜି ସକାଳୁ ସକାଳୁ ମୋହନା ସ୍ଥିତ ସାଧୁପିତର ଗୀର୍ଜାର ମୁଖ୍ୟ ଯାଜକ ଆଇସାକ ନାୟକ ଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ କ୍ରିଷ୍ଟଭକ୍ତ ଜମା ହୋଇ ମୋହନା ହାଇସ୍କୁଲ ଛକରୁ ଏହି good friday ତଥା ପ୍ରଭୁ ଯୀଶୁକ୍ରୀଷ୍ଟଙ୍କୁ ବିନା ଦୋଷରେ ଅସହ୍ୟ ନିର୍ଯାତନା ସହ ଆତତାଇମାନେ କୃଷ ବିଧକରି ହତ୍ୟା କରିଥିଲେ l ଏହି ଦିନଟିକୁ ସ୍ମରଣ କରିବା ଉଦେଶ୍ୟରେ ମୋହନା ହାଇସ୍କୁଲ ଛକଠାରୁ କ୍ରିଷ୍ଟୀୟ ସଂଗୀତ ଗାନ କରିବା1
- ବରିଷ୍ଟ ବିଜେପି ନେତା ଙ୍କୁ ମାରିଲେ ଧକିଆ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେବ #spnewstvliveodia #breakingnews #khordanews1
- ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ ନାଗରାଜୁ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ୍ ଶୁଭ୍ରଜିତ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଦ୍ଧାନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ନିମନ୍ତେ ଏକ ବାଇକ୍ ରାଲି ଗଣ୍ଡାହାତୀ ଜଳପ୍ରପାତ ରୁ ବାହାରି ଗାରାବନ୍ଧ ପର୍ଯ୍ୟନ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଏ ସି ଏଫ୍ ଶ୍ରୀ ଅରୁଣ ସାହୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ. ସେହି ପରିପ୍ରେକ୍ଷୀରେ ମହେନ୍ଦ୍ର ବନାଞ୍ଚଳର ଚାରିଗୋଟି ସେକ୍ସନ୍ ରାୟଗଡ଼, ନାରାୟଣପୁର, ଗାରାବନ୍ଧ,ଖମ୍ବଗାଁ ର ପ୍ରତି ସେକ୍ସନ ର ଦୁଇ ଗୋଟି ଭି ଏସ୍ଏସ ଗ୍ରାମର ଆଠ ଗୋଟି ଟିମ୍ କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲ।,ଶେଷରେ ଡ଼ମ୍ବାପୂର୍ ଭି ଏସ୍ଏସ ଟିମ୍ ବିଜେତା ଏବଂ ମୁଳିଗୁମା ଭି ଏସ୍ଏସ ଟିମ୍ ଉପ ବିଜେତା ହୋଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା,ମୁଖ୍ୟବକ୍ତା ଶ୍ରୀ ଗଣ୍ଡା ହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପାଇଲା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ,ସମିତି ସଭ୍ୟ ଶ୍ରୀ ଉତ୍ସବ ଶବର ,ରାଜସ୍ବ ନୀରିକ୍ଷକ ଏ ଶଙ୍କର ରାଓ, ୱାର୍ଡସଭ୍ୟ ଶ୍ରୀ ପୂର୍ଣ୍ଣ ଦଳାଇ, ସମାଜସେବୀ ଅଶୋକ ଦଳାଇ,,ଶ୍ରୀ ଗଣେଶ ବିଷୋୟୀ ,ଯୋଗ ଦେଇଥିଲେ, ବନପାଳ ଶ୍ରୀ ଦିବାକର ଲେଙ୍କା,ଶ୍ରୀ ରାଧାକାନ୍ତ ମିଶାଲ୍,ଶ୍ରୀ ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ,କ୍ରୀଡା ଶିକ୍ଷକ ଶ୍ରୀ ଅନୁଜ କୁମାର ପ୍ରଧାନ,ଅଶୋକ କୁମାର ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନରକ୍ଷୀ ଲକ୍ଷ୍ମୀ ପାଇକ, ଭେଙ୍କଟ ରମଣ,ଗିରିଶ କୁମାର, କାଳୀ ପ୍ରସାଦ, ମିତା ରାଣୀ,ଲକ୍ଷ୍ମୀ ସାହୁ, ସୁମିନା ଗମାଙ୍ଗ,ସୁକନ୍ୟା ଗିରି,ଅନନ୍ତ ଦାସ,ଜିତେନ୍ଦ୍ର ନାଏକ,ଗଜେନ୍ଦ୍ର ଚୌଧୁରୀ ଏବଂ ମହେନ୍ଦ୍ର ବନାଞ୍ଚଳ ର ସମସ୍ତ ୱାଚର, ଗଣ୍ଡାହାତୀ ଯୁବଗୋଷ୍ଠୀ ସହଯୋଗ କରିଥିଲେ,ବନ ବିଭାଗର ଏହି ପରି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଖୁସି ପ୍ରକଟ କରି କରିବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।1
- Post by Kumuda Nayak5
- Post by Ansubhai Pandey1