ନାମ ଯେମିତି କାମ ତାଙ୍କର ସେମିତି l ଯିଏ ଦେଖିବ ଶୁଣିବ ନିଶ୍ଚୟ ତାଙ୍କର ପ୍ରଶଂସା କରିବ l ଗତ ୨୦୧୫ ମସିହାରେ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରି ଆଜିଯାଏ ମହିଳାଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି l ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ୨୦୧୬ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜୟଦେବ ଭବନ ଠାରେ ତାଙ୍କୁ ଆୱାର୍ଡ଼ ପ୍ରଦାନ କରି ସମ୍ମାନିତ କରିଥିଲେ l ସାବାସ ଡ଼ାକପ୍ରୀୟା ନାଗ ମହିଳାଙ୍କ ସୁରକ୍ଷା ପାଇଁ ତୁମ କାର୍ଯ୍ୟ ଜାରି ରଖିଥାଅ ନାମ ଯେମିତି କାମ ତାଙ୍କର ସେମିତି l ଯିଏ ଦେଖିବ ଶୁଣିବ ନିଶ୍ଚୟ ତାଙ୍କର ପ୍ରଶଂସା କରିବ l ଗତ ୨୦୧୫ ମସିହାରେ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରି ଆଜିଯାଏ ମହିଳାଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି l ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ୨୦୧୬ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜୟଦେବ ଭବନ ଠାରେ ତାଙ୍କୁ ଆୱାର୍ଡ଼ ପ୍ରଦାନ କରି ସମ୍ମାନିତ କରିଥିଲେ l ସାବାସ ଡ଼ାକପ୍ରୀୟା ନାଗ ମହିଳାଙ୍କ ସୁରକ୍ଷା ପାଇଁ ତୁମ କାର୍ଯ୍ୟ ଜାରି ରଖିଥାଅ l ତୁମର ଏହି ମହତ କାର୍ଯ୍ୟ ପାଇଁ ଆନନ୍ଦିତ #selfdefenseforwomen #WomenEmpowerments #selfconfidence #fighter #public #facebookpostシ #follower #nonfollowerseveryone #hooks
ନାମ ଯେମିତି କାମ ତାଙ୍କର ସେମିତି l ଯିଏ ଦେଖିବ ଶୁଣିବ ନିଶ୍ଚୟ ତାଙ୍କର ପ୍ରଶଂସା କରିବ l ଗତ ୨୦୧୫ ମସିହାରେ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରି ଆଜିଯାଏ ମହିଳାଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି l ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ୨୦୧୬ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜୟଦେବ ଭବନ ଠାରେ ତାଙ୍କୁ ଆୱାର୍ଡ଼ ପ୍ରଦାନ କରି ସମ୍ମାନିତ କରିଥିଲେ l ସାବାସ ଡ଼ାକପ୍ରୀୟା ନାଗ ମହିଳାଙ୍କ ସୁରକ୍ଷା ପାଇଁ ତୁମ କାର୍ଯ୍ୟ ଜାରି ରଖିଥାଅ ନାମ ଯେମିତି କାମ ତାଙ୍କର ସେମିତି l ଯିଏ ଦେଖିବ
ଶୁଣିବ ନିଶ୍ଚୟ ତାଙ୍କର ପ୍ରଶଂସା କରିବ l ଗତ ୨୦୧୫ ମସିହାରେ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରି ଆଜିଯାଏ ମହିଳାଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି l ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ୨୦୧୬ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ଜୟଦେବ ଭବନ ଠାରେ ତାଙ୍କୁ ଆୱାର୍ଡ଼ ପ୍ରଦାନ କରି ସମ୍ମାନିତ କରିଥିଲେ l ସାବାସ ଡ଼ାକପ୍ରୀୟା ନାଗ ମହିଳାଙ୍କ ସୁରକ୍ଷା ପାଇଁ ତୁମ କାର୍ଯ୍ୟ ଜାରି ରଖିଥାଅ l ତୁମର ଏହି ମହତ କାର୍ଯ୍ୟ ପାଇଁ ଆନନ୍ଦିତ #selfdefenseforwomen #WomenEmpowerments #selfconfidence #fighter #public #facebookpostシ #follower #nonfollowerseveryone #hooks
- Post by RAGHUNANDAN SINGH1
- ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ1
- Post by Ranjan hota1
- ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ । ଆଜିର ସମାଚାର ରେ ।1
- Post by SONEPUR NEWS1
- #ସାଇବର_ଅପରାଧ_ନେଟୱର୍କ #୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ, ୯ ଗିରଫ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ‘ଅପରେସନ ସାଇବର କବଚ’ ଅଭିଯାନ। ଆକାଉଣ୍ଟ ଜରିଆରେ ୭ କୋଟି ୮୨ ଲକ୍ଷ ଟଙ୍କା କାରବାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଛି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ୨୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫଳରେ ବେନାମୀ ଆକାଉଣ୍ଟ କାରବାରରେ ଜଡ଼ିତ ଥିବା ସହାୟକ ମାନଙ୍କ ମଧ୍ୟରେ ଛନକା ପଶିଛି।1
- Post by Sonepur news khulasa1
- ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଖଵର ଦେଖନ୍ତୁ ।ଆଜିର ସମାଚାର ତା ୧୦/ ୦୩ /୨୦୨୬ ମଙ୍ଗଳବାର1