Shuru
Apke Nagar Ki App…
#ବ୍ୟାଙ୍କ_ପରିଚାଳକଙ୍କୁ_ଅଫିସ_ଭିତରେ_ଆକ୍ରମଣ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ଶ୍ରୀ ବିକାଶ ପରିଡାଙ୍କୁ, ଅଫିସ ଭିତରେ ଆକ୍ରମଣ । ତେବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ, ବ୍ୟାଙ୍କ ମ୍ୟାନେଜରଙ୍କ କୌଣସି ପ୍ରତିକ୍ରିୟା ମିଳିପIରିନି । ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନି । କିନ୍ତୁ କେଉଁ କାରଣରୁ ଏଭଳି ଘଟିଛି, ତାହା ସ୍ପଷ୍ଟ ହୋଇନି ।
Rajib Behera
#ବ୍ୟାଙ୍କ_ପରିଚାଳକଙ୍କୁ_ଅଫିସ_ଭିତରେ_ଆକ୍ରମଣ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ଶ୍ରୀ ବିକାଶ ପରିଡାଙ୍କୁ, ଅଫିସ ଭିତରେ ଆକ୍ରମଣ । ତେବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ, ବ୍ୟାଙ୍କ ମ୍ୟାନେଜରଙ୍କ କୌଣସି ପ୍ରତିକ୍ରିୟା ମିଳିପIରିନି । ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନି । କିନ୍ତୁ କେଉଁ କାରଣରୁ ଏଭଳି ଘଟିଛି, ତାହା ସ୍ପଷ୍ଟ ହୋଇନି ।
More news from ଓଡ଼ିଶା and nearby areas
- 11:10 ଶରୁ ନ୍ୟୁଜ୍ ଲୋକାଲ୍ ଆପ୍ ବର୍ତ୍ତମାନ | Leena Pradhan ଆପଣଙ୍କ ପ୍ରୋଫାଇଲ ଦେଖୁଛନ୍ତି! ସେମାନଙ୍କ ପ୍ରୋଫାଇଲ ପରିଚିତ କରନ୍ତୁ! କିମ୍ବା ଓଡିଶା ରିପୋ ODISHA RAMCO 4 OR ଓଡ଼ିଶା ରିପୋର୍ଟର ଓଡ଼ିଶା ରିପୋର୍ଟର ନିମ୍ନଲିଖିତ #ଦଶମ_ଛାତ୍ରଙ୍କୁ_ଛୁରି ଭୁସି_ହତ୍ୟା ଜୟପୁର ନିକଟ ବାରିଣୀପୁଟ ପ୍ରକଳ୍ପ ହାଇସ୍କୁଲରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ବାହାରକୁ ଡାକି ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମହେଶ ବାଘ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।1
- ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି। ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।” ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।1
- ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ1
- ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...4
- ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ4
- ସ୍ୱପ୍ନା ପାର୍ଲର haladipalସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏 ସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏2
- ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।1